Odisha Link
Bridging the Missing Links in Odisha

ରାଜ୍ୟରେ ୨୫୫ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ ଆଜି ୨୫୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩୨୯୮୦ରେ ପହଁଞ୍ଚିଛି। ଏହା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ଆଜି ଗଜପତି ଜିଲ୍ଲାରୁ ୨୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଧାରୁ ୨୩ଜଣ, ବଲାଙ୍ଗୀରରୁ ୧୯ଜଣ, ଅନୁଗୁଳରୁ ୧୬ଜଣ, ଝାରସୁଗୁଡ଼ାରୁ ୧୬ଜଣ, ସମ୍ବଲପୁରରୁ ୧୬ଜଣ, ବରଗଡ଼ରୁ ୧୫ଜଣ, କେନ୍ଦୁଝରରୁ ୧୩ଜଣ, ମୟୁରଭଞ୍ଜରୁ ୧୨ଜଣ, ଯାଜପୁରରୁ ୧୦ଜଣ, କଟକରୁ ୯ଜଣ, ପୁରୀରୁ ୯ଜଣ ସେହିପରି କଳାହାଣ୍ଡିରୁ ୮ଜଣ, ମାଲାକାନଗିରିରୁ ୮ଜଣ, ସୁନ୍ଦରଗଡ଼ରୁ ୮ଜଣ, କୋରାପୁଟରୁ ୬ଜଣ, ରାୟଗଡ଼ାରୁ ୬ଜଣ, ଦେବଗଡ଼ରୁ ୫ଜଣ, କେନ୍ଦ୍ରାପଡ଼ାରୁ ୫ଜଣ, ନୂଆପଡ଼ାରୁ ୪ଜଣ, ବୌଦ୍ଧରୁ ୩ଜଣ, ଢ଼େଙ୍କାନାଳରୁ ୩ଜଣ, ସୁବର୍ଣ୍ଣପୁରରୁ ୩ଜଣ, ବାଲେଶ୍ବରରୁ ୨ଜଣ, ଭଦ୍ରକରୁ ୨ଜଣ, ଗଞ୍ଜାମରୁ ୨ଜଣ, ଜଗତସିଂହପୁରରୁ ୨ଜଣ, ନବରଙ୍ଗପୁରରୁ ୨ଜଣ, ନୟାଗଡ଼ରୁ ଜଣେ ଓ ଷ୍ଟେଟପୁଲରୁ ୪ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Comments are closed.