Odisha Link
Bridging the Missing Links in Odisha
Monthly Archives

August 2022

ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ ବଡ଼…

ଓଏଲ୍‌ ବ୍ୟୁରୋ: ପୁଣିଥରେ ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ…

ଶାହାଙ୍କ ଓଡ଼ିଶା ଗସ୍ତ ପରେ ବଦଳିଲେ ରାଜ୍ୟ…

ଓଏଲ୍‌ ବ୍ୟୁରୋ: ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତର ଦିନକ ପରେ ରାଜ୍ୟ ବିଜେପିକୁ ମିଳିଲା ନୂଆ ପ୍ରଭାରୀ। ସୁନୀଲ ବଂଶଲ ରାଜ୍ୟ ବିଜେପି ପ୍ରଭାରୀ ଭାବେ ନିଯୁକ୍ତ ହୋଇଛନ୍ତି। ଏଥିସହିତ ଉତ୍ତରପ୍ରଦେଶର ସଂଗଠନ ସମ୍ପାଦକ ସୁନୀଲ ବଂଶଲଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ନିଯୁକ୍ତ କରାଯାଇଛି। ସେହିପରି…

୨ ବର୍ଷ ପରେ ନିିର୍ବାଚନ, ୩ ବର୍ଷରେ ହାତ…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ଭାରତୀୟ ରାଜନୀତିରେ ବଢ଼ୁଛି ଭାରତୀୟ ଜନତା ପାର୍ଟିର ପତିଆରା। ଶକ୍ତିଶାଳୀ ହେବାରେ ଲାଗିଛି ଭାରତୀୟ ଜନତା ପାର୍ଟି। କିନ୍ତୁ ଭାରତୀୟ ଜନତା ପାର୍ଟି ଯେଉଁ ସମୟରେ ସଂଘର୍ଷ କରୁଥିଲା ତାକୁ ସହଯୋଗ କରୁଥିବା ଦଳ ଗୁଡ଼ିିକ ଏବେ ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ(ଏନଡିଏ)ର ହାତ ଛାଡ଼ି…

୨୦୨୪ରେ ସିଏ ରହିବେ ତ? : ନୀତିଶ କୁମାର

ଓଏଲ୍‌ ବ୍ୟୁରୋ: ୨୨ ବର୍ଷ ମଧ୍ୟରେ ୮ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର। ଏପରିକି ବିହାର ରାଜନୀତିରେ ୨୪ ଘଣ୍ଟା ମଧ୍ୟରେ ଇସ୍ତଫା ଓ ଶପଥ ନେବାର ପର୍ବ ମଧ୍ୟ ଶେଷ ହୋଇଯାଇଛି। ବିଜେପି ସହ ସମ୍ପର୍କ ଛିନ୍ନ କରି ସାରି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମୋଦି ସରକାରଙ୍କୁ…

ଆଫଗାନିସ୍ତାନରେ ଭୂମିକମ୍ପ

ଓଏଲ୍‌ ବ୍ୟୁରୋ: ଆଫଗାନିସ୍ତାନରେ ଭୂମିକମ୍ପ। ଗୁରୁବାର ବିଳମ୍ବିତ ରାତିରେ ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ଝଟକା ୪.୯ ବୋଲି ସୂଚନା ରହିଛି। ତେବେ ଏଥିରେ କାହାର ପ୍ରାଣହାନୀ ହୋଇନଥିବା ସୂଚନା ରହିଛି। ନ୍ୟାଶନାଲ ସେଣ୍ଟର ଫର୍‌ ସିସମୋଲାଜିର…

କାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ : ଶନିବାର ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୬ ତାରିଖରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁଥିବା ସ୍ୱାଧୀନତାର ଅମୃତ ମହୋତ୍ସବ ଜାତୀୟ କମିଟି ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍…

ଭିଜିଲାନ୍ସ ଜାଲରେ କୁବେର କ୍ରୀଡା ଶିକ୍ଷକ

ଓଏଲ୍‌ ବ୍ୟୁରୋ: ଖେଳ ଶିକ୍ଷକଙ୍କ ଖେଳ ଶେଷ ! ଭିଜିଲାନ୍ସ ସ୍କାନରରେ କ୍ରୀଡା ଶିକ୍ଷକ। ଯାହାଙ୍କର ରହିଛି ଅମାପ ସମ୍ପତ୍ତି। ଏଭଳିକି ପେଟ୍ରୋଲ ପମ୍ପ୍‌ଠୁ ଆରମ୍ଭ କରି ଗ୍ୟାସ୍‌ ଗୋଦାମ ରହିଛି। ଏଭଳି ଜଣେ କୁବେଶ କ୍ରୀଡା ଶିକ୍ଷକଙ୍କ ଘରେ ଛାନ୍‌ଭିନ୍‌ କରୁଛି ଭିଜିଲାନ୍ସ ଟିମ୍। ଗଞ୍ଜାମ ଜିଲ୍ଲା ପାତ୍ରପୁର…

ରାଜ୍ୟରେ ବଢ଼ିବ ବର୍ଷା, ୟେଲୋ…

ଓଏଲ୍‌ ବ୍ୟୁରୋ: ଚାଷୀକୂଳ ପାଇଁ ଭଲ ଖବର। ରାଜ୍ୟରେ ବଢ଼ିବ ବର୍ଷା। କାରଣ ଆଗକୁ ଆସୁଛି ୨ଟି ଲଘୁଚାପ। ଦିନେ ଦୁଇ ଦିନ ଭିତରେ ଏକ ଲଘୁଚାପ ହେବାକୁ ଥିବାବେଳେ ଅଗଷ୍ଟ ୧୩-୧୪ ଆଡ଼କୁ ଆଉ ଏକ ଲଘୁଚାପ ଆସିପାରେ ବୋଲି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ ବିଭାଗର ଆକଳନ କହୁଛି, ଉତ୍ତର…

ବଡ଼ଦେଉଳରୁ ଖସିଲା ପ୍ଲାଷ୍ଟର !

ଓଏଲ୍‌ ବ୍ୟୁରୋ: ବଡ଼ଦେଉଳରୁ ଆସିଲା ବଡ଼ ଖବର। ଶ୍ରୀମନ୍ଦିର ଗର୍ଭଗୃହରେ ଖସିଲା ପ୍ଲାଷ୍ଟର। ପାଖାପାଖୀ ଦେଢ଼ କେଜି ଓଜନର ଏକ କେମିକାଲ ଯୁକ୍ତ ପ୍ଲାଷ୍ଟର ଖସିଥିବା ସୂଚନା ରହିଛି। ପ୍ଳାଷ୍ଟରଟିକୁ ବଡଠାକୁର ଶ୍ରୀ ବଳଭଦ୍ରଙ୍କ ପଛପଟ ପରିକ୍ରମାରୁ ଠାବ କରାଯାଇଛି। ପଥର ଖସିବାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ…

ଦେଓମାଳି କାହାର ? ତାରାଙ୍କ ପ୍ରଶ୍ନରେ…

ଓଏଲ୍‌ ବ୍ୟୁରୋ: କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଏବେ ଓଡ଼ିଶାର ଉଚ୍ଚତ୍ତମ ପର୍ବତ ଦେଓମାଳି କାହାର ବୋଲି ଉଠିଛି ପ୍ରଶ୍ନ। ସ୍କୁଲ ବେଳୁ ଛାତ୍ରଛାତ୍ରୀ ମାନେ ଓଡ଼ିଶାର ଉଚ୍ଚତମ ପର୍ବତ ଦେଓମାଳି ବୋଲି ପଢ଼ି ଆସିଛନ୍ତି। ହେଲେ ଏବେ ଦେଓମାଳି କାହାର ବୋଲି ଚର୍ଚ୍ଚା…