Odisha Link
Bridging the Missing Links in Odisha

ଛାତ୍ରଛାତ୍ରୀ ଆଇନ ବ୍ୟବସ୍ଥାକୁ ଅନୁଶୀଳନ…

ଓଏଲ୍‌ ବ୍ୟୁରୋ : ଆଇନ ଛାତ୍ରଛାତ୍ରୀ ମାନେ ଆଇନ ସଂକ୍ରାନ୍ତୀୟ ପୁସ୍ତକ ଅଧ୍ୟୟନ କରିବା ସହିତ ସେମାନଙ୍କ ଚର୍ତୁଦିଗରେ ଘଟୁଥିବା ବିଭିନ୍ନ ବିଷୟକୁ ଗଭୀର ଭାବେ ଅନୁଶୀଳନ କରିବା ଆବଶ୍ୟକ ବୋଲି ରବିବାର ଓଡିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତୀ ଦେବବ୍ରତ ଦାଶ କହିଛନ୍ତି। ଏହାଦ୍ୱାରା ସମାଜର ସ୍ଥିତିକୁ…

ଧାମନଗର ଉପନିର୍ବାଚନ : ନବୀନ କହିଲେ…

ଓଏଲ୍‌ ବ୍ୟୁରୋ: ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ବିଜୟ। ସେ ବିଜୁ ଜନତା ଦଳର ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପରାଜିତ କରି ଧାମନଗର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଧାମନଗର ଉପନିର୍ବାଚନ ଫଳାଫଳ ଆସିବା ପରେ ପ୍ରତିକ୍ରିୟ ରଖିଛନ୍ତି ବିଜୁ ଜନତା ଦଳର ସୁପ୍ରିମୋ ନବୀନ…

୨୫ ବର୍ଷର ରାଜନୀତି: ନବୀନ ହାରିଛନ୍ତି ୩…

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତିକୁ ନୂଆ ଟ୍ରେଣ୍ଡର ଦିଶା ଦେଖାଇଛି ଧାମନଗର ଉପନିର୍ବାଚନ ଫଳାଫଳ। ବିଜେଡି ସରକାରରେ ଥିବା ସତ୍ତ୍ବେ ଧାମନଗରରେ ଅମାନତ ହରାଇଛି ଦଳ। ସେହିପରି ୨୦୦୯ ପରଠୁ ଉପନିର୍ବାଚନ ହାରି ଆସୁଥିବା ଭାରତୀୟ ଜନତା ପାର୍ଟି ପ୍ରଥମଥର ପାଇଁ ଉପନିର୍ବାଚନ ଜିତି ଶାସକ ଦଳ ବିଜୁ ଜନତା ଦଳକୁ…

ଧାମନଗର ଉପନିର୍ବାଚନ: ସୂରଜ ବିଜୟୀ

ଓଏଲ୍‌ ବ୍ୟୁରୋ: ଧାମନଗର ଉପନିର୍ବାଚନରେ ବାଜି ମାରିଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ। ବିଜେଡି ପ୍ରାର୍ଥୀ ଅବନ୍ତି ଦାସଙ୍କୁ ହରାଇ ଧାମନଗର ଉପନିର୍ବାଚନରେ ବିଜୟୀ ହେଲେ ସୂରଜ। ସମସ୍ତ ରାଉଣ୍ଡରେ ଅବନ୍ତିଙ୍କୁ ପଛରେ ପକାଇ ବିଧାୟକ ଭାବେ ନିର୍ବାଚିତ ହେଲେ ସୂରଜ। ୯୮୮୧ ଖଣ୍ଡ ଭୋଟ୍‌ ବ୍ୟବଧାନରେ…

ହାଇ କୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ:…

ଓଏଲ୍‌ ବ୍ୟୁରୋ: ପଶ୍ଚିମା ଓଡ଼ିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗର ମୋଡ଼ ଦିନକୁ ଦିନ ନୂଆ ରୂପ ନେବାକୁ ବସିଛି। ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ପଶ୍ଚିମ ଓଡ଼ିଶାର ଓକିଲ, ଜନସାଧାରଣ, ବିଭିନ୍ନ ଛାମୁଆ ସଙ୍ଗଠନ ବିଭିନ୍ନ ସମୟରେ ଆନ୍ଦୋଳନ କରି ଆସୁଛନ୍ତି। ୨୦୧୯ରେ ବରଗଡ଼ରୁ ସାଂସଦ ଭାବେ ସୁରେଶ ପୂଜାରୀ…

ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ

ଓଏଲ୍‌ ବ୍ୟୁରୋ: ଚଳିତବର୍ଷ ଶେଷ ମାସରେ ଆଉ ଏକ ଉପନିର୍ବାଚନ ଦେଖିବ ଓଡ଼ିଶା। ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ଡିସେମ୍ବର ୫ ତାରିଖରେ ହେବ ପଦ୍ମପୁର ଉପନିର୍ବାଚନ। ଏନେଇ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନର। ଡିସେମ୍ବର ୫ ତାରିଖରେ ହେବ ପଦ୍ମପୁର…

ସ୍ତମ୍ଭକାର ରୁଦ୍ର ପ୍ରସନ୍ନ ରଥଙ୍କୁ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ବରିଷ୍ଠ ସ୍ତମ୍ଭକାର ରୁଦ୍ର ପ୍ରସନ୍ନ ରଥଙ୍କୁ ୨୦୨୧ ବର୍ଷ ପାଇଁ ଲାଡଲୀ ମିଡିଆ ସମ୍ମାନରେ ସମ୍ମାନୀତ କରାଯାଇଛି। ପପୁଲେସନ ଫାଷ୍ଟ ଏବଂ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି ତରଫରୁ ପ୍ରତିବର୍ଷ ଗଣମାଧ୍ୟମ ଏବଂ ବିଜ୍ଞାପନ କ୍ଷେତ୍ରରେ ସାମାଜିକ ଲିଙ୍ଗଗତ ସମାନତା ପାଇଁ କାମ କରୁଥିବା…

“ଟିକା ଦେଇ ଜୀବନ ରଖିଲେ ମୋଦି, ଏବେ…

ଓଏଲ୍‌ ବ୍ୟୁରୋ: ନଭେମ୍ବର ୧୨ ତାରିଖରେ ହେବ ହିମାଚଳ ବିଧାନସଭା ନିର୍ବାଚନ। ଯାହାଫଳରେ ହିମାଚଳ ପ୍ରଦେଶ ବିଧାନସଭା ପାଇଁ ସରଗରମ ରାଜନୀତି। ଭାରତୀୟ ଜନତା ପାର୍ଟି , କଂଗ୍ରେସ ହିମାଚଳ ପ୍ରଦେଶରେ କରୁଛନ୍ତି ଜୋରଦାର ପ୍ରସ୍ତୁତି। ଏସବୁ ମଧ୍ୟରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା…

କାଲିଠୁ ରାଜଧାନୀରେ ସ୍କୁଲ ବନ୍ଦ

ଓଏଲ୍‌ ବ୍ୟୁରୋ: ଦେଶର ରାଜଧାନୀ ନୂଆଦିଲ୍ଲୀରେ ନିୟନ୍ତ୍ରଣ ବାହାରେ ପ୍ରଦୂଷଣ। ଏପରିକି ଗ୍ୟାସ୍‌ ଚାମ୍ବର ପାଲଟିଛି ରାଜଧାନୀ। ବଢ଼ୁଥିବା ପ୍ରଦୂଷଣର ମାତ୍ରାକୁ ଦେଖି ଦିଲ୍ଲୀ ସରକାର ନେଲେ ବଡ଼ ପଦକ୍ଷେପ। ଆସନ୍ତାକାଲିଠୁ ଅର୍ଥାତ୍‌ ନଭେମ୍ବର ୫ ତାରିଖରୁ ଦିଲ୍ଲୀର ସମସ୍ତ ପ୍ରାଇମେରୀ ସ୍କୁଲ ବନ୍ଦ କରିବା…

ସୀମା ବିବାଦ : ସମାଧାନ ପାଇଁ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ସୀମା ବିବାଦ ଉତ୍କଟରୂପ ଧାରଣ କରିଛି। ବିଭିନ୍ନ ସମୟରେ ରାଜ୍ୟ ସୀମାବର୍ତ୍ତି ଜିଲ୍ଲା ଗୁଡ଼ିକରେ ସୀମା ବିବାଦ ବେଶି ଦେଖିବାକୁ ମିଳିଥାଏ। ନିକଟରେ କୋରାପୁଟ କୋଟିଆ ସୀମା ବିବାଦକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏସବୁ ମଧ୍ୟରେ ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ କୋରାପୁଟ ଏବଂ ଗଜପତି…