Odisha Link
Bridging the Missing Links in Odisha
Daily Archives

July 7, 2021

ନୟାଗଡ଼ରେ ଚିଟ୍‌ଫଣ୍ଡ କେଳେଙ୍କାରୀ,…

ନୟାଗଡ଼: ମିଶନ୍‌ ଶକ୍ତି ବିଭାଗ ମାଧ୍ୟମରେ ରାଜ୍ୟର ୭୦ ଲକ୍ଷ ମହିଳାଙ୍କୁ ସ୍ବାବଲମ୍ବୀ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ସେହି ମିଶନ୍‌ ଶକ୍ତିର ଆଳ ଦେଖାଇ ନୟାଗଡ଼ ଜିଲ୍ଲାରେ ପ୍ରାୟ ୫୦୦୦ ହଜାର ଗରିବ ମହିଳା ଚିଟ୍‌ଫଣ୍ଡ ଠକେଇର ଶିକାର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯…

ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଶିକ୍ଷକ…

ଭୁବନେଶ୍ବର: ରାଜ୍ୟରେ ଶିକ୍ଷକ ନିଯୁକ୍ତି ପାଇଁ ହେବ ପ୍ରବେଶିକା ପରୀକ୍ଷା। ପୂରଣ ହେବ ଖାଲି ଥିବା ୧୦ ହଜାର ହାଇସ୍କୁଲ ଶିକ୍ଷକ ପଦବୀ। ନିଯୁକ୍ତି ପାଇବେ ୬ ହଜାର ଟିଜିଟି, ୪ ହଜାର ୪୪୫ ହିନ୍ଦୀ, ସଂସ୍କୃତ ଓ ଖେଳ ଶିକ୍ଷକ। ପ୍ରଥମ ଥର ପାଇଁ ଏତେ ଶିକ୍ଷକଙ୍କୁ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଚୟନ କରାଯିବ।…

ସ୍ମାର୍ଟ ସିଟିରେ ସ୍ମାର୍ଟ ଫୋନ୍ ଲୁଟ୍,…

ଭୁବନେଶ୍ୱର: ସ୍ମାର୍ଟ ସିଟିରେ ସ୍ମାର୍ଟ ଫୋନ୍ ଲୁଟ୍। ମୋବାଇଲ୍‌ ଦୋକାନରୁ ଆଇ ଫୋନ୍‌ କିଣିବା ପରେ ଟଙ୍କା ନଦେଇ ଜଣେ ଯୁବତୀ ଫେରାର୍‌ ହୋଇଯାଇ ଥିବାନେଇ ସହୀଦନଗର ଥାନାରେ ଅଭିଯୋଗ ହୋଇଛି। ସିସିଟିଭି ଫୁଟେଜ୍‌କୁ ଆଧାର କରି କମିଶନରେଟ୍‌ ପୋଲିସ୍‌ ଯୁବତୀ ଜଣଙ୍କୁ ଥାନାରେ ଅଟକ ରଖିଛି। ପରେ ଯୁବତୀଙ୍କ…

ଗୁପଚୁପ୍‌ ମାଳ ଓ ମୁକୁଟ ପିନ୍ଧିଲେ…

ତାମିଲନାଡୁ: ବିବାହ ସମୟରେ ବର କନ୍ୟାଙ୍କ ମଜାଦାର ଏବଂ ଅଜବ ଭିଡିଓ ଭାଇରାଲ ହୋଇଥାଏ। ଏବେ ଏଭଳି ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଭିଡିଓରେ ଜଣେ କନ୍ୟା ଗୁପଚୁପର ମାଳି ଓ ମୁକୁଟ ପିନ୍ଧା ଯାଉଥିବା ଦେଖିବାକୁ ମିଳିଛି।ଭାଇରାଲ୍ ହୋଇଥିବା ଭିଡିଓକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। ଭିଡିଓ…

ସଇତାନ ପୁଅ: ବାପାକୁ ହତ୍ୟା କରି ଘରେ କଲା…

କେନ୍ଦ୍ରାପଡ଼ା:  ରକ୍ତ ସମ୍ପର୍କ ଭୁଲି ବାପାକୁ ହତ୍ୟା କଲା ସଇତାନ ପୁଅ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଷ ଥାନା ଅନ୍ତର୍ଗତ ଅଡଙ୍ଗା ମଲ୍ଲିକେଶରପୁର ଗାଁରେ। ମୃତକ ଅଲେଖ ଚନ୍ଦ୍ର ଭଦ୍ର ଏବଂ ତାଙ୍କ ବୟସ ୭୦ ବର୍ଷ ବୋଲି ଜଣାପଡିଛି। ସୂଚନା ମୁତାବକ, ଦୁଇ ଦିନ…

କରୋନା: ଡେଲ୍ଟା ଠାରୁ ଲାମ୍ବଡ଼ା…

କ୍ୱାଲଲାମପୁର: କରୋନା ଡେଲ୍ଟା ଭାରିଆଣ୍ଟ ଠାରୁ ଲାମ୍ବଡ଼ା ଭାରିଆଣ୍ଟ ଅଧିକ ଘାତକ ବୋଲି ଜଣାପଡିଛି। ମାଲେସିଆର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଲାମ୍ବଡ଼ାକୁ ଭାରିଆଣ୍ଟ ଅଫ୍ କନସର୍ଣ୍ଣ କହିବା ସହ ଡେଲ୍ଟାଠୁ ଅଧିକ ଘାତକ ବୋଲି କହିଛି। ମାଲେସିଆର ଦାବି ଅନୁସାରେ, ବିଗତ ୪ ସପ୍ତାହରେ ୩୦ରୁ ଅଧିକ ଦେଶରେ ଲାମ୍ବଡ଼ା…

ରେକର୍ଡ କଲା କରୋନା ମୃତ୍ୟୁସଂଖ୍ୟା:…

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ ଥମୁନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ୨୬୦୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୯ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୩୫୮କୁ ବୃଦ୍ଧି…

ରାଜ୍ୟରେ କମୁଛି ସଂକ୍ରମଣ: ଦିନକରେ ୨୬୦୨…

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ୨୬୦୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୯୫ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୧୦୭ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ…

ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ

ନୂଆଦିଲ୍ଲୀ: ଆଜି ସଂଧ୍ୟାରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ। ଦିଲ୍ଲୀକୁ ଅନେକ ନେତାଙ୍କୁ ଡକରା ହୋଇଛି। ନୂଆ ମନ୍ତ୍ରିମଣ୍ଡଳରେ ୬ କ୍ୟାବିନେଟ୍ ସହ ୨୦ ନୂଆ ମନ୍ତ୍ରୀଙ୍କୁ ସ୍ଥାନ ମିଳିପାରେ। ଯୁବ ଏବଂ ନୂଆ ଚେହେରାଙ୍କୁ ପ୍ରାଧାନ୍ୟ ଦିଆଯାଇପାରେ। କେନ୍ଦ୍ର କ୍ୟାବିନେଟରେ ୮୧ ଜଣ ସଦସ୍ୟ…

ତୈଳଦର ବୃଦ୍ଧି ନେଇ ଆଜିଠୁ କଂଗ୍ରେସର…

ଭୁବନେଶ୍ବର: ଆଜିଠୁ ରାଜରାସ୍ତାକୁ ଓହ୍ଲାଇବ ରାଜ୍ୟ କଂଗ୍ରେସ। ପେଟ୍ରୋଲ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ। ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ରାଜ୍ୟବ୍ୟାପି ଆନ୍ଦୋଳନ କରିବ କଂଗ୍ରେସ। ପ୍ରତ୍ୟେକ ବ୍ଲକ ଆଗରେ ତୈଳ ଦର ବୃଦ୍ଧି ସହ ଅତ୍ୟାବଶ୍ୟକ…