Odisha Link
Bridging the Missing Links in Odisha

ବିଶ୍ବରେ ଚାଲିଛି ଛଟେଇ ଋତୁ

ଓଏଲ୍‌ ବ୍ୟୁରୋ: ବର୍ତ୍ତମାନ ବିଶ୍ବରେ ଚାଲିଛି ଛଟେଇ ଋତୁ। ଗୋଟିଏ ପରେ ଗୋଟିଏ ବଡ଼ କମ୍ପାନୀ କରୁଛନ୍ତି ଛଟେଇ। ଟ୍ବିଟର୍‌ ଓ ମେଟା ପରେ ଏବେ ଅନ୍‌ଲାଇନ୍‌ ମାର୍କେଟିଂ କମ୍ପାନୀ ଆମାଜନ କରିବାକୁ ଯାଉଛି ବଡ଼ ଧରଣର ଛଟେଇ। ନିଜର ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବା ପାଇଁ ଯୋଜନା କରିଛି ଏହି…

ଅର୍ଚନା ନାଗ ମାମଲା: ୩ ବିଧାୟକଙ୍କୁ…

ଓଏଲ୍‌ ବ୍ୟୁରୋ: ଅର୍ଚ୍ଚନା ନାଗ ମାମଲାରେ ଇଡିକୁ ମିଳିଛି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ। ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ବରଙ୍କୁ ରିମାଣ୍ଡରେ ଆଣି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି ଇଡି। ସୋମବାର ଦିନ ଜେରାବେଳେ ଅନେକଙ୍କ ଗୁମର ଖୋଲିଛନ୍ତି ଖଗେଶ୍ବର। ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟରେ ୩ ଜଣ…

ନାମାଙ୍କନ ଭରିଲେନି ପ୍ରଦୀପ ପୁରୋହିତ,…

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନରେ ଦେଖିବାକୁ ମିଳିଛି ରୋଚକ ସ୍ଥିତି। ବିରାଟ ପଟୁଆର ଧରି ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାକୁ ଯାଉଥିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ସାଥିରେ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ଅନ୍ୟ ନେତାମାନେ।…

ପଦ୍ମପୁର ଉପନିର୍ବାଚନ: ବିଜେପି ନେତାଙ୍କ…

ପଦ୍ମପୁର: ଉପନିର୍ବାଚନ ପାଇଁ ପଡ଼ୁଛି ଉଠୁଛି ପଦ୍ମପୁର। ଉପନିର୍ବାଚନ ଜିତିବା ପାଇଁ ତିନି ଦଳ କରୁଛନ୍ତି ଜୋରଦାର ପ୍ରୟାସ। ବିଜେପି ଓ କଂଗ୍ରେସ ପ୍ରାର୍ଥିପତ୍ର ଘୋଷଣା କରିଥିବା ବେଳେ ଆଜି ବିଜେଡି କରିଛି ପ୍ରାର୍ଥୀ ଘୋଷଣା। ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷା ସିଂ ବରିହାଙ୍କୁ…

ପଦ୍ମପୁର ଉପନିର୍ବାଚନ: ନାମାଙ୍କନ ଭରିଲେ…

ପଦ୍ମପୁର: ଉପନିର୍ବାଚନ ପାଇଁ ପଡ଼ୁଛି ଉଠୁଛି ପଦ୍ମପୁର। ଉପନିର୍ବାଚନ ଜିତିବା ପାଇଁ ତିନି ଦଳ କରୁଛନ୍ତି ଜୋରଦାର ପ୍ରୟାସ। ଆଜି ବିରାଟ ପଟୁଆାରେ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଇଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ। ନାମାଙ୍କନ ଦାଖଲ ସମୟରେ ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଶିଖରଚଣ୍ଡୀରେ ୫-ଟି ସଚିବ, କଲେ ମନ୍ଦିର…

ଭୁବନେଶ୍ବର: ଭୁବନେଶ୍ବର ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରିଛନ୍ତି ୫-ଟି ସଚିଭ ଭି.କେ ପାଣ୍ଡିଆନ୍। ଆଜି ସକାଳ ସାଢ଼େ ୫ଟାରେ ମନ୍ଦିର ପରିଦର୍ଶନ କରିବା ସହିତ ମନ୍ଦିରର ବିକାଶ ସ୍ଥିତି ସମୀକ୍ଷା କରିଛନ୍ତି ୫-ଟି ସଚିବ। ମାଆଙ୍କୁ ଦର୍ଶନ କରିବା ସହ ମନ୍ଦିରର ବିକାଶ ନେଇ ଆଲୋଚନା କରିଛନ୍ତି। ଏହାପରେ…

ପଦ୍ମପୁର ଜିଲ୍ଲା ମାନ୍ୟତା ପ୍ରସଙ୍ଗ:…

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ଓଡ଼ିଶା ରାଜନୀତି ପାଣିପାଗ ମାହୋଲ ପୁରା ଗରମ। ପଦ୍ମପୁରବାସୀଙ୍କ ମନ ଜିଣି ଭୋଟ ହାତେଇବା ପାଇଁ ବିଭିନ୍ନ ରାଜନୈତିକ ଦଳ ଆରମ୍ଭ କରିଛି ଉଦ୍ୟମ। ଏସବୁ ମଧ୍ୟରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଜୋର ଧରିଛି ଆନ୍ଦୋଳନ। ଏପରିକି ଧାରଣା ଦେଇ ବସିଛନ୍ତି…

କେନ୍ଦୁଝର: ମଦ ପିଇ ଶୋଇପଡ଼ିଲେ ୩୦ ହାତୀ

ଓଏଲ୍‌ ବ୍ୟୁରୋ: ମଦ୍ୟପାନ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। ଏଭଳି ବିଜ୍ଞାପନ ଆପଣ ସବୁବେଳେ ସୋସିଆଲ ମିଡିଆ, ଗଣମାଧ୍ୟମ ଓ ଟିିଭି ମାଧ୍ୟମରେ ଦେଖୁଥିବେ ନିଶ୍ଚୟ। ଏସବୁ ସତ୍ତ୍ବେ ବହୁ ଲୋକ ମଦ୍ୟପାନ କରି ନିଜ ଶରୀର କ୍ଷତି କରୁଛନ୍ତି। ଅନ୍ୟପଟେ ଗ୍ରାମାଞ୍ଚଳରେ ମହୁଆ ବା ମହୁଲିର ବେଶି ଚାହିଦା ଥାଏ। ଏହି ଦେଶୀ…

ପଦ୍ମପୁର ଉପନିର୍ବାଚନ: ଆଉକିଛି ସମୟ ପରେ…

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ସରଗରମ ଓଡ଼ିଶା ରାଜନୀତି। ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ବିଜେଡି ଏପର୍ଯ୍ୟନ୍ତ ଘୋଷଣା କରିନି ପ୍ରାର୍ଥୀଙ୍କ ନାମ। ଏସବୁ ମଧ୍ୟରେ ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ଆଉ କିଛି ସମୟ…

ଦଳ ଛାଡ଼ୁ ଛାଡ଼ୁ ବିସ୍ଫୋରକ ବୟାନ ଦେଲେ…

ଓଏଲ୍‌ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ। ଏସବୁ ମଧ୍ୟରେ ଆରମ୍ଭ ହେଲାଣି ରାଜନୈତିକ ବୟାନବାଜି। ଦୁଇ ଦିନ ତଳେ ବିଜେପି ଶିବିର ଛାଡ଼ି ବିଜେଡି ଶିବିରରେ ଶଙ୍ଖ ଫୁଙ୍କିଥିବା ରାଜୁ ଘିବେଲା ଦେଇଛନ୍ତି ବିସ୍ଫୋରକ ବୟାନ। ଦଳ ଛାଡ଼ିବା ପରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ…