Odisha Link
Bridging the Missing Links in Odisha

ଆଜି ଡଟ୍‌ ଫେଷ୍ଟର ଶେଷ ସନ୍ଧ୍ୟା

ଓଏଲ୍ ବ୍ୟୁରୋ : ଶୀତୁଆ ସନ୍ଧ୍ୟାରେ ଝୁମୁଛି ରାଜଧାନୀ ଭୁବନେଶ୍ୱର। ରାଜଧାନୀ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଆୟୋଜିତ ଡଟ୍‌ ଫେଷ୍ଟର ମଜା ନେଉଛନ୍ତି ଦର୍ଶକ। ଡଟ୍‌ ଫେଷ୍ଟ ୧୦ଦିନ ହେବ ଆରମ୍ଭ ହୋଇଥିବାବେଳେ ଆଜି ହେଉଛି ଏହାର ଶେଷ ଦିନ। ଡଟ୍‌ ଫେଷ୍ଟର ଶେଷ ଦିନରେ ଦର୍ଶକଙ୍କ ମନକୁ ଛୁଇଁବ ବିଶିଷ୍ଟ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା : ଆଜି…

ଓଏଲ୍ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆବାସ ପାଇବା ପାଇଁ ହିତାଧିକାରୀ ତାଲିକା ପ୍ରକାଶ ପାଇଥିଲା। ତାଲିକା ପ୍ରକାଶ ପାଇବା ପରେ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ ନଥିବା କୁହାଯାଉଥିଲା। ଯାହାକୁ ନେଇ ଯୋଗ୍ୟ ହିତାଧିକାରୀଙ୍କୁ ନିଜର ଅଭିଯୋଗ ଦାଖଲ କରିବାକୁ ସୁଯୋଗ ମିଳିଥିବାବେଳେ ଆଜି…

ଭୟାବହ ଅଗ୍ନିକାଣ୍ଡ ; ଜଣେ ଜୀବନ୍ତ ଦଗ୍ଧ…

ଓଏଲ୍ ବ୍ୟୁରୋ : ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ସମ୍ବଲପୁର ଜିଲ୍ଲା ଗଡ଼ପୋଷରେ ବୋଲେରୋ ଏକ ଗଛରେ ପିଟି ହେବା ଫଳରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଗଛରେ ପିଟି ହେବା ପରେ ବୋଲେରୋଟି ଜଳି ଯିବାରୁ ଜଣେ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୩ ଜଣ ଆହତ ହୋଇଥିବା…

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ‌ରେ…

ଓଏଲ୍ ବ୍ୟୁରୋ : ମହିଳା ବିଶ୍ଵବିଦ୍ୟାଳୟରେ ପିଏଚ୍‌ଡି କରିବେ ପୁରୁଷ। ଛାତ୍ରୀଙ୍କୁ ପାଠ ପଢ଼ାଇବା ସହ ନିଜେ ମଧ୍ୟ କ୍ୟାମ୍ପସରେ ପିଏଚ୍‌ଡି ପାଠ୍ୟକ୍ରମରେ ଶିକ୍ଷାଗ୍ରହଣ କରି ଡିଗ୍ରି ହାସଲ କରିପାରିବେ। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ସାଧାରଣ ପିଲାଙ୍କ ପାଇଁ…

ବଦଳିବ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ…

ଓଏଲ୍ ବ୍ୟୁରୋ : ଏକପ୍ରକାର ପୋଷାକ ପିନ୍ଧିବେ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ। ବଦଳିବ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଡ୍ରେସ୍‌କୋଡ। ବହୁ ବର୍ଷ ଧରି ଘୋଷଣାରେ ଅଟକିଥିବା ଏହି ପ୍ରସ୍ତାବକୁ ୨୦୨୩-୨୪ ଶିକ୍ଷାବର୍ଷରୁ ଲାଗୁ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁ୍ତ କରିଥିବା ଜଣା ପଡ଼ିଛି।…

ଭୁବନେଶ୍ୱର ବରମୁଣ୍ଡାରେ ଜଳିଗଲା ବସ୍

ଓଏଲ୍ ବ୍ୟୁରୋ : ହଠାତ୍ ନିଆଁ ଲାଗି ଜଲିଗଲା ବସ୍। ରାଜଧାନୀ ଭୁବନେଶ୍ଵରର ବରମୁଣ୍ଡା ବସଷ୍ଟାଣ୍ଡରେ ଏକ ବସରେ ନିଆଁ ଲାଗିଯାଇଥିବା ଖବର ସାମ୍ନାକୁ ଆସିଛି। ନିଆଁ ଲାଗି ହୁତ୍ ହୁତ୍ ହୋଇ ଜଳିଥିବା ଗାଡ଼ିର ନାମ ହେଉଛି 'ଖଣ୍ଡାଧାର କୁଇନ'। ବରମୁଣ୍ଡା ବସଷ୍ଟାଣ୍ଡରେ ବସ ଛିଡା ହୋଇଥିବାବେଳେ ନିଆଁ ଲାଗିଥିବା…

ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ନିଖୋଜ…

ଓଏଲ୍ ବ୍ୟୁରୋ : ଅଢେଇ ବର୍ଷ ପରେ ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ମୃତ ବ୍ୟକ୍ତିଙ୍କ କଙ୍କାଳ। ଉଦ୍ଧାର ହୋଇଥିବା କଙ୍କାଳଟି ହେଉଛି ସୁନ୍ଦରଗଡ ଜିଲ୍ଲା ଲହୁଣୀପଡାର ଆମତାପାଳିର ଡମ୍ବରୁଧର ପାତ୍ର ଯିଏକି ଅଢେଇ ବର୍ଷ ହେବ ନିଖୋଜ ଥିଲେ। ନିଖୋଜ ବ୍ୟକ୍ତିଙ୍କ କଙ୍କାଳ ଝାରସୁଗୁଡା ବନହରପାଲିି ପୁଲିସ ଉଦ୍ଧାର…

ଚୀନରେ କରୋନାର କରାଳ ରୂପ; ୮୦ ପ୍ରତିଶତ…

ଓଏଲ୍ ବ୍ୟୁରୋ : ଚୀନରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି କରୋନା ସଂକ୍ରମଣ। ଏହି ସଂକ୍ରମଣକୁ ନେଇ ସାରା ବିଶ୍ୱବାସୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଚୀନରେ କରୋନା ସ୍ଥିତି ଏତେ ଭୟଙ୍କର ରୂପ ନେବାରେ ଲାଗିଛି ଯେ ପ୍ରତି ସପ୍ତାହରେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ମିଳିଥିବା ଖବର ଅନୁସାରେ, ଚୀନରେ ଏବେ…

ଆଜି ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ…

ଓଏଲ୍ ବ୍ୟୁରୋ : ଓଡ଼ିଶାର ଅମର ବରପୁତ୍ର ତଥା ସ୍ୱାଧୀନତା ଆନ୍ଦୋଳନର ଅଗ୍ରଣୀ ଯୋଦ୍ଧା ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ। ବୀର ସୁରେନ୍ଦ୍ର ସାଏ ଥିଲେ ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ। ୨୩ ଜାନୁଆରୀ ୧୮୦୯ ମସିହାରେ ସମ୍ବଲପୁର ସହରର ଉତ୍ତରକୁ ପ୍ରାୟ ୨୧ ମାଇଲ ଦୂରରେ ଅବସ୍ଥିତ…

ଦେଶ ପାଳୁଛି ନେତାଜୀ ସୁବାଷ ଚନ୍ଦ୍ର…

ଓଏଲ୍ ବ୍ୟୁରୋ : ଭାରତମାତାର ଅମର ବରପୁତ୍ର ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଆଜି ହେଉଛି ୧୨୬ ତମ ପୁଣ୍ୟ ଜୟନ୍ତୀ। ଏହି ଅବସରରେ ଦେଶ ପାଳୁଛି ପରାକ୍ରମ ଦିବସ।୧୮୯୬ ଜାନୁଆରୀ ୨୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ଏହି ମହାପୁରୁଷ। ତାଙ୍କ ପିତାଙ୍କ ନାଁ ଥିଲା…