Odisha Link
Bridging the Missing Links in Odisha

କେନ୍ଦ୍ର କ୍ୟାବିନେଟରେ ବଡ଼ ଧରଣର ଅଦଳବଦଳ, ଆଇନ୍‌ ମନ୍ତ୍ରୀଙ୍କ ଜାଗା ନେଲେ ଅର୍ଜୁନ ମେଘଓ୍ବାଲ

କେନ୍ଦ୍ର ଆଇନ୍‌ ମନ୍ତ୍ରୀ କିରନ ରିଜ୍ଜୁଙ୍କ ଜାଗା ନେଲେ ଅର୍ଜୁନ ରାମ ମେଘଓ୍ବାଲ।

ଓଏଲ୍‌ ବ୍ୟୁରୋ: କେନ୍ଦ୍ର କ୍ୟାବିନେଟରେ ବଡ଼ ଧରଣର ଅଦଳବଦଳ ହୋଇଥିବା ଖବର ସାମ୍ନାକୁ ଆସିଛି। ଆଇନ୍‌ ମନ୍ତ୍ରୀ କିରନ ରିଜ୍ଜୁଙ୍କ ଜାଗା ନେଲେ ଅର୍ଜୁନ ରାମ ମେଘଓ୍ବାଲ। ବର୍ତ୍ତମାନ କିରେନ ରିଜ୍ଜୁଙ୍କୁ ଆଇନ ମନ୍ତ୍ରାଳୟରୁ ହଟାଯାଇ ଭୂବିଜ୍ଞାନ ମନ୍ତ୍ରଣାଳୟ ଦାଇତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କ୍ୟାବିନେଟର ପୁନଃ ସମ୍ପ୍ରସାରଣ ଅନୁମୋଦନ ଦେଇଛନ୍ତି।

Leave A Reply

Your email address will not be published.