Odisha Link
Bridging the Missing Links in Odisha
Browsing Category

ଧର୍ମ

ଆଜି ପବିତ୍ର ସାବିତ୍ରୀ ବ୍ରତ, ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ସାବିତ୍ରୀ ବ୍ରତ। ନାରୀ ମାନଙ୍କ ପାଇଁ ଏହି ବ୍ରତ ଏକ ଶ୍ରେଷ୍ଠ ଓ ପ୍ରିୟ ବ୍ରତ। ପ୍ରତି ବର୍ଷ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରାଯାଏ। ପୁରାଣ ଅନୁସାରେ ଏହି ଦିନରେ ପ୍ରତ୍ୟେକ ସଧବାନାରୀ ସାବିତ୍ରୀ, ଯମଦେବ ଓ ସତ୍ୟବାନକୁ ପୂଜା କରିଥାନ୍ତି। କିମ୍ବଦନ୍ତୀ…

ଆସନ୍ତାକାଲି ସାବିତ୍ରୀ ଓଷା, ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ପବିତ୍ର ସାବିତ୍ରୀ ବ୍ରତ। ନାରୀ ମାନଙ୍କ ପାଇଁ ଏହି ବ୍ରତ ଏକ ଶ୍ରେଷ୍ଠ ଓ ପ୍ରିୟ ବ୍ରତ। ପ୍ରତି ବର୍ଷ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରାଯାଏ। ପୁରାଣ ଅନୁସାରେ ଏହି ଦିନରେ ପ୍ରତ୍ୟେକ ସଧବାନାରୀ ସାବିତ୍ରୀ, ଯମଦେବ ଓ ସତ୍ୟବାନକୁ ପୂଜା କରିଥାନ୍ତି।…

ଆଜି ଶ୍ରୀଜିଉଙ୍କ ଦର୍ଶନ ୪ଘଣ୍ଟା ବନ୍ଦ

ପୁରୀ: ଆଜି ଆପଣ ଶ୍ରୀମନ୍ଦିର ଯାଇ ଜଗା ଦର୍ଶନ କରିବାକୁ ଯୋଜନା କରିଛନ୍ତି କି ? ତେବେ ତା ପୂର୍ବରୁ ଜାଣି ରଖନ୍ତୁ ଏହି ବଡ଼ ଖବର। କାରଣ ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଯାହାଫଳରେ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ। ସ୍ନାନ ଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।…

ଆସନ୍ତାକାଲି ୪ ଘଣ୍ଟା ବନ୍ଦ ରହିବ ଜଗା…

ଓଏଲ୍‌ ବ୍ୟୁରୋ: ବୁଧବାର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବନକଲାଗି ନୀତି। ଆସନ୍ତାକାଲି ପାଖାପାଖି ୪ଘଣ୍ଟା ଶ୍ରୀବିଗ୍ରହଙ୍କ ଦର୍ଶନ ବନ୍ଦ ରହିବ। ଏହି ସମୟରେ ସାଧାରଣ ଦର୍ଶନ ନିଷେଧ କରାଯାଇଛି। ଚତୁର୍ଦ୍ଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହୁଏ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ…

ଆଜି ବୁଦ୍ଧ ପୂର୍ଣ୍ଣିମା, ଜାଣନ୍ତୁ ଏହାର…

ଓଏଲ୍‌ ବ୍ୟୁରୋ: ବୈଶାଖ ମାସର ପୂର୍ଣ୍ଣମୀ ତିଥିରେ ପାଳିତ ହୁଏ ବୁଦ୍ଧ ଜୟନ୍ତୀ। ବୌଦ୍ଧ ଧର୍ମ ଗ୍ରନ୍ଥର ତଥ୍ୟ ଅନୁଯାୟୀ ଗୌତମ ବୁଦ୍ଧ ଖ୍ରୀଷ୍ଟପୂର୍ବ ୫୬୩ରେ ନେପାଳ ଅନ୍ତର୍ଗତ ଲୁମ୍ବିନିରେ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ତେଣୁ ଏହି ପୂର୍ଣ୍ଣିମାକୁ ବୌଦ୍ଧ ପୂର୍ଣ୍ଣିମା କୁହାଯାଏ। ବୌଦ୍ଧ ଧର୍ମରେ…

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ…

ଓଏଲ୍‌ ବ୍ୟୁରୋ: ଆଜି ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ। ହିନ୍ଦୁ ପରମ୍ପରାରେ ମହାବିଷୁବ ସଂକ୍ରାନ୍ତିକୁ ଓଡ଼ିଆ ନବବର୍ଷ ରୂପରେ ପାଳନ କରାଯାଏ। ଏହି ଦିନ ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ଆଜି ବର୍ଷର ପ୍ରଥମଦିନ ହୋଇଥିବାରୁ ଆଜିର ଦିନକୁ ନବବର୍ଷ ବୋଲି ଧରାଯାଏ। ପାଞ୍ଜି ଗଣନାରେ ବିଷୁବ ସଂକ୍ରାନ୍ତିର…

ଆଜି ପବିତ୍ର ଶ୍ରୀରାମ ନବମୀ, ଆଡ଼ମ୍ବରରେ…

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ଶ୍ରୀରାମ ନବମୀ। ଆଜିର ଦିନରେ ପ୍ରଭୁ ରାମ ଚନ୍ଦ୍ରଙ୍କ ଜନ୍ମତ୍ସୋବ। ଏହି ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ। ଚୈତ୍ର ଶୁକ୍ଳ ନବମୀ ରାମ ନବମୀ ରୂପେ ପରିଚିତ। ତେବେ ପ୍ରଭୁଙ୍କ ଜନ୍ମଦିନକୁ ପ୍ରତିବର୍ଷ ପାଳନ କରାଯାଏ। ସମସ୍ତ ପୀଠର…

ଦୋଳ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କର…

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଯେଉଁଥିପାଇଁ ଗାଁଠୁ ସହର ଉତ୍ସବମୁଖର। ଏଥିସହିତ ପବିତ୍ର ଦୋଳ ପୂର୍ଣ୍ଣମୀ ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ସୁନାବେଶ ବା ରାଜାଧିରାଜ ବେଶ ଅନୁଷ୍ଠିତ ହେଉଛି। ମଙ୍ଗଳ ଆଳତୀ, ମଇଲମ ଓ ତଡପ ଲାଗି ଓ ଅବକାଶ ଆଦି କେତେକ ନୀତି ସମ୍ପନ୍ନ ହୋଇଛି।…

ଅଯୋଧ୍ୟାରେ ପହଞ୍ଚିଲା ଶାଳଗ୍ରାମ;…

ଓଏଲ୍‌ ବ୍ୟୁରୋ : ନେପାଳରୁ ଆସିଛି ଶାଳଗ୍ରାମ। ପ୍ରଭୁ ରାମ ଓ ଦେବୀ ଜାନକୀଙ୍କ ପ୍ରତିମା ନିର୍ମାଣ ହେବା ପାଇଁ ନେପାଳରୁ ଅଣାଯାଇଥିବା ଦୁଇଟି ପ୍ରକାଣ୍ଡ ଦୁର୍ଲଭ ଶିଳାଖଣ୍ଡ ଆଜି ଉତ୍ତର ପ୍ରଦେଶର ଅଯୋଧ୍ୟାରେ ପହଞ୍ଚିଛି। ନେପାଳର କାଳୀ ଗଣ୍ଡକୀ ନଦୀରୁ ଆସିଥିବା ଏହି ବିରାଟକାୟ ଶାଳଗ୍ରାମ ପଥରକୁ ଅଯୋଧ୍ୟାର…

ଆଜି ମକର ସଂକ୍ରାନ୍ତି, କ’ଣ ରହିଛି ବିଶେଷ…

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ମକର ସଂକ୍ରାନ୍ତି। ସାରା ଦେଶରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ୱ ରହିଛି। ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି। ଦେଶର ବିଭିନ୍ନ ରାଜ୍ୟରେ ଏହି ପର୍ବକୁ ଅଲଗା ଅଲଗା ନାମରେ ପାଳନ କରାଯାଏ। ତାମିଲନାଡୁରେ ପୋଙ୍ଗଲ। କର୍ଣ୍ଣାଟକ, ଗୋଆ, ଓଡିଶା, ହରିୟାଣା, ବିହାର,…