Odisha Link
Bridging the Missing Links in Odisha
Daily Archives

September 26, 2023

ସୋଆ ଏସ୍‌ପିଏସ୍‌ ପକ୍ଷରୁ ବିଶ୍ୱ…

ଓଏଲ୍‌ ବ୍ୟୁରୋ: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍‌ ଅଫ୍‌ ଫାର୍ମାସ୍ୟୁଟିକାଲ୍‌ ସାଇନ୍‌ସେସ୍‌ (ଏସ୍‌ପିଏସ୍‌) ଠାରେ ସୋମବାର ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏସ୍‌ପିଏସ୍‌ର ଡିନ୍‌ ପ୍ରଫେସର ଏସ୍‌.ସି.ସି ନିଜ ସ୍ୱାଗତ ଭାଷଣରେ ଆନ୍ତର୍ଜାତିକ ଫାର୍ମାସ୍ୟୁଟିକାଲ…

ନୂଆ ରୂପରେ ନଜର ଆସିବେ ଏୟାର ଇଣ୍ଡିଆ…

ଓଏଲ୍‌ ବ୍ୟୁରୋ: ନୂଆ ରୂପରେ ନଜର ଆସିବେ ଏୟାର ଇଣ୍ଡିଆ କର୍ମଚାରୀ। ଚଳିତ ବର୍ଷ ନଭେମ୍ବର ସୁଦ୍ଧା ଏୟାର ଇଣ୍ଡିଆ ଷ୍ଟାଫଙ୍କୁ ନୂଆ ୟୁନିଫର୍ମ ମିଳିବ। ଅଗଷ୍ଟରେ ଏୟାର ଇଣ୍ଡିଆ ଏହାକୁ ନେଇ ଘୋଷଣା କରିଥିଲା। ବର୍ତ୍ତମାନ ବିମାନ କର୍ମଚାରୀମାନେ ଶାଢିରେ ନଜର ଆସିବେ ନାହିଁ କିନ୍ତୁ ସେମାନଙ୍କ ପାଇଁ ଏକ ନୂଆ…

ସିସୋର ଠକେଇ ମାମଲା: ପୂର୍ବତନ ବିଧାୟକଙ୍କ…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ସିସୋର ଚିଟଫଣ୍ଡ ଠକେଇ ମାମଲାର ୯ ବର୍ଷ ପରେ ଚାର୍ଜଫ୍ରେମ ହୋଇଥିବା ଖବର ସାମ୍ନାକୁ ଆସିଛି। ସିସୋର ଠକେଇରେ ପ୍ରଭାତ ବିଶ୍ୱାଳଙ୍କ ନାଁରେ ଇଡି ଅତିରିକ୍ତ ଚାର୍ଜସିଟ୍‌ ଦାଖଲ କରିଛି। ପୂର୍ବତନ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କ ସହ ପତ୍ନୀ…

ଦଶମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା:…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ ଆତଙ୍କରାଜ ବଢ଼ିବାରେ ଲାଗିଛି। ଆତଙ୍କରାଜ ଭିତରେ ସୁରକ୍ଷା ବ୍ୟବସ୍ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କେତେବେଳେ ଦିନ ଦ୍ୱିପ୍ରହରେ ତ କେତେବେଳେ ରାତିର ଅନ୍ଧକାରରେ ଦୁର୍ବୃତ୍ତ ମାନେ ଆକ୍ରମଣ କରିବାରେ ଲାଗିଛନ୍ତି। ତେବେ ରାଉରକେଲାରେ ଦଶମ ଶ୍ରେଣୀ ଛାତ୍ରଙ୍କୁ…

ବିଜେପି ଛାଡ଼ି ବିଜେଡିରେ ସାମିଲ ହେଲେ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଆଗାମୀ ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। କାରଣ ଲୋକସଭା ନିର୍ବାଚନ ପୂର୍ବରୁ ଅନେକ ନେତା ଦଳବଦଳ ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ ଝଟକା ଲାଗିଛି। ବିଜେପି ଛାଡ଼ି ବିଜେଡିରେ ସାମିଲ ହେଲେ ଯୁବ…

ଆଗକୁ ଲୋକସଭା ନିର୍ବାଚନ: ବିଜେପିକୁ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ଲୋକସଭା ନିର୍ବାଚନ। ହରିଆଣାରେ ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। କାରଣ ଲୋକସଭା ନିର୍ବାଚନ ପୂର୍ବରୁ ହରିଆଣାରେ ସବୁଠାରୁ ଅଧିକ ନେତା ଦଳବଦଳ ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ ଝଟକା ଲାଗିଛି। ପୂର୍ବତନ ମନ୍ତ୍ରୀ ଜଗଦୀଶ…

ଭାରତ ପାଇଁ ଗୌରବର ବିଷୟ: ସ୍ୱର୍ଣ୍ଣ ପଦକ…

ଓଏଲ୍‌ ବ୍ୟୁରୋ: ଭାରତ ପାଇଁ ଗର୍ବର ବିଷୟ। ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ ତମ ଏସିଆନ୍‌ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ଦ୍ବିତୀୟ ଦିନର ଖେଳ ଆରମ୍ଭରୁ ହିଁ ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଥିଲା। ୧୦ ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ପାଇଥିଲା।…

ଏସୀୟ କ୍ରୀଡ଼ା: ସେଲିଂରେ ଭାରତକୁ ମିଳିଲା…

ଓଏଲ୍‌ ବ୍ୟୁରୋ: ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ ତମ ଏସିଆନ୍‌ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ଦ୍ବିତୀୟ ଦିନର ଖେଳ ଆରମ୍ଭରୁ ହିଁ ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଥିଲା। ୧୦ ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ପାଇଥିଲା। ଭାରତର ଐଶ୍ୱର୍ଯ୍ୟ ପ୍ରତାପ ସିଂ…

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ…

ଓଏଲ୍‌ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ପୁଅ ହୋଇଛି କହି ଝିଅ ଧରାଇବା ପରି ସାଂଘାତିକ ଅଭିଯୋଗ ହୋଇଛି। ରାଜକନିକା ଅଞ୍ଚଳର ଜଣେ ବ୍ୟକ୍ତି ଏନେଇ ଅଭିଯୋଗ ଆଣିଛନ୍ତି। କାଲି ରାତି ସାଢ଼େ ୧୦ରେ ପୁଅ ହେଲା ବୋଲି ସୂଚନା ଦେଲେ। ଫଟୋ ଉଠାଇବା ବେଳେ ଝିଅ…

ବର୍ଷିୟାନ ଅଭିନେତ୍ରୀ ୱାହିଦା…

ଓଏଲ୍‌ ବ୍ୟୁରୋ: ବଲିଉଡ ଜଗତର ଲୋକପ୍ରିୟ ବର୍ଷିୟାନ ଅଭିନେତ୍ରୀ ହେଉଛନ୍ତି ୱାହିଦା ରେହମାନ। ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ଦାଦା ସାହେବ୍‌ ଫାଲ୍‌କେ ସମ୍ମାନରେ ସମ୍ମାନିତ କରିବାପାଇଁ ଘୋଷଣା କରାଯାଇଛି। ଦାଦା ସାହେବ ଫାଲ୍‌କେ ପୁରସ୍କାର ପ୍ରସିଦ୍ଧ ସିନେ ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ସଂଳାପ…