Odisha Link
Bridging the Missing Links in Odisha
Daily Archives

January 21, 2021

ଇରାକରେ ଆତ୍ମଘାତୀ ବିସ୍ଫୋରଣ: ୩୦ମୃତ,…

ଇରାକ: ଇରାକରେ ଆତ୍ମଘାତୀ ବିସ୍ଫୋରଣ। ଆଜି ଇରାକର ବାଘଦାଦରେ ଦୁଇଟି ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଇରାକର ଖୋଲା ସ୍ଥାନରେ ଥିବା ଏକ କପଡ଼ା ମାର୍କେଟରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୩୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୩ଜଣ ଆହତ ହୋଇଛନ୍ତି। କରୋନା କଟକଣା ହୋହଳ ହେବା ପରେ ବାଘଦାଦ…

୨୩ରେ କଲିକତା ଯିବେ ପ୍ରଧାନମନ୍ତ୍ରୀ ମୋଦି

ଆଦିଲ୍ଲୀ: ଆସନ୍ତା ୨୩ ତାରିଖରେ କଲିକତା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ଅବସରରେ ପାଳନ ହେବାକୁ ଥିବା ‘ପରାକ୍ରମ ଦିବସ’ ସମାରୋହରେ ସାମିଲ ହୋଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ପ୍ରଧାନମନ୍ତ୍ରୀ ଆସାମର…

ଶ୍ରୀମନ୍ଦିର ସେବାୟତଙ୍କୁ ମିଳୁ ମାଗଣା…

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ ମାଗଣା କୋଭିଡ୍ ଟିକା ଦେବାକୁ ଅନୁରୋଧ। ମାଗଣା କୋଭିଡ୍ ଟିକା ଦେବାକୁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖି ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ସେବାୟତ ଓ ତାଙ୍କର ପରିବାରକୁ ମାଗଣା କୋଭିଡ୍ ଟିକା ଦେବା ପାଇଁ ଅନୁରୋଧ କରାଯାଇଛି। ବିନା କୋଭିଡ୍‌…

ବୋହୂ ପାଇଁ ମୁହଁ ଖୋଲିଲେ ମନ୍ତ୍ରୀ

ଭୁବନେଶ୍ବର: ବୋହୂଙ୍କ ଚାକିରିକୁ ନେଇ ଅଡ଼ୁଆରେ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଗତ କାଲି ସୂଚନା ଅଧିକାର ଆଇନ ବଳରେ କାମାକ୍ଷାନଗର କଲେଜରେ ଚାଲିଥିବା ଦୁର୍ନୀତି ପଦାରେ ପଡ଼ିଥିଲା। ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୁ ଲିପସା ପ୍ରଧାନ…

ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ: ସେରମ୍‌…

ପୁଣେ: ପୁଣେ ସ୍ଥିତ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ନିଆଁ।‌ ଇନ୍‌ଷ୍ଟିଚ୍ୟୁଟର ନୂଆ ବିଲଡ଼ିଂ ଟର୍ମିନାଲ -୧ ରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଫଳରେ ଟିକାକୁ ନେଇ ଅନେକ ଆଶଙ୍କା ସୃଷ୍ଟି ପାଇଥିଲା। ତେବେ ସିରମ ପକ୍ଷରୁ କୁହାଯାଇଛି ଯେ, କୋଭିଡ଼ ଟୀକା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ଟିକାର କୌଣସି…

ସେୟାର ମାର୍କେଟରେ ନୂଆ ରେକର୍ଡ

ନୂଆଦିଲ୍ଲୀ: ସେୟାର ମାର୍କେଟରେ ନୂଆ ରେକର୍ଡ। ୫୦ହଜାର ଟପିଲା ସେନସେକ୍ସ ପଏଣ୍ଟ। ଆଜି ପ୍ରଥମ ଥର ପାଇଁ କାରବାରରେ ୨୩୦ ପଏଣ୍ଟ ବୃଦ୍ଧି ଘଟି ୫୦ ହଜାର ପାର କରିଛି ସେନସେକ୍ସ। ସେନସେକ୍ସ ସହ ନିଫ୍ଟ ପଏଣ୍ଟ ମଧ୍ୟ ୧୪ ହଜାର ଟିପିଛି। ଗତକାଲି କାରବାରରେ ସେନସେକ୍ସରେ ୩୯୪ ପଏଣ୍ଟ ବୃଦ୍ଧି ଘଟିଥିଲା। ଯାହା…

ସଡ଼କ ଦୁର୍ଘଟଣାରେ ଚାଲିଗଲା ମା ଓ ଝିଅର…

ବରଗଡ଼: ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ମା’ ଓ ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ, ଏକ ବାଇକରେ ସ୍ବାମୀ-ସ୍ତ୍ରୀ ନିଜ ୪ ବର୍ଷର ଶିଶୁକୁ ଧରି…

ପୁଣି ରିମାଣ୍ଡରେ କିଡନୀ କିଙ୍ଗପିନ୍

ଭୁବନେଶ୍ୱର: ପୁଣି ରିମାଣ୍ଡରେ କିଡନୀ କିଙ୍ଗପିନ୍। ପୁଣି ୩ ଦିନିଆ ରିମାଣ୍ଡରେ ଯିବ ଅଭିଯୁକ୍ତ ହିମାଂଶୁ ଭୂଷଣ। ହିମାଂଶୁକୁ ୩ ଦିନିଆ ରିମାଣ୍ଡରେ ନେବାକୁ ମିଳିଛି ଅନୁମତି। ଲକ୍ଷ୍ମୀସାଗର ଥାନା ପୋଲିସକୁ ଏନେଇ ଅନୁମତି ଦେଇଛନ୍ତି ଏସଡିଜେଏମ କୋର୍ଟ। କିଡନୀ କେଳେଙ୍କାରୀ ଘଟଣାରେ ଡାକ୍ତରଙ୍କ ଲିଙ୍କ୍ ଥିବା…

ମଣ୍ଡି ଅବ୍ୟବସ୍ଥା ମନୁଷ୍ୟକୃତ: ସମୀର

ସମ୍ବଲପୁର: ବିଜେପିର ଚାଷୀ ସମାବେଶରେ ସଭାପତି ସମୀର ମହାନ୍ତିଙ୍କ ବକ୍ତବ୍ୟ ପ୍ରକାଶ କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ ସଭାପତି ସମୀର ମହାନ୍ତି। ଧାନ ମଣ୍ଡି ସମସ୍ୟା ମନୁଷ୍ୟକୃତ କହିଲେ ସମୀର ମହାନ୍ତି। ମଣ୍ଡିରେ ଧାନ ବିକ୍ରି କରିନପାରି ହଜାର ହଜାର ବସ୍ତା ପଡ଼ି ରହିଛି। ଶୀତ…

ଆଦିତ୍ୟ ଦାସ ମୃତ୍ୟୁ ମାମଲା:…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ହାଇକୋର୍ଟ। ଏହି ମାମଲାରେ ଆଜି ଶୁଣାଣି ଚାଲିଥିବା ବେଳେ କୋର୍ଟଙ୍କ କଡ଼ା ଆଭିମୁଖ୍ୟ ଦେଖିବାକୁ ମିଳିଛି। କୋର୍ଟ ବିରକ୍ତ ହେବାର କାରଣ ହେଲା, ତଦନ୍ତକାରୀ ସଂସ୍ଥା ଶବ ବ୍ୟବଛେଦର…