Odisha Link
Bridging the Missing Links in Odisha
Browsing Category

ଜିଲ୍ଲା

ଟିକା ନନେଲେ ଦରମା ବନ୍ଦ!

କଟକ: ଆସନ୍ତା କାଲିଠୁ ରାଜ୍ୟର ସମସ୍ତ ସମ୍ମୁଖ ଯୋଦ୍ଧାଙ୍କ କରୋନା ଟିକା ଦିଆଯିବ। ଏଥିପାଇଁ କଟକ ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ କୋଭିଡ୍ ଟିକା ନେବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ। ଫେବୃଆରୀ ୧୦ ସୁଦ୍ଧା ଟିକା ନେବା ଲାଗି ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଟିକା ନନେଲେ ଦରମା…

ମେ ୩ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ମେ ୩ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏହା ମେ ୧୫ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ମେ ୩ରୁ ୧୨ ତାରିଖ ପର୍ଯ୍ୟନ୍ତ ସଂସ୍କୃତ ମଧ୍ୟମା ପରୀକ୍ଷା ହେବାର ଥିଲାବେଳେ ମେ ୧୫ ପର୍ଯ୍ୟନ୍ତ ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ପରୀକ୍ଷା ଅନୁଷ୍ଠିତ ହେବ। ଏହି ସୂଚନା ଦେଇଛି ବିଦ୍ୟାଳୟ ଓ…

କୋଟିଆ ସମସ୍ୟାର ସମାଧାନ ପାଇଁ ଓଡ଼ିଶାବାସୀ…

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଉପରେ ଅଧିକାର ଜାହିର୍ କରିବା ଆରମ୍ଭ କରିଥିବା ବେଳେ ଦଳ ମତ ନିର୍ବିଶେଷରେ ଆମେ ସମସ୍ତେ ଓଡ଼ିଶାବାସୀ ଏକ୍ ହୋଇ ଏହି ସମସ୍ୟାର ସମାଧାନ ବାହାର କରିବାକୁ ସମୟର ସୁଦୂପଯୋଗ ଜରୁରୀ ଅଟେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।କେନ୍ଦ୍ରମନ୍ତ୍ରୀ…

ଦେଇଛୁ ୧୪୦, ପାଇଛୁ ୧୪: ବିଜେଡ଼ି

ଭୁବନେଶ୍ୱର: ଆଜି କେନ୍ଦ୍ର ସରକାରଙ୍କର ରେଳ ବଜେଟକୁ ନେଇ ବିଜେଡ଼ି ନିଜର ପ୍ରତିକ୍ରିୟା ରଖିଛି। ଏନେଇ ଦଳୀୟ କାର୍ଯ୍ୟାଳୟରେ ଦଳ ପକ୍ଷରୁ ଏକ ପ୍ରେସ୍ ମିଟରେ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଅବିଚାର କରିଥିବା ଅଭିଯୋଗ କରାଯାଇଛି। ଆଜି ବିଜେଡ଼ି ପକ୍ଷରୁ କୁହାଯାଇଛି ଯେ, ଗତ ୭ ବର୍ଷରେ ରାଜ୍ୟ କେନ୍ଦ୍ରକୁ ରେଳ…

ଫେବୃଆରୀ ୭ରେ ବିଜେପି ପକ୍ଷରୁ ଆୟୋଜିତ…

ଭୁବନେଶ୍ୱର: ଗତ ଫେବୃଆରୀ ୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଦ୍ୱିତୀୟ ପାଳିର ତୃତୀୟ ଆର୍ଥୀକ ବଜେଟ ଆସିଛି। ଦେଶର ଚାଷ ଠାରୁ ଆରମ୍ଭ କରି ମହାକାଶ ଗବେଷଣା ପର୍ଯ୍ୟନ୍ତ, ଦେଶର ବିକାଶ ଓ ପ୍ରଗତି ଦିଗରେ ଗୁରୁତ୍ୱ ବହନ କରୁଥିବା ସମସ୍ତ କ୍ଷେତ୍ର ପ୍ରତି…

କାଲିଠାରୁ ରାଜ୍ୟର ସମ୍ମୁଖ ଯୋଦ୍ଧାଙ୍କୁ…

ଭୁବନେଶ୍ବର: ପୋଲିଓ ପାଇଁ ବନ୍ଦ ଥିବା ଟିକାକରଣ ପୁଣି ଆସନ୍ତାକାଲିଠାରୁ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ। ୩ସପ୍ତାହ ଧରି ଏହି ଟିକାକରଣ ଚାଲିବ। ଆଉ ଏହି ସମୟରେ ବାବୁ ନେବେ କରୋନା। ଏଥିପାଇଁ ତାଲିକା ପ୍ରସ୍ତୁତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଡିଜି, ଏସପି, ଜିଲ୍ଲାପାଳ ଓ ବରିଷ୍ଠ ପୋଲିସ ଅଧିକାରୀ ଟିକା ନେବେ।…

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ଅନୁଗୋଳ : ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଅନୁଗୋଳ ଜିଲ୍ଲା ପାଲଲହଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣି ସାଧୁ ଚାତମ୍ବା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ପ୍ରକାଶ ଯେ, ଶୁକ୍ରବାର ଦିନ ସାଧୁ ଏକ ଜମିଜମା ମାମଲାରେ କାଗଜପତ୍ର କାମ ପାଇଁ ୨ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୁଟିଆ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେସନ୍‌ସିଂ ମାଧ୍ୟମରେ କୋରାପୁଟ ଜିଲ୍ଲାର ପଟାଙ୍ଗି ଅଞ୍ଚଳର କୁଟିଆ ପଞ୍ଚାୟତ ପାଇଁ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଲ୍ପର ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରୁ ୧୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ହୋଇଥିବା ବେଳେ ୫ କୋଟି ଟଙ୍କାର…

ଡିଜେଲ ଲୁଟେରା ଗିରଫ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ଥାନା କୁମୁଣ୍ଡା ଗ୍ରାମ ନିକଟରେ ଚାଲିଥିବା ଡିଜେଲ ଚୋରି। ପୁଲିସ ରାକେଟର ପର୍ଦ୍ଦାଫାଶ କରିଛି। ଅଚନାକ ଚଢ଼ାଉ କରି ପୁଲିସ ବିପୁଳ ପରିମାଣର ଡିଜେଲ, ୨ଟି ବୋଲେରୋ, ଦୁଇଟି ବାଇକ୍, ଗୋଟିଏ ସ୍କୁଟି ଜବତ କରିବା ସହିତ ୫ ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଛି। ଏହି ଗ୍ୟାଙ୍ଗ…

ଜେଲ ଗଲା ଅଭିଯୁକ୍ତ ରାକେଶ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଝରାଫୁଲ ନାୟକ ହତ୍ୟା ଘଟଣାରେ ଅଭିଯୁକ୍ତ ରାକେଶକୁ ପଠାଇ ଦିଆଯାଇଛି। ରାକେଶର ରିମାଣ୍ଡ ଅବଧି ସମାପ୍ତ ହେଉଥିବାରୁ ତାକୁ କୋର୍ଟରେ ହାଜର କରାଯାଇଥିଲା । ପ୍ରକାଶ ଯେ, ପୁଲିସ ରାକେଶକୁ ରିମାଣ୍ଡରେ ନେଇ ପଚରାଉଚରା କରୁଥିଲା । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ…