Odisha Link
Bridging the Missing Links in Odisha

ଅପମିଶ୍ରଣ ପେଟ୍ରୋଲ ପମ୍ପ ସିଲ

ଭୁବନେଶ୍ୱର: ଅପମିଶ୍ରଣ ପେଟ୍ରୋଲ ପମ୍ପ ସିଲ । ବରମୁଣ୍ଡା ସ୍ଥିତ ଏକ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ପାଟିତୁଣ୍ଡ ପରେ ସିଲ ହୋଇଥିବା ସୂଚନା ମିଳିଛି। ଗତକାଲି ସନ୍ଧ୍ୟାରେ କିଛି ଗ୍ରାହକ ଏ ନେଇ ଅଭିଯୋଗ କରିଥିଲେ। ପେଟ୍ରୋଲ ପକାଇବା ପରେ ଗାଡିରେ ପେଟ୍ରୋଲ ରହିନଥିଲା । ଏମିତି ହେବା ପରେ କିଛି ଗ୍ରାହକ…

ବାରହା ଆକ୍ରମଣରେ ୭ ଆହତ

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ୍ ସଦର ଥାନା ଅନ୍ତର୍ଗତ ପୋଚିଲି ଗାଁର ଚନ୍ଦ୍ରମଣୀପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବାରହା ଆକ୍ରମଣରେ ୭ ଜଣ ଆହତ ହୋଇଛନ୍ତି। ପ୍ରକାଶ ଯେ, ଗ୍ରାମର କିଛି ଲୋକ ନିଜ ନିଜର କ୍ଷେତକୁ ମୁଗ ଆଣିବା ପାଇଁ ଯାଇଥିବାବେଳେ କିଛି ବାରହା ଆକ୍ରମଣ କରିଥିଲେ। ଫଳରେ…

ତାଜମହଲରେ ବୋମା ଖବର ମିଛ

ଆଗ୍ରା: ତାଜମହଲରେ ବୋମା ଖବର ମିଛ। ତାଜମହଲ ପରିସରରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳି ନ ଥିବା କଥା ଆଗ୍ରା ଜୋନ୍‌ ଏଡିଜି ରାଜୀବ କୃଷ୍ଣ କହିଛନ୍ତି। ଜଣେ ଯୁବକ ୧୧୨ ଡାଏଲ କରି ତାଜମହଲରେ ବୋମା ଥିବା ସୂଚନା ଦେଇଥିଲେ।ବୋମା ସୂଚନା ପାଇବା ପରେ ତାଜମହଲ ପରିସରରେ ଉପସ୍ଥିତ ଥିବା ପର୍ଯ୍ୟଟକଙ୍କୁ ବାହାର…

ଅପରେସନ୍ ବେଳେ ମହିଳାଙ୍କ ଖାଦ୍ୟନଳୀ…

ସମ୍ବଲପୁର: ଡାକ୍ତରଙ୍କ ଭୁଲ ଅସ୍ତ୍ରୋପଚାର କାରଣରୁ ମହିଳା ଗୁରୁତର। ଅସ୍ତ୍ରୋପଚାର ସମୟରେ ଜଣେ ମହିଳାଙ୍କ ଖାଦ୍ୟନଳୀ କାଟି ଦେଇଥିବା ମହିଳାଙ୍କ ପରିବାର ଅଭିଯୋଗ ଆଣିଛନ୍ତି। ଫଳରେ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି। ପ୍ରାକାଶ ଯେ, ଝାରସୁଗୁଡା ଜିଲ୍ଲା ଲଖନପୁର…

ସାମାନ୍ୟ କଥାରୁ ସଂଘର୍ଷ, ଜଣେ ମୃତ

ପୁରୀ : ଝିମିଟି ଖେଳରୁ ମହାଭାରତ। ସାମାନ୍ୟ କଥାକୁ କେନ୍ଦ୍ର କରି ସଂଘର୍ଷ। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ସାଙ୍ଘାତିକ ଆହତ ହୋଇଛନ୍ତି।ଏହି ଘଟଣାଟି ନ୍ଦନପୁର ଥାନା ଅନ୍ତର୍ଗତ ମଧୁବନ ବାଲିଆ ଗାଁରେ ଘଟିଛି। ମୃତକ ଜଣଙ୍କ ହେଲେ ଦାମ ସ୍ୱାଇଁ। ତାଙ୍କ ବୟସ ୪୫ ବର୍ଷ। ହତ୍ୟା…

ଟିକା ପାଇଁ ଜାଲ୍ ସାର୍ଟିଫିକେଟ୍ ଆଣିଲେ…

ଭୁବନେଶ୍ୱର: ବୟସ୍କ ଲୋକଙ୍କ ଟିକାକରଣ ଚାଲିଥିବା ବେଳେ ବହୁବିଧ ରୋଗାକ୍ରାନ୍ତଙ୍କ ନିମନ୍ତେ ସାର୍ଟିଫିକେଟ ବାଧ୍ୟତାମୂଳକ କରାଯାଇଛି। ଏଥିନିମନ୍ତେ ଯଦି କେହି ଜାଲ୍ ମେଡିକାଲ ସାର୍ଟିଫିକେଟ ଆଣି ଟିକା ନେବାକୁ ଆସିବେ ତାହେଲେ ସେ ଦଣ୍ଡିତ ହେବେ। କେବଳ ସେତିକି ନୁହେଁ, ଜାଲ୍ ମେଡିକାଲ ସାର୍ଟିଫିକେଟ ଇସ୍ୟୁ…

ଲୁଟ୍ କରି ଗିରଫ ହେଲେ ୩ ହୋମଗାର୍ଡ

କଟକ : ଲୁଟ୍ କରି ଗିରଫ ହେଲେ ୩ ହୋମଗାର୍ଡ। ଜଣେ ବ୍ୟଙ୍କ ପାଖରେ ଅଧିକ ଥିବା ଦେଖି ଲୁଟେରା ସାଜିଲେ ସୁରକ୍ଷାକର୍ମୀ। ଏହି ଘଟଣାଟି କଟକ ଦୋଳମୁଣ୍ଡାଇ ଅଞ୍ଚଳରେ ଘଟିଛି । ପ୍ରକାଶ ଯେ, ଦୁଇ ଦିନ ତଳେ ଜଣେ ବ୍ୟକ୍ତି ରାତିରେ ମେଡିକାଲ ଯାଉଥିବା ସମୟରେ କଟକ ଦୋଳମୁଣ୍ଡାଇ ଅଞ୍ଚଳରେ ଡ୍ୟୁଟି କରୁଥିବା ଚନ୍ଦନ…

ସାପ କାମୁଡାର ୪ମାସ ପରେ ଯୁବକ ମୃତ

ଜଳେଶ୍ବର: ସାପ କାମୁଡାରେ ଜଣେ ଯୁବକ ୪ ମାସପରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ମୃତକ ହେଉଛନ୍ତି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଇକଡା ଗ୍ରାମର ଜ୍ୟୋତିପ୍ରକାଶ ପ୍ରଧାନ । ସାପ ବିଷ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି। ପ୍ରକାଶ ଯେ, ଗତ ଅକ୍ଟୋବର ମାସରେ ମର୍ନିଂ ୱାକରେ ଯାଉଥିବା ବେଳେ…

ଅଭିଯୁକ୍ତ ବିବନକୁ ଚିହ୍ନିଲେ ଅଞ୍ଜନା

ଭୁବନେଶ୍ୱର: TI ପରେଡ୍‌ରେ ଅଭିଯୁକ୍ତ ବିବନକୁ ଚିହ୍ନିଲେ ଅଞ୍ଜନା। ସେଦିନ ଗାଡ଼ି ଚଳାଇଥିବା ଡ୍ରାଇଭର ମଧ୍ୟ ଚିହ୍ନିଥିବା ସୂଚନା ମିଳିଛି। ତେବେ ଅଞ୍ଜନା ଗଣମାଧ୍ୟମ ପ୍ରତିଧିନିଙ୍କୁ କହିଥିଲେ- ଯାହା ହୋଇଛି ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହୋଇଛି। କୋର୍ଟରେ ଜଣାପଡ଼ିବ। TI ପରେଡ୍‌ରେ ୧୨ ଜଣ ଛିଡ଼ା ହୋଇଥିଲେ…

ସମୟର ଆହ୍ୱାନ ସତ୍ୱେ ଶିକ୍ଷକ-ଛାତ୍ରଙ୍କ…

ଭୁବନେଶ୍ୱର: ସୁଯୋଗକୁ ବ୍ୟବହାର କରି ସବୁ ପରିସ୍ଥିତିରୁ ଶିକ୍ଷା ଗ୍ରହଣ କରିବା ଉଚିତ୍। କାରଣ ଅଭିଜ୍ଞତା ମନୁଷ୍ୟର ସବୁଠାରୁ ଶ୍ରେଷ୍ଠ ଶିକ୍ଷକ ବୋଲି କହିଛନ୍ତି ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ତଥା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର…