ପାଣ୍ଡିଆନ୍ ଫ୍ୟାନ୍ସ କ୍ଲବ୍ ନାମରେ…
ଭୁବନେଶ୍ବର: କିଛିଦିନ ହେବ ସାମାଜିକ ଗଣମାଧ୍ୟମରେ ଭି କେ ପାଣ୍ଡିଆନ୍ ଫ୍ୟାନ୍ସ କ୍ଲବ ନାମରେ ଏକ ଗ୍ରୁପ୍ କାର୍ଯ୍ୟ କରୁଛି। ୨୦୨୦ ଫେବ୍ରୁଆରୀ ୧ ତାରିଖରୁ ଆରମ୍ଭ ହୋଇଥିବା ଏ ଗ୍ରୁପ୍ରେ ଶିବାନୀକାନ୍ତ ଦାଶ ଆଡ୍ମିନ୍ ଅଛନ୍ତି। ଏହି ଗ୍ରୁପ୍ରେ ୩୬ ହଜାର ସଦସ୍ୟ ଅଛନ୍ତି। ଗ୍ରୁପ୍ଟି ୫-ଟି ସଚିବ…