Odisha Link
Bridging the Missing Links in Odisha
Daily Archives

May 4, 2021

ସ୍ଥଗିତ ହେଲା ଜେଇଇ-ମେନ ମେ ପରୀକ୍ଷା

ନୂଆଦିଲ୍ଲୀ: ସ୍ଥଗିତ ହେଲା ଜେଇଇ-ମେନ ମେ ପରୀକ୍ଷା। ଏପ୍ରିଲ୍ ପରେ, ବର୍ତ୍ତମାନ ଜେଇଇ-ମେନ ମେ ୨୦୨୧ ର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (ଏନଟିଏ) ଏନେଇ ନୋଟିସ ଜାରି କରିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ନିଜ ଟ୍ୱିଟରରେ ଏ ସମ୍ପର୍କରେ ସୂଚନା…

୨୭ ବର୍ଷର ବିବାହ ପରେ ଅଲଗା ହେଲେ ବିଲ୍‌…

ୱାଶିଂଟନ: ବିଶ୍ୱର ଅନ୍ୟତମ ଧନୀ ତଥା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସ ଓ ତାଙ୍କ ପତ୍ନୀ ମେଲିଣ୍ଡା ଗେଟ୍ସ ପରସ୍ପର ସହ ବିବାହ ସମ୍ପର୍କଚ୍ଛିନ୍ନ କରିଛନ୍ତି। ବିବାହର ଦୀର୍ଘ ୨୭ ବର୍ଷ ପରେ ଉଭୟ ପରସ୍ପରକୁ ଛାଡ଼ପତ୍ର ଦେଇଛନ୍ତି। ୧୯୮୭ ମସିହାରେ ମେଲିଣ୍ଡା ମାଇକ୍ରୋସଫ୍ଟ କମ୍ପାନୀରେ ଯୋଗଦେବା ବେଳେ…

ସରକାରଙ୍କ ବଡ଼ ଘୋଷଣା!

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଅନ୍ତର୍ଗତ ଯେଉଁମାନେ ପଞ୍ଜିକୃତ ହୋଇନାହାନ୍ତି ସେମାନେ ସାମ୍ବାଦିକ ଭାବରେ ଗଣା ନୁହନ୍ତି। ପରୋକ୍ଷରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଏଭଳି ଜଣାଇଛନ୍ତି। ଗତବର୍ଷ ପରି ଏ ବର୍ଷ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ କୋଭିଡ୍‌…

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ

ଲକ୍ଷ୍ମୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ମିଳିଛି। ଉତ୍ତରପ୍ରଦେଶ କଣ୍ଟ୍ରୋଲ ରୁମର ହ୍ବାଟସଆପ ନମ୍ବରକୁ ଏହି ଧମକ ଆସିଛି। ଧମକ ପଠାଇ କୁହାଯାଇଛି ଯେ, ଚାରିଦିନ ଭିତରେ ଯାହା କରିବା କଥା କରିଦିଅ। ଏହି ଘଟଣା ପରେ ପୁଲିସ ଟିମକୁ ଆଲର୍ଟ କରି ଦିଆଯାଇଛି। ଲକ୍ଷ୍ମୌ…

ପୁରୀରେ ଆରମ୍ଭ ହେବ ଅକ୍ସିଜେନ୍‌ ପ୍ଲାଣ୍ଟ

ପୁରୀ: ପୁରୀ ଜିଲ୍ଲାରେରେ ଆରମ୍ଭ ହେବ ଅକ୍ସିଜେନ୍‌ ପ୍ଲାଣ୍ଟ। ପୁରୀରେ କୋଭିଡ୍‌ ସ୍ଥିତିକୁ ସମୀକ୍ଷା କରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୁରୀରେ ଅକ୍ସିଜେନ୍‌ ପ୍ଲାଣ୍ଟ ନିର୍ମାଣ ହେବାକୁ ଯାଉଛି। ପବ୍ଲିକ୍‌ ସେକ୍ଟର…

ସ୍କୁଲ ମିଶ୍ରଣ ବିଜ୍ଞପ୍ତିକୁ ରଦ୍ଦ କଲେ…

ଭୁବନେଶ୍ୱର: ସ୍କୁଲ ମିଶ୍ରଣ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ। ରାଜ୍ୟରେ ଶତାଧିକ ସରକାରୀ ସ୍କୁଲକୁ ବନ୍ଦ କରିବା ଓ ଅନ୍ୟ ସ୍କୁଲ ସହ ମିଶ୍ରଣ କରିବା ନେଇ ରାଜ୍ୟ ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରଦ୍ଦ କରିଛନ୍ତି। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ…

କାଲିଠୁ ଉଚ୍ଚଶିକ୍ଷା ବିଭାଗର ଖରାଛୁଟି,…

ଭୁବନେଶ୍ୱର: ଆସନ୍ତା କାଲିଠୁ ଉଚ୍ଚଶିକ୍ଷା ବିଭାଗର ଗ୍ରୀଷ୍ମଛୁଟି ଆରମ୍ଭ। ଆସନ୍ତା ମେ' ୫ ତାରିଖ ଠାରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ଉଚ୍ଚଶିକ୍ଷା ବିଭାଗର ଗ୍ରୀଷ୍ମଛୁଟି ହେବ ବୋଲି ଘୋଷଣା ହୋଇଛି। ତେବେ ଖରାଛୁଟି ଅବଧିରେ ଅନଲାଇନ କ୍ଲାସ/ପରୀକ୍ଷା କରାଯିବାକୁ ମନା କରାଯାଇଛି। ରାଜ୍ୟ…

କାଲିଠୁ ଉଚ୍ଚଶିକ୍ଷାନୁଷ୍ଠାନର ଖରାଛୁଟି

ଭୁବନେଶ୍ବର: ଆସନ୍ତାକାଲିଠୁ ଅର୍ଥାତ୍ ୫ ତାରିଖ ଠାରୁ ଉଚ୍ଚଶିକ୍ଷାନୁଷ୍ଠାନର ଖରା ଛୁଟି ଘୋଷଣା କରାଯାଇଛି। ତେବେ ଖରାଛୁଟି ଅବଧିରେ ଅନଲାଇନ କ୍ଲାସ/ପରୀକ୍ଷା କରାଯିବାକୁ ମନା କରାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମେ ୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଖରା ଛୁଟି…

୨୦୨୧ IPL ମହାକୁମ୍ଭ ସ୍ଥଗିତ, ଘୋଷଣା କଲା…

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗର ୧୪ ତମ ସଂସ୍କରଣକୁ ସ୍ଥଗିତ ରଖିଲା ବସିସିଆଇ। ଏକାଧିକ ଖେଳାଳି ପଜିଟିଭ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ବିସିସିଆଇ। ଏନେଇ ଏନଆଇକୁ ସୂଚନା ଦେଇଛନ୍ତି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା।…

ଲସି ପିଇ ଶତାଧିକ ଅସୁସ୍ଥ ଘଟଣା: ଚାଲିଗଲା…

ମାଲକାନଗିରି: ଲସି ପିଇ ଶତାଧିକ ଲୋକ ଗୁରୁତର ଘଟଣାରେ ଜଣେ ନାବାଳିକାଙ୍କର ମୃତ୍ୟୁ। ମାଲକାନଗିରି ସିମିଳିବଞ୍ଛା ଗାଁର ୧୨ ବର୍ଷର ଝିଅ ଅଡମା ମାଡ଼କାମିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। କିଛିଦିନ ତଳେ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କୁର୍ତ୍ତି ସାପ୍ତାହିକ ହାଟରୁ ବିଷାକ୍ତ ଲସି ପିଇ…