Odisha Link
Bridging the Missing Links in Odisha

ବାଣୀବିହାରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ଭୁବନେଶ୍ବର:  ଉତ୍କଳ ବିଶ୍ବ ବିଦ୍ୟାଳୟରେ ଖୋଲୁ ଖୋଲୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡ ଗୋଳ ଦେଖା ଦେଇଛି। ଗୋପବନ୍ଧୁ ଛାତ୍ରାବାସରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ।

କ୍ୟାଣ୍ଟିନରେ ନିମ୍ନମାନର ଖାଦ୍ୟ ଦିଆ ଯାଉଥିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗୋଟିଏ ଗୋଷ୍ଠୀର ଅଭିଯୋଗକୁ ଅନ୍ୟ ଏକ ଗୋଷ୍ଠୀର ବିରୋଧ। ଘଟଣା ସ୍ଥଳରେ ପହଁଞ୍ଚିଲେ କମିଶନରେଟ୍ ପୁଲିସ।

Comments are closed.