Odisha Link
Bridging the Missing Links in Odisha

ଆନ୍ଧ୍ର-ଓଡ଼ିଶା ସୀମାରୁ ଟିଫିନ୍ ବୋମା ଜବତ

ମାଲକାନଗିରି: ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାରୁ ଟିଫିନ୍ ବୋମା ଜବତ। ବିଏସଏଫ ଏବଂ ଓଡ଼ିଶା ପୋଲିସ ମିଳିତ ଉଦ୍ୟମରେ ଏକ ବଡ ଧରଣ ବିସ୍ଫୋରଣକୁ ରୋକାଯାଇଛି। ସର୍ଚ୍ଚ ଅପେରସନ୍ ବେଳେ ମାଲକାନଗିରି ସ୍ବାଭିମାନ ଅଞ୍ଚଳରୁ ଜୀବନ୍ତ ଟିଫିନ୍ ବେମା ଉଦ୍ଧାର କରାଯାଇଛି।

ଆନ୍ଧ୍ରପ୍ରଦେଶ-ଓଡିଶା ସୀମାରେ ଥିବା ମାଣ୍ଡାପାଲ୍ଲିର ଅଞ୍ଚଳରେ ୩ଟି ଟିଫିନ୍ ଆଇଏଡି ଏବଂ ବିସ୍ଫୋରକ ଜବତ କରାଯାଇଛି। ଏନେଇ ବିଏସଏଫ ପକ୍ଷରୁ ଟ୍ବିଟରେ ସୂଚନା ଦିଆଯାଇଛି।

Leave A Reply

Your email address will not be published.