Odisha Link
Bridging the Missing Links in Odisha
Daily Archives

September 16, 2021

ରାଜ କୁନ୍ଦ୍ରାଙ୍କ ବିରୋଧରେ ୧୫୦୦…

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ପାଇଁ ବଢ଼ିଲା ଅଡୁଆ। ଅଶ୍ଲୀଳ ଭିଡିଓ ତିଆରି ମାମଲାରେ ଗିରଫ ହୋଇଥିବା ରାଜଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ। ପୁଲିସ ରାଜଙ୍କ ବିରୋଧରେ ୧୫୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍‌ ଦାଖଲ କରିଛି। ଶିଳ୍ପା…

ଆଇଟିଆର ତଥ୍ୟ ଲିକ୍ ମାମଲା: ସାମ୍ନାକୁ…

ଚାନ୍ଦିପୁର: ଚାନ୍ଦିପୁର ଆଇଟିଆର ତଥ୍ୟ ଲିକ୍ ମାମଲାରେ ସାମନାକୁ ଆସିଲା ସାଂଘାତିକ ତଥ୍ୟ।  ହନି ଟ୍ରାପ ଜରିଆରେ ହେଉଥିଲା ତଥ୍ୟ ଲିକ୍‌। ତଥ୍ୟ ଲିକ ନେଇ ଗିରଫ ୪ ଅଭିଯୁକ୍ତ କ୍ଷେପଣାସ୍ତ୍ର ଘାଟିର କ୍ୟାମ୍ପସ ଭିତରେ ଥିବା ବ୍ୟାଙ୍କରୁ ବିଦେଶୀ ମୁଦ୍ରା କାରବାର କରିଛନ୍ତି। ଗିରଫ ୪ ଜଣକ ମଧ୍ୟରୁ ପାକ…

ପିପିଲି ଉପନିର୍ବାଚନରେ ଡବଲ ଡୋଜ ଟିକାକୁ…

ପିପିଲି: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି ତେଣୁ କଟକଣାରେ ରହିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ସବୁବେଳେ ପରାମର୍ଶ ଦେଉଛନ୍ତି। ଏହାରି ଭିତରେ କୋଭିଡ କଟକଣାରେ ହେବ ପିପିଲି ଉପନିର୍ବାଚନ। ଉପନିର୍ବାଚନ ସମୟରେ କୋଭିଡର ଦୁଇ…

ଆଇଟିଆର ତଥ୍ୟ ଲିକ୍ ମାମଲାର ତଦନ୍ତ ଆରମ୍ଭ…

ବାଲେଶ୍ୱର: ଚାନ୍ଦିପୁର ପ୍ରତିରକ୍ଷା ବିଭାଗ ଅଧୀନ ଆଇଟିଆରର ତଥ୍ୟ ଲିକ୍ ମାମଲାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। କ୍ରାଇମବ୍ରାଞ୍ଚର ଏକ ୫ ଜଣିଆ ଟିମ ବାଲେଶ୍ୱରରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। କ୍ରାଇମବ୍ରାଞ୍ଚର ଏଡିଜି ସଂଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଏସଆଇଟି(ସ୍ୱତନ୍ତ୍ର…

ସଖୀ କଣ୍ଢେଇ ସରକାର ଜରିଆରେ ଆଫଗାନିସ୍ତାନ…

କାବୁଲ: ଆଫଗାନିସ୍ତାନ ସମ୍ପର୍କରେ ମୁହଁ ଖୋଲିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ। କହିଲେ ୧୯୮୯ରେ ଋଷ ଆଫଗାନିସ୍ତାନ ଛାଡିବା ପରେ ଯେପରି ରକ୍ତପାତ ସୃଷ୍ଟି ହୋଇଥିଲା, ଏବେ ଆମେରିକା ଛାଡିବା ପରେ ସେହି ଅବସ୍ଥା ସୃଷ୍ଟି ହେବା ନେଇ ସେ ଆଶଙ୍କା କରିଛନ୍ତି। ସମଗ୍ର ଆଫଗାନିସ୍ତାନକୁ ତାଲିବାନ…

ଇତିହାସ ରଚିଲା ‘ସ୍ପେସ୍-ଏକ୍ସ’

କେପ୍ କେନାଭେରାଲ୍‌: ଇତିହାସ ରଚିଲା ‘ସ୍ପେସ୍-ଏକ୍ସ’। ଗତରାତିରେ ‘ସ୍ପେସ୍‌ଏକ୍ସ୍‌’ର ପ୍ରଥମ ଘରୋଇ ମହାକାଶଯାନ ଉତ୍‌କ୍ଷେପଣ କରାଯାଇଛି। ଯେଉଁଥିରେ ସମସ୍ତ ସୌଖିନ୍ କ୍ରୁ’ଙ୍କୁ ନେଇ ପୃଥିବୀର କକ୍ଷପଥ ଅଭିମୁଖେ ଯାତ୍ରା କରିଥିବା ପ୍ରଥମ ରକେଟ୍‌। ଏଥିରେ କୌଣସି ପ୍ରବୀଣ ମହାକାଶଚାରୀ ନାହାନ୍ତି। ଏହି…

ଶେହନାଜ୍‌ଙ୍କୁ ପରାମର୍ଶ ଦେଲେ…

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ଘଟଣାରେ ତାଙ୍କ ଫ୍ୟାନ୍ସମାନେ ଭାଙ୍ଗି ପଡିଛନ୍ତି। ତେବେ ଏହି ଘଟଣାରେ ଯେଉଁ ଦୁଇଜଣଙ୍କୁ ଅଧିକ ପ୍ରଭାବିତ କରିଛି ସେମାନେ ହେଲେ ସିଦ୍ଧାର୍ଥଙ୍କ ମାଁ ରିତା ଶୁକ୍ଳା ଆଉ ଶେହନାଜ ଗିଲ। ସିଦ୍ଧାର୍ଥଙ୍କ ମୃତ୍ୟୁକୁ ଏପର୍ଯ୍ୟନ୍ତ ଗ୍ରହଣ କରିପାରି ନାହାନ୍ତି…

୨୪ ଘଣ୍ଟାରେ ୭୭ ଛୁଆ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଶିଶୁମାନେ ଅଧିକ କରୋନାରେ ସଂକ୍ରମିତ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୫୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୧୮୨୯୮ରେ ପହଞ୍ଚିଛି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୩୬ ଜଣ…

ଲଗାଣ ବର୍ଷାରେ ଚାଲିଗଲା ୬ ଜୀବନ

ଭୁବନେଶ୍ୱର: ଲଗାଣ ବର୍ଷାରେ ରାଜ୍ୟରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଗଞ୍ଜାମ, ଖୋର୍ଦ୍ଧା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁ ଘଟିଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ…

ଭୁବନେଶ୍ୱରରେ ପହଞ୍ଚିଲେ ଡେଲିଭରୀ ବୟ

ଭୁବନେଶ୍ବର: ଶେଷରେ ଭୁବନେଶ୍ୱରରେ ପହଞ୍ଚିଲେ ଅପହରଣ ନାଟକ କରିଥିବା ଡେଲିଭରୀ ବୟ ପତିତପାବନ। ତାଙ୍କ ସାଥୀରେ ଗୋପ ଅଞ୍ଚଳର ଜଣେ ଯୁବତୀ ମଧ୍ୟ ରହିଛନ୍ତି। ଉଭୟଙ୍କୁ ମଧ୍ୟପ୍ରଦେଶକୁ କଟନୀରୁ ଆଣି ଭୁବନେଶ୍ୱରରେ ପହଞ୍ଚିଛି ଧଉଳି ଥାନା ପୋଲିସ। ଗତ ସୋମବାର ଦିନ ମଧ୍ୟପ୍ରଦେଶ କଟନୀ ଷ୍ଟେସନରୁ ଏହି ୨ଜଣଙ୍କୁ…