Odisha Link
Bridging the Missing Links in Odisha

ଆତ୍ମହତ୍ୟା କଲେ ମମିତା ମେହେର ମୃତ୍ୟୁ…

ଓଏଲ୍‌ ବ୍ୟୁରୋ : ବହୁ ଚର୍ଚ୍ଚିତ ମମିତା ମେହେର ମୃତ୍ୟୁ ଘଟଣାରେ ଆଉ ଏକ ମୋଡ। ପୀଡିତା ମମିତା ମେହେର ମୃତ୍ୟୁ ଘଟଣାର ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ଖବରରୁ ଜଣା ପଡିଛି। ମମିତା ମୃତ୍ୟୁର ମୁଖ୍ୟ ଆସାମୀ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଝି ଜେଲରେ ଥିବାବେଳେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା…

କମୁଛି ପାରଦ ଥରୁଛି ଓଡିଶା

ଓଏଲ୍‌ ବ୍ୟୁରୋ : ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ତାପମାତ୍ରା କମିବାରୁ ପ୍ରବଳ ଶୀତ ଅନୁଭୂତ ହେଉଛି। ଏବର୍ଷ ଶୀତରେ ଜି.ଉଦୟଗିରିର ତାପମାତ୍ରା ପ୍ରଥମ ଥର ୫ଡିଗ୍ରୀ ତଳକୁ ଖସିଥିବା ଜଣା ପଡିଛି। ପୂର୍ବରୁ ୭ଡିଗ୍ରୀ ତାପମାତ୍ରା ଥିବାବେଳେ ବର୍ତ୍ତମାନ ଏହା ୫ ଡିଗ୍ରୀକୁ ଖସିଛି। ରାଜ୍ୟର ୧୦ଟି…

ଭିଜିଲାନ୍ସ ପଞ୍ଝାରେ ଡେପୁଟି ମ୍ୟାନେଜର

ଓଏଲ୍‌ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଆଉ ଜଣେ କର୍ମଚାରୀ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ। ଇଡକଲ୍ ଅମ୍ପାଭାଲି ଲାଇମ୍ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଗୟା ସାନ୍ତରା ଭିଜିଲାନ୍ସ ପଞ୍ଝାରେ। ତାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ଚଢ଼ାଉ କରୁଥିବାର ଖବର…

ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ଓଏଲ୍‌ ବ୍ୟୁରୋ : ଆଦିବାସୀ ଭାଷା ଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ତାତିଲେ ଆଦିବାସୀ ସଂଘଟନ। ଆଦିବାସୀ ଭାଷା ଓ ଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ଆଜି ୧୨ ଘଣ୍ଟିିଆ ମୟୂରଭଞ୍ଜ ବନ୍ଦ ପାଳନ। ଆଜି ସକାଳ ୬ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ମିଳିତ ଆଦିବାସୀ ସଂଗଠନ ଦ୍ୱାରା ବନ୍ଦ ଡାକରା ଦିଆଯାଇଛି। ୧୨…

ଲିଜରେ ଦିଆଯିବ ଭୁବନେଶ୍ୱର ବିଜୁ…

ଓଏଲ୍‌ ବ୍ୟୁରୋ : ଘରୋଇ ସଂସ୍ଥାକୁ ଲିଜରେ ଦିଆଯିବ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର। ଆସନ୍ତା ୨୦୨୫ ସୁଦ୍ଧା ଭୂଅବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲିଜରେ ଦିଆଯିବ। ଏହି ନିଷ୍ପତି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବାବେଳେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପରିଚାଳିତ…

୩ମାସର ଶିଶୁ କନ୍ୟାଙ୍କୁ ଧରି ବିଧାନସଭାରେ…

ଓଏଲ୍‌ ବ୍ୟୁରୋ : ମହାରାଷ୍ଟ୍ରରୁ ମହିଳା ସଶକ୍ତିକରଣର ଏକ ନିଆରା ଉଦାହରଣ ସାମ୍ନାକୁ ଆସିଛି। ମହାରାଷ୍ଟ୍ର ବିଧାନସଭାର ଶୀତ ଅଧିବେଶନରେ ଏନସିପି ବିଧାୟିକା ସରୋଜ ବାବୁଲାଲ ଅହିରା ପହଞ୍ଚିଥିଲେ। ବିଧାୟିକା ବିଧାନସଭାରେ ସୋମବାର ତାଙ୍କର ତିନି ମାସର ଶିଶୁକୁ କୋଳରେ ଧରି ପହଞ୍ଚିବା ସହ ଗୃହ ପ୍ରକ୍ରିୟାରେ…

କର୍ଣ୍ଣାଟକ-ମହାରାଷ୍ଟ୍ର ମଧ୍ୟରେ ସୀମା…

ଓଏଲ୍‌ ବ୍ୟୁରୋ : ଲାଗିରହିଛି ସୀମାବିବାଦକୁ ନେଇ ସଂଘର୍ଷ। କର୍ଣ୍ଣାଟକ - ମହାରାଷ୍ଟ୍ର ମଧ୍ୟରେ ତେଜୁଛି ବିବାଦ। ଦୁଇ ରାଜ୍ୟ ବର୍ଷ ବର୍ଷ ଧରି କର୍ଣ୍ଣାଟକର ବେଲାଗଭୀକୁ ନିଜ ଅଞ୍ଚଳ ଦାବି କରି ଆସୁଥିବାବେଳେ ସୀମାରେ ଦୁଇ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବା ବେଳେ ଉତ୍ତେଜନା ଦେଖାଦେଇଛି।…

ଭାରତରେ ୨୦୦ କୋଟି ଅତିକ୍ରମ କଲା…

ଓଏଲ୍‌ ବ୍ୟୁରୋ : ଟୀକାକରଣରେ ଇତିହାସ ରଚିଲା ଭାରତ। କୋଭିଡ- ୧୯ ଟୀକାରକରଣ ଅଭିଯାନରେ ଭାରତ ୨୦୦କୋଟି ଡୋଜ ଅତିକ୍ରମ କରିଥିବା ସୂଚନା। କରୋନା ଜନିତ ଭୂତାଣୁରୁ ମୁକ୍ତି ପାଇବା ପାଇଁ କୋଭିଡ-୧୯ ଟୀକା ଦିଆ ଯାଉଥିବାବେଳେ ଭାରତ ବର୍ତ୍ତମାନ ୨୦୦ କୋଟି ଟୀକାକରଣ ଅତିକ୍ରମ କରିସାରିଛି। ଯାହା ଆଗାମୀ ଦିନରେ…

ଜମି ବିବାଦରୁ ଗୁଳିକାଣ୍ଡ, ଜଣେ ମୃତ ୪…

ଓଏଲ୍‌ ବ୍ୟୁରୋ : ଜମିଜମା ବିବାଦରୁ ଗୁଳିମାଡ଼। ଗୁଳିକାଣ୍ଡରେ ଜଣେ ମୃତ ଏବଂ ୪ଜଣ ଆହତ। ଘଟଣାଟି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ କୃଷ୍ଣପ୍ରସାଦ ଗାଁରେ ହୋଇଥିବାବେଳେ ଜମିଜମା ବିବାଦକୁ କେନ୍ଦ୍ର କରି ଗୁଳିକାଣ୍ଡ ହୋଇଥିବା ସୂଚନା। ଜମିଜମା ବିବାଦକୁ ନେଇ ୨ ପଡ଼ୋଶୀଙ୍କ ମଧ୍ୟରେ କଳହ ହୋଇଥିବା…

ଭାରତରେ ଉଡିଲା ପାକିସ୍ତାନୀ ଡ୍ରୋନ୍

ଓଏଲ୍ ବ୍ୟୁରୋ : ପୁଣିଥରେ ଭାରତରେ ପାକିସ୍ତାନୀ ଡ୍ରୋନ୍। ଭାରତ ଆକାଶରେ ଡ୍ରୋନ୍ ଉଡିବା ସମୟରେ ସୀମା ସୁରକ୍ଷା ବଳ ଦ୍ୱାରା ଗୁଳି କରି ଡ୍ରୋନ୍ ହଟାଯାଇଥିବା ସୂଚନା। ଭାରତର ପଞ୍ଜାବ ଗୁରୁଦାସପୁରରେ ୨ଟି ପାକିସ୍ତାନୀ ଡ୍ରୋନ୍ ଉଡିଥିବା ଦେଖିବାକୁ ମିଳିଥିଲା। ଚନ୍ଦୁ ୱାଡ଼େଲା ଓ କୋସୱାଲ ପୋଷ୍ଟରେ ୨ଟି…