Odisha Link
Bridging the Missing Links in Odisha
Daily Archives

April 18, 2021

ପିପିଲି: ମୃତ ଅଜିତଙ୍କ ପତ୍ନୀ ହେବେ…

ଭୁବନେଶ୍ବର: ପିପିଲି ଉପ ନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ହୋଇଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ କିଏ ପ୍ରାର୍ଥୀ ହେବ ସେ ନେଇ ଚାଲିଛି ଅଙ୍କକଷା। ଉପ-ନିର୍ବାଚନ ଅବ୍ୟବହିତ ପୂର୍ବରୁ ମୃତ୍ୟୁବରଣ କରିଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନାଙ୍କୁ ଦଳ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା…

କରୋନ: ରାଜଧାନୀରୁ ଚିହ୍ନଟ ହେଲେ ୩୮୮…

ଭୁବନେଶ୍ବର: ପୁଣି ରାଜ୍ୟରେ ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୩୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଚିହ୍ନଟ ୩୩୮ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ଅଞ୍ଚଳରୁ ୨୯୦ ଓ…

ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ…

ଭୁବନେଶ୍ବର: ରାଜ୍ୟରେ ପୁଣି କରୋନା ସଂକ୍ରମଣ ଦୃତ ଗତିରେ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ହେଲା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର। କିଛି ସେବାୟତ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ଅନିର୍ଦ୍ଦିଷ୍ଟ…

ଶ୍ରୀମନ୍ଦିରରେ ରକ୍ତର ଛିଟା,…

ପୁରୀ: ପୁଣି ଶ୍ରୀମନ୍ଦିରରେ ପଡ଼ିଛି ରକ୍ତ ଛିଟା। ସୂଚନା ମୁତାବକ ମନ୍ଦିର ପରିସରରେ କାର୍ଯ୍ୟରତ ଦୁଇ ଜେଟିପି ପୋଲିସଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଭଉୟଙ୍କ ମଧ୍ୟରେ ଗଣ୍ଡଗୋଳ ମାରପିଟ ପର୍ଯ୍ୟନ୍ତ ଯାଇଥିଲା। ଜଣେ ପୋଲିସ କର୍ମଚାରୀଙ୍କ ମାଡରେ ଅନ୍ୟ ଜଣଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଫଳରେ…

କରୋନା: କୁମ୍ଭମେଳାରୁ ଓଡ଼ିଶାକୁ ଆସିଛନ୍ତି…

ଭୁବନେଶ୍ବର: ଦେଶରେ ପୁଣି ଦୃତ ଗତି କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପ୍ରଧାନମନ୍ତ୍ରୀ ଅନୁରୋଧ କ୍ରମେ ସମାପନ ହୋଇଛି ବିଶ୍ବ ପ୍ରସିଦ୍ଧି କୁମ୍ଭମେଳା। ଏହା ସହିତ କୁମ୍ଭମେଳାକୁ ଯାଇଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ଆରଟିପିସିଆର୍ ଟେଷ୍ଟକୁ ବାଧ୍ୟତାମୁଳକ କରିଛନ୍ତି। ସେହିପରି ଓଡ଼ିଶାରେ ମଧ୍ୟ କୁମ୍ଭମେଳାକୁ…

ଗଞ୍ଜାମ: ସରକାରୀ କର୍ମଚାରୀଙ୍କୁ ସଦର…

ଗଞ୍ଜାମ: ରାଜ୍ୟରେ ପୁଣି ବଢ଼ୁଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ସରକାରୀ କର୍ମଚାରୀଙ୍କ ଲାଗି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗଞ୍ଜାମ ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡ଼ିବାକୁ ମନା କରାଯାଇଛି। ଜରୁରୀ କାମରେ ଯିବାକୁ ଥିଲେ ବିଭାଗୀୟ ଅନୁମତି ନେବା…

ହାଇଦର୍ ଫେରାର ଘଟଣା: ବ୍ୟବହାର ହୋଇଥିବା…

କଟକ: ହାଇଦର ଫେରାର ବେଳେ ବ୍ୟବହାର କରିଥିବା କାରକୁ କଟକ ଆଣିଛି କମିଶନରେଟ ପୁଲିସ। ହାଇଦର ଏହି କାରରେ ଓଡ଼ିଶାରୁ ତେଲେଙ୍ଗାନା ପଳାଇଥିଲା। ହାଇଦରକୁ ତେଲେଙ୍ଗାନା ପୁଲିସ ଗିରଫ କରିବା ପରେ ତାକୁ ବିମାନ ଯୋଗେ ଓଡ଼ିଶା ଅଣାଯାଇଥିଲା । ହେଲେ ହାଇଦର ଯେଉଁ କାରରେ ଫେରାର ହୋଇଥିଲା ତାହା ତେଲେଙ୍ଗାନା ପୁଲିସ…

ପିପିଲି ଉପନିର୍ବାଚନ ପାଇଁ ପୁଣି କସରତ…

ଭୁବନେଶ୍ବର: ପିପିଲି ଉପ-ନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ହେବା ପରେ ପୁଣି ସକ୍ରିୟ ହୋଇଛନ୍ତି ଉଭୟ ନେତା ଓ କର୍ମୀ। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପୁଣି ନୂଆ ପ୍ରାର୍ଥୀ ଦେବ କଂଗ୍ରେସ। ୫ ରୁ ୭ ଜଣ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା ବେଳେ ୨ରୁ ୪ ଦିନ ମଧ୍ୟରେ ଦଳ ପ୍ରାର୍ଥୀ…

ଗୌରବ ଆଣିଲେ ଓଡ଼ିଆ ଝିଅ , ସିନିୟର ଏସିଆନ…

ତାସକେଣ୍ଟ: ଓଡ଼ିଆ ଝିଅ ଝିଲି ଦଳବେହେରା ପାଇଲେ ସ୍ୱର୍ଣ୍ଣ ପଦକ। ଝିଲି ସିନିୟର ଏସିଆନ ଓ୍ୱେଟଲିପ୍ଟିଂ ଚାମ୍ପିୟନସିପରେ ୪୫ କିଲୋ କ୍ୟାଟେଗୋରୀରେ ମୋଟ ୧୫୭ କେଜି ଭାରୋତ୍ତୋଳନ କରିଛନ୍ତି। ଓଡ଼ିଶାରୁ ୨ ଜଣ ମହିଳା ଭାରୋତ୍ତୋଳନକାରୀ ଉଜବେକିସ୍ତାନର ତାସକେଣ୍ଟରେ ଚାଲିଥିବା ଏସିଆନ ଓ୍ୱେଟଲିପ୍ଟିଂ…

କରୋନା: ବେଡ୍‌ ସଂଖ୍ୟା ୫ ଗୁଣା ବୃଦ୍ଧି…

ଭୁବନେଶ୍ୱର: ଦେଶରେ ପୁଣି ବଢ଼ୁଛି କରୋନା ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ କୋଭିଡ଼ ମେଡ଼ିକାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ପାଇଁ ପ୍ରସ୍ତୁତି ଚାଲିଛି । ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ ବର୍ଷ ଅପେକ୍ଷା ୪ରୁ ୫ ଗୁଣ ଅଧିକ ଶଯ୍ୟା ବୃଦ୍ଧି କରାଯିବ। ଆଇସିୟୁ ବଢ଼ାଇବା…