Odisha Link
Bridging the Missing Links in Odisha

ଜାନୁଆରୀ ୨୧ରେ ତୋଷାଳୀ ମେଳା

ଭୁବନେଶ୍ବର: ଜାନୁଆରୀ ୨୧ରେ ଭୁବନେଶ୍ବରର ଜନତା ମଇଦାନରେ ତୋଷାଳୀ ମେଳା ଆରମ୍ଭ। ଜାନୁଆରୀ ୨୧ରୁ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ତୋଷାଳି ମେଳା ।

ତୋଷାଳୀ ମେଳା ନେଇ ବୟନ ଓ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସୂଚନା । କୋଭିଡ଼ି କଟକଣାକୁ ମାନି ମେଳା ଆୟୋଜନ କରାଯିବାକୁ ନିଷ୍ପତ୍ତି। ମେଳାରେ ରାଜ୍ୟର ୧୭୦ଟି ଓ ରାଜ୍ୟ ବାହାରେ ୮୦ଟି ଷ୍ଟଲ ରହିବ।

Comments are closed.