Odisha Link
Bridging the Missing Links in Odisha

ବାଲେଶ୍ୱରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ : ଆଜି ବାଲେଶ୍ୱର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ପୋଲିସ ରିଜର୍ଭ ପଡ଼ିଆରେ ପହଞ୍ଚିବା ପରେ ସୋମନାଥପୁର ରେଳ ଓଭର ବ୍ରିଜ ଉଦଘାଟନ କଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ କଡା ସୁରକ୍ଷା ମଧ୍ୟରେ…

ଆଜି କରୋନାର ସ୍ଥିତି ସମୀକ୍ଷା କରିବେ…

ଓଏଲ୍ ବ୍ୟୁରୋ : ଦେଶରେ ପୁଣି ଥରେ କରୋନାର ଆଉ ଏକ ଭାରିଆଣ୍ଟ ଚିହ୍ନଟ ହୋଇଛି । ଓମିକ୍ରନର ବିଏଫ୍.୭ କରୋନା ଭୂତାଣୁ ଚିହ୍ନଟ ହେବା ପରେ ସରକାର ମଧ୍ୟ ଦେଶର ସୁରକ୍ଷାର ପ୍ରସ୍ତୁତି ଆରମ୍ଭ କରିବା ପାଇଁ ଆଗେଇଛନ୍ତି। କରୋନାର ସ୍ଥିତିକୁ ନେଇ ଆଜି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି…

‘ମୋ ବସ’ ଲୁଟେରା…

ଓଏଲ୍‌ ବ୍ୟୁରୋ : ରାଜଧାନୀରେ ମୋ ବସରୁ ଲୁଟ ହେବା ଘଟଣା ବାରମ୍ବାର ସାମ୍ନାକୁ ଆସିଥିଲା। ଯାତ୍ରୀମାନେ ମୋ ବସରେ ଯାତ୍ରା କରିବା ସମୟରେ ମୋ ବସରୁ ଲୁଟ ହେଉଥିଲା। ଲୁଟର ଅଭିଯୋଗ କ୍ରମେ ପୁଲିସ ତଦନ୍ତ କରିବା ଦ୍ୱାରା ୭ଜଣ ଲୁଟେରାଙ୍କୁ ଧରିଛି କମିଶନରେଟ ପୁଲିସ। ଲୁଟେରାଙ୍କ ନିକଟରୁ ୫୭ ହଜାର ଟଙ୍କା ଓ ୯ଟି…

ଯବାନ ଓ ନକ୍ସଲ ସାମ୍ନାସାମ୍ନି,…

ଓଏଲ୍‌ ବ୍ୟୁରୋ : ନକ୍ସଲ ଯବାନଙ୍କ ଉପରେ କଲେ ଗୁଳିଚାଳନା ଏବଂ ଗୁଳିଚାଳନାର ପାଲଟା ଜବାବ ଦେଇଥିଲେ ଯବାନ। ଯବାନଙ୍କ ଗୁଳିଚାଳନାରେ ଜଣେ ନକ୍ସଲ ମୃତ ଖବର ସାମ୍ନାକୁ ଆସିଛି। ଘଟଣାଟି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଘଟିଥିବାବେଳେ ଘଟଣା ସ୍ଥଳରେ ପୁଲିସ ନକ୍ସଲ ମଧ୍ୟରେ…

ଗୋବିନ୍ଦ ସାହୁ ମୃତ୍ୟୁ ପରେ ସରଗରମ ରାଜ୍ୟ…

ଓଏଲ୍‌ ବ୍ୟୁରୋ : ବହୁ ଚର୍ଚ୍ଚିତ ମମିତା ମେହର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ପରେ ପୁଣି ସରଗରମ ହୋଇଛି ରାଜ୍ୟ ରାଜନୀତି। ଉଭୟ ବିଜେପି ଓ କଂଗ୍ରେସ ଶାସକ ଦଳକୁ କରିଛନ୍ତି ଟାର୍ଗେଟ। ସାମ୍ବାଦିକ ସମ୍ମିଳନୀ କରି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସୃତି ପଟ୍ଟନାୟକ…

ହ୍ବାଟସ୍‌ଆପ୍‌ ବ୍ୟବହାରକାରୀଙ୍କ ପାଇଁ…

ଓଏଲ୍‌ ବ୍ୟୁରୋ : ମୋବାଇଲ୍ ମେସେଜିଂ ଆପ୍ ହ୍ବାଟସ୍‌ଆପ୍‌ରେ ଆଉ ଏକ ନୂଆ ସୁବିଧା ଆରମ୍ଭ। ଅଜାଣତରେ ଡିଲିଟ କରୁଥିବା ମେସେଜକୁ ଫେରି ପାଇବା ପାଇଁ ହ୍ବାଟସ୍‌ଆପ୍‌ ଆରମ୍ଭ କରିଛି ‘ଆକ୍ଟିଡେଣ୍ଟାଲ୍‌ ଡିଲିଟ୍‌’ ସୁବିଧା। ଅଜାଣତରେ କୌଣସି ବ୍ୟକ୍ତି କିମ୍ବା ଗ୍ରୁପ୍‌ରେ ପୋଷ୍ଟ ହୋଇଯାଉଥିବା ମେସେଜ୍‌କୁ…

ଆତ୍ମହତ୍ୟା କଲେ ମମିତା ମେହେର ମୃତ୍ୟୁ…

ଓଏଲ୍‌ ବ୍ୟୁରୋ : ବହୁ ଚର୍ଚ୍ଚିତ ମମିତା ମେହେର ମୃତ୍ୟୁ ଘଟଣାରେ ଆଉ ଏକ ମୋଡ। ପୀଡିତା ମମିତା ମେହେର ମୃତ୍ୟୁ ଘଟଣାର ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ଖବରରୁ ଜଣା ପଡିଛି। ମମିତା ମୃତ୍ୟୁର ମୁଖ୍ୟ ଆସାମୀ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଝି ଜେଲରେ ଥିବାବେଳେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା…

କମୁଛି ପାରଦ ଥରୁଛି ଓଡିଶା

ଓଏଲ୍‌ ବ୍ୟୁରୋ : ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ତାପମାତ୍ରା କମିବାରୁ ପ୍ରବଳ ଶୀତ ଅନୁଭୂତ ହେଉଛି। ଏବର୍ଷ ଶୀତରେ ଜି.ଉଦୟଗିରିର ତାପମାତ୍ରା ପ୍ରଥମ ଥର ୫ଡିଗ୍ରୀ ତଳକୁ ଖସିଥିବା ଜଣା ପଡିଛି। ପୂର୍ବରୁ ୭ଡିଗ୍ରୀ ତାପମାତ୍ରା ଥିବାବେଳେ ବର୍ତ୍ତମାନ ଏହା ୫ ଡିଗ୍ରୀକୁ ଖସିଛି। ରାଜ୍ୟର ୧୦ଟି…

ଭିଜିଲାନ୍ସ ପଞ୍ଝାରେ ଡେପୁଟି ମ୍ୟାନେଜର

ଓଏଲ୍‌ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଆଉ ଜଣେ କର୍ମଚାରୀ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ। ଇଡକଲ୍ ଅମ୍ପାଭାଲି ଲାଇମ୍ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଗୟା ସାନ୍ତରା ଭିଜିଲାନ୍ସ ପଞ୍ଝାରେ। ତାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ଚଢ଼ାଉ କରୁଥିବାର ଖବର…

ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ଓଏଲ୍‌ ବ୍ୟୁରୋ : ଆଦିବାସୀ ଭାଷା ଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ତାତିଲେ ଆଦିବାସୀ ସଂଘଟନ। ଆଦିବାସୀ ଭାଷା ଓ ଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ଆଜି ୧୨ ଘଣ୍ଟିିଆ ମୟୂରଭଞ୍ଜ ବନ୍ଦ ପାଳନ। ଆଜି ସକାଳ ୬ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ମିଳିତ ଆଦିବାସୀ ସଂଗଠନ ଦ୍ୱାରା ବନ୍ଦ ଡାକରା ଦିଆଯାଇଛି। ୧୨…