Odisha Link
Bridging the Missing Links in Odisha
Daily Archives

August 9, 2021

ରାଜ୍ୟସଭାରେ ଗୃହୀତ ହେଲା କେନ୍ଦ୍ରୀୟ…

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ରାଜ୍ୟସଭାରେ କେନ୍ଦ୍ର ଶାସିତ ଅଂଚଳ ଲଦାଖରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ନେଇ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଲ, ୨୦୨୧ ଉପରେ ପ୍ରତିକ୍ରିୟା ରଖିବା ପରେ…

ମାତାପିତାଙ୍କୁ ଈଶ୍ବର ଏକ ଦିବ୍ୟ…

ଭୁବନେଶ୍ବର: ମାତା ପିତାଙ୍କୁ ଈଶ୍ୱର ଏକ ମହତ୍‌ ଉଦ୍ଦେଶ୍ୟ ଓ କାର୍ଯ୍ୟ ସମର୍ପିଛନ୍ତି। ଏବଂ ସ୍ୱର୍ଗୀୟ ଭାବନାରେ ସିକ୍ତ ହୋଇ ଦିବ୍ୟ ଅନୁଭୂତିର ସେବାରେ ସେମାନଙ୍କୁ ନିୟୋଜିତ କରିଛନ୍ତି। ନିଜର ସନ୍ତାନମାନଙ୍କ ମଧ୍ୟରେ ଦିବ୍ୟ ଅନୁଭୂତି ଓ ଭାବନା ସୃଷ୍ଟି ସହ ସଠିକ୍‌ ଲାଳନପାଳନ ଦ୍ୱାରା ଜଗତକୁ ଏକ ଦିବ୍ୟ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ…

ବ୍ରହ୍ମପୁର: ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଛତ୍ରପୁର, ଦିଗପହଣ୍ଡି ଓ ଗୋପାଳପୁର ନିର୍ବାଚନମଣ୍ଡଳୀରେ ଗୋଟିଏ ଲେଖାଏଁ କେନ୍ଦ୍ରୀୟ ବିଦ୍ଯାଳୟ ସ୍ଥାପନ ହୋଇଥିଲେ ମଧ୍ଯ ଚିକିଟି ନିର୍ବାଚନ ମଣ୍ଡଳୀରେ ଆଜିଯାଏଁ କେନ୍ଦ୍ରୀୟ ବିଦ୍ଯାଳୟ ନାହିଁ। ଉପଯୁକ୍ତ ଶିକ୍ଷା ପାଇଁ ଆନ୍ଧ୍ର…

ଅଶ୍ଵିନୀଙ୍କୁ ଭେଟିଲେ ପ୍ରତାପ, ରଖିଲେ…

ନୀଳଗିରି: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଆଜି ସାକ୍ଷାତ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ। ବାଲେଶ୍ବରବାସୀଙ୍କ ୨ଟି ଦାବି ବିଷୟରେ ଅଶ୍ବିନୀଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। ପ୍ରଥମତଃ ବାଲେଶ୍ଵର ଏକ ଗୁରୁତ୍ବପୂର୍ଣ୍ଣ ରେଳ ଷ୍ଟେସନ୍। ଏହାକୁ ଦକ୍ଷିଣ…

ରାଜ୍ୟରେ ଦେଢ଼ବର୍ଷ ମଧ୍ୟରେ ନିର୍ମାଣ ହେବ…

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ। ଏହି ଅବସରରେ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ୩୦ଟି ଜିଲ୍ଲାରେ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡ଼ିୟମ ନିର୍ମାଣ ସମେତ ମୋଟ…

ନିଶାସକ୍ତ ଆମ୍ବୁଲାନ୍ସ ଚାଳକଙ୍କ ବେପରୁଆ…

ଚାନ୍ଦବାଲି: ନିଶାସକ୍ତ ଆମ୍ବୁଲାନ୍ସ ଚାଳକଙ୍କ ବେପରୁଆ ଗାଡି ଚାଳନା। ଏକ ଯାତ୍ରୀବାହୀ ଅଟୋକୁ ଆମ୍ବୁଲାନ୍ସ ଧକ୍କା ଦେବା ଫଳରେ ୧୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଭଦ୍ରକ ଜିଲ୍ଲା ତିହିଡି ଥାନା ବଡଗାଲୋ ଛକରେ ଘଟିଛି ଅଘଟଣ। ମିଳିଥିବା ସୂଚନା ମୁତାବିକ, ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ…

ପଦକ ଧରି ଭାରତରେ ପହଞ୍ଚିଲା ଟିମ୍‌…

ନୂଆଦିଲ୍ଲୀ: ସରିଲା ଟୋକିଓ ଅଲିମ୍ପିକ୍ସ। ଭାରତରେ ପହଁଞ୍ଚିଲେ ଭାରତୀୟ ଖେଳାଳି। ପଦକ ବିଜେତା ସମସ୍ତ ଖେଳାଳି ଆଜି ଦିଲ୍ଲୀରେ ପହଁଞ୍ଚିଛନ୍ତି। ନୀରଜ ଚୋପ୍ରା, ରବି ଦହିୟା, ବଜରଙ୍ଗ ପୁନିଆ, ଲଭଲିନା ବୋର୍ଗୋହେନ୍ ସମେତ ସମସ୍ତ ଭାରତୀୟ ଖେଳାଳି ଟୋକିଓରୁ ଦିଲ୍ଲୀ ଫେରିଛନ୍ତି। ଏ ସମସ୍ତ ଖେଳାଳି ସୋମବାର…

ପ୍ରଶାସନିକ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ସୋମବାର ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ କରିଛନ୍ତି ଅଦଳବଦଳ। ୨ ଜିଲ୍ଲାପାଳଙ୍କ ସମେତ ୫ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଭଦ୍ରକ ଓ ଢେଙ୍କାନାଳର ଜିଲ୍ଲାପାଳଙ୍କୁ ବଦଳି କରି ସେଠାରେ ପୁନଶ୍ଚ ୨ଜଣ ଓଏଏସ୍‌ ଅଫିସରଙ୍କୁ ଜିଲ୍ଲାପାଳ ଭାବେ ନିଯୁକ୍ତ…

ବାଂଲାଦେଶରେ ଏକାଧିକ ହିନ୍ଦୁ ମନ୍ଦିର…

ଢାକା: ପାକିସ୍ତାନ ପରେ ବାଂଲାଦେଶରେ ହିନ୍ଦୁ ମନ୍ଦିର ଉପରକୁ ଆକ୍ରମଣ କରିଛନ୍ତି କିଛି ଦୁର୍ବୃତ୍ତ। ବାଂଲାଦେଶର ଖୁଲନା ଜିଲ୍ଲା ଶିଅଲି ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ହିନ୍ଦୁ ମନ୍ଦିର, କିଛି ଦୋକାନ ଓ କିଛି ବାସିନ୍ଦାଙ୍କ ଉପରକୁ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତକାରୀ। ଏହି ଘଟଣାରେ…

ବିନା ଭକ୍ତରେ ହେବ ଗଣେଶ ପୂଜା ଓ ଦୁର୍ଗା…

ଭୁବନେଶ୍ବର: ବିନା ଭକ୍ତରେ ହେବ ଗଣେଶ ପୂଜା ଓ ଦୁର୍ଗା ପୂଜା। ପାର୍ବଣ ପାଇଁ ଆସିଲା ଏସଆରସିଙ୍କ ସ୍ୱତନ୍ତ୍ର ଗାଇଡଲାଇନ୍। ପୂଜା ପାର୍ବଣ ବେଳେ ଜନସମାଗମ ଅଧିକ ହେଉଥିବାରୁ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି କରିଛନ୍ତି । ଗାଇଡଲାଇନ୍‌ ମୁତାବକ,…