Odisha Link
Bridging the Missing Links in Odisha

ହଜାରେ ପୃଷ୍ଠାର “ମହାତ୍ମା ଗାନ୍ଧୀଙ୍କ…

ଭୁବନେଶ୍ବର: ବିଶ୍ୱରେ ସର୍ବାଧିକ ଆଦୃତ ଗାନ୍ଧୀ ଜୀବନୀ ଗ୍ରନ୍ଥ ଉନ୍ମୋଚିତ ହେଇଯାଇଛି। ଲୁଇ ଫିଶରଙ୍କ ଦ୍ବାରା ରଚିତ ଓ ଚିନ୍ତାମଣି ମିଶ୍ରଙ୍କ ଦ୍ବାରା ଅନୂଦିତ ପ୍ରାୟ ଏକ ହଜାର ପୃଷ୍ଠାର ମହାତ୍ମା ଗାନ୍ଧୀଙ୍କ ଜୀବନୀ’ ପୁସ୍ତକ ପ୍ରଥମ ଓ ଦ୍ବିତୀୟ ଭାଗ ଆଜି କଳିଙ୍ଗ ପୁସ୍ତକ ମେଳା ଷ୍ଟଲ ନମ୍ବର ୨ ପରିସରରେ…

ନଭେମ୍ବର ୨୪ରୁ ବିଧାନସଭା ଶୀତ ଅଧିବେଶନ

ଓଏଲ୍‌ ବ୍ୟୁରୋ: ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ। ଏନେଇ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି। ଷୋଡ଼ଶ ବିଧାନସଭାର ୧୧ ତମ ଅଧିବେଶନ ନଭେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଚଳିତଥର ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି।

ଗୁଜୁରାଟ ନିର୍ବାଚନ ପାଇଁ ବାଜିଲା ବିଗୁଲ

ଓଏଲ୍‌ ବ୍ୟୁରୋ: ବାଜିଲା ଗୁଜୁରାଟ ବିଧାନସଭା ନିର୍ବାଚନ ବିଗୁଲ। ମୁଖ୍ୟ ନିର୍ବାଚନ କମିଶନ ରାଜିବ କୁମାର ଓ ନିର୍ବାଚନ କମିଶନ ଅନୁପ ଚନ୍ଦ୍ର ପାଣ୍ଡେୟ ସାମ୍ବାଦିକ ସମ୍ମିଳନୀ କରି ଗୁଜୁରାଟ ନିର୍ବାଚନ ୨ଟି ଚରଣରେ ହେବ ବୋଲି କହିଛନ୍ତି। ଡିସେମ୍ବର ୧ ଓ ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ଗୁଜୁରାଟ ମତଦାନ ହେବ…

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା, ଇଡିର…

ଓଏଲ୍‌ ବ୍ୟୁରୋ: ପୁଣିଥରେ ଚର୍ଚ୍ଚାରେ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା। ଜେଲରେ ଥିବା ଅର୍ଚ୍ଚନା ନାଗଙ୍କ ପାଇଁ ବଢ଼ିଲା ଅଡ଼ୁଆ। କାରଣ ବ୍ଲାକମେଲିଂର ଗୁମର ଖୋଲିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ପ୍ରାଥମିକ ପର୍ଯ୍ୟାୟରେ ମୋଟ ୪ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଇଡି।…

ଧାମନଗର ଉପନିର୍ବାଚନ : ପୁଣି ଇଭିଏମ୍‌…

ଓଏଲ୍‌ ବ୍ୟୁରୋ: ଆଜି ନେତା ବାଛୁଛନ୍ତି ଧାମନଗରବାସୀ। ଧାମନଗର ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା। ସକାଳୁ ସକାଳୁ କିଛି ମତଦାନ କେନ୍ଦ୍ରରେ ମଧ୍ୟ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି। କିନ୍ତୁ ଏଭଳି କିଛି ମତଦାନ କେନ୍ଦ୍ର ଅଛି ଯେଉଁଠି ଲାଗି ରହିଛି ଲମ୍ବା ଲାଇନ୍‌…

ମତଦାନ ପୂର୍ବରୁ ବିଜେପି ନେତାଙ୍କୁ…

ଓଏଲ୍‌ ବ୍ୟୁରୋ: ଆଜି ଦେଶର ୬ଟି ରାଜ୍ୟରେ ଚାଲିଛି ଉପନିର୍ବାଚନ। ମହାରାଷ୍ଟ୍ର, ହରିୟାଣା, ବିହାର, ତେଲେଙ୍ଗାନା, ଓଡ଼ିଶା ଏବଂ ଉତ୍ତର ପ୍ରଦେଶରେ ଖାଲି ପଡ଼ିଥିବା ୭ଟି ବିଧାନସଭା ଆସନ ଉପନିର୍ବାଚନରେ ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ୍‌ ଗ୍ରହଣ ଚାଲିଛି। ନିକଟ ଭବିଷ୍ୟତରେ ହିମାଚଳ ପ୍ରଦେଶ ଏବଂ…

ଧାମନଗର ଉପନିର୍ବାଚନ: ଭୋଟ ଦେଉଛନ୍ତି…

ଓଏଲ୍‌ ବ୍ୟୁରୋ: ଆଜି ନେତା ବାଛୁଛନ୍ତି ଧାମନଗରବାସୀ। ଧାମନଗର ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା। ସକାଳୁ ସକାଳୁ କିଛି ମତଦାନ କେନ୍ଦ୍ରରେ ମଧ୍ୟ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି। କିନ୍ତୁ ଏଭଳି କିଛି ମତଦାନ କେନ୍ଦ୍ର ଅଛି ଯେଉଁଠି ଲାଗି ରହିଛି ଲମ୍ବା ଲାଇନ୍‌…

ବର୍ଷା ଭିଜା ମ୍ୟାଚରେ ଭାରତର ରୋମାଞ୍ଚକର…

ଓଏଲ୍‌ ବ୍ୟୁରୋ: ଟିମ୍‌ ଇଣ୍ଡିଆର ରୋମାଞ୍ଚକର ବିଜୟ। ବର୍ଷା ଭିଜା ମ୍ୟାଚରେ ପଡ଼ୋଶୀ ବାଂଲାଦେଶ ଟିମ୍‌କୁ ୫ ରନ୍‌ରେ ମାତ ଦେଲା ଭାରତୀୟ କ୍ରିକେଟ ଦଳ। ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲା ବାଂଲାଦେଶ ଦଳ। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ…

ଜଳସାଥୀଙ୍କୁ ମିଳିବ ସାଇକେଲ

ଓଏଲ୍‌ ବ୍ୟୁରୋ: ଜଳସାଥୀଙ୍କୁ ମିଳିବ ସାଇକେଲ। ସେମାନଙ୍କ ଯାତାୟତ ସୁବିଧା ପାଇଁ ଆଜି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ‌ଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ ସେଣ୍ଟରରେ ଜଳସାଥୀ ମାନଙ୍କ ପାଇଁ ଆୟୋଜିତ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଯୋଗଦେଇ…

ଭାରତ-ବାଂଲାଦେଶ ମ୍ୟାଚ୍, ପ୍ରଥମେ…

ଓଏଲ୍‌ ବ୍ୟୁରୋ: ୨୦୨୨ ଟି-୨୦ ବିଶ୍ବକପ୍‌ର ୩୫ ତମ ମ୍ୟାଚ ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ବାଂଲାଦେଶ ଦଳ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଯାହାଫଳରେ ଭାରତୀୟ ଦଳ ଦଳ ପ୍ରଥ‌ମେ ବ୍ୟାଟିଂ କରିବ। ବିଶ୍ବକପ୍‌ ସେମିଫାଇନାଲ ସ୍ଥାନ ପାଇଁ ଉଭୟ ଦଳ ପାଇଁ ଏହି ମ୍ୟାଚ୍‌ କର ବା ମର…