Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ପହଞ୍ଚିଲା ୨ ଲକ୍ଷ କୋଭିସିଲ୍ଡ ଟିକା

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲା ୨ ଲକ୍ଷ କୋଭିସିଲ୍ଡ ଟିକା। ଏହି ଟିକାକୁ ୨ୟ ଡୋଜ୍ ନେବାକୁ ଥିବା ନାଗରିକ ମାନଙ୍କୁ ଦିଆଯିବ। ୪୫ ବର୍ଷରୁ ଉର୍ଦ୍ଧ୍ବ ବର୍ଗର ଲୋକଙ୍କୁ ଦିଆଯିବ।

୪୫ ବର୍ଷରୁ ଉଦ୍ଧ୍ୱର୍ ବର୍ଗର ଲୋକ ମାନେ ପ୍ରଥମ ଡୋଜ୍ ଟିକା ନେଇ ସାରିଛନ୍ତି। ସେମାନଙ୍କର ଦ୍ୱିତୀୟ ଡୋଜ୍ ଟିକା ନେବା ନିହାତି ଆବଶ୍ୟକ। କାରଣ ଦ୍ୱିତୀୟ ଡୋଜ୍ ଟିକା ସମୟ ପୁର୍ବରୁ ଦିଆନଗଲେ ପ୍ରଥମ ଡୋଜ୍ ଟିକା କାମ କରିବ ନାହିଁ। ଏନେଇ ଗତକାଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରେସମିଟ୍ ମାଧ୍ୟମରେ ସୂଚନା ଦେଇଥିଲେ। ତେଣୁ ୪୫ ବର୍ଷରୁ ଉର୍ଦ୍ଧ୍ବ ବର୍ଗର ଲୋକମାନଙ୍କୁ ପ୍ରାଥମିକିତା ଦିଆଯିବ।

Leave A Reply

Your email address will not be published.