Odisha Link
Bridging the Missing Links in Odisha
Browsing Tag

ନୟାଗଡ଼

ପୁରାତନ ଛାତ୍ରଛାତ୍ରୀଙ୍କ ବିରୋଧ ଯୋଗୁ…

ନୟାଗଡ଼: ଚଳିତ ମାସ ୧୦ ତାରିଖରେ ନୟାଗଡ଼ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଥିବାବେଳେ ଏଥିରେ ସ୍ଥାନୀୟ ବିଧାୟକ ଅରୁଣ କୁମାର ସାହୁ ଅତିଥି ଭାବେ ଯୋଗଦେବାର ଥିଲା। ମହାବିଦ୍ୟାଳୟ ତରଫରୁ ଏ ନେଇ ସୂଚନା ମିଳିଥିବା ବେଳେ ସ୍ବୟଂ ଶ୍ରୀ ସାହୁ ମଧ୍ୟ ନିଜ ସାମଜିକ ଗଣମାଧ୍ୟମରେ ଏହା ଜଣାଇଥିଲେ। ତେବେ ପୁରାତନ…

ନୟାଗଡ଼ରେ ଛିଡ଼ୁଛି ବିଜେଡି ଭୋଟ୍: ଦଶପଲ୍ଲା…

ନୟାଗଡ଼: ନିରବଛିନ୍ନ ଭାବେ ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅରୁଣ କୁମାର ସାହୁ ୪ ଥର ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ସଙ୍ଗଠନ ଓ ଦଳର ଭୋଟ୍‌ବ୍ୟାଙ୍କ୍‌କୁ ଏହା ସିଧାସଳଖ ପ୍ରଭାବିତ କରୁଛି। ସଂଗଠନ ଭିତରେ ନେତୃତ୍ବ ପ୍ରତି ଆସ୍ଥା କମୁଥିବା ବେଳେ ଦଳର ଭୋଟ ଭାଗ ମଧ୍ୟ ବେଳକୁ ବେଳ କମିଆସୁଛି। ପଡ଼ୋଶୀ…

ନୟାଗଡ଼: କଳାବଜାରରେ ସାର

ନୟାଗଡ଼: ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ଏଥିପାଇଁ ପାଣ୍ଠିସଂଗ୍ରହ ଲାଗି ରାଜନେତାମାନେ ଅଭିଯାନ ଆରମ୍ଭ କଲେଣି। ନୟାଗଡ଼ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପରେ ବ୍ୟାପକ ପିସି କାରବାର, ବେଆଇନ ଭାବେ ପାହାଡ଼ ଭାଙ୍ଗି ବିକ୍ରି କରିବା ଓ ମିଥ୍ୟା ବିଲ୍‌ ମାଧ୍ୟମରେ ପାଣ୍ଠିଯୋଗାଡ଼ ନେଇ ପୂର୍ବରୁ ଅଭିଯୋଗ ହୋଇ…

BJD: ଦଶପଲ୍ଲା ଓ ଖଣ୍ଡପଡ଼ାରେ ବଢ଼ୁଛି,…

ନୟାଗଡ଼: ନିରବଛିନ୍ନ ଭାବେ ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅରୁଣ କୁମାର ସାହୁ ୪ ଥର ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ସଙ୍ଗଠନ ଓ ଦଳର ଭୋଟବ୍ୟାଙ୍କ୍‌କୁ ଏହା ସିଧାସଳଖ ପ୍ରଭାବିତ କରୁଛି। ସଂଗଠନ ଭିତରେ ନେତୃତ୍ବ ପ୍ରତି ଆସ୍ଥା କମୁଥିବା ବେଳେ ଦଳର ଭୋଟ ଭାଗ ମଧ୍ୟ ବେଳକୁ ବେଳ କମିଆସୁଛି। ପଡ଼ୋଶୀ…

ବାନର ରାଜନୀତି: ବିଜେଡି ଛାଡ଼ୁଛନ୍ତି…

ନୟାଗଡ଼: ସାଧାରଣତଃ ବାନର ଦଳରେ ଦଳପତି ଥାଏ ଜଣେ ପୁରୁଷ ମାଙ୍କଡ଼। ନୂଆ ପୁରୁଷ ମାଙ୍କଡ଼ ଟିକିଏ ବଡ଼ହେବା ପରେ ସେମାନଙ୍କୁ ଦଳରୁ ବିଦା କରିଦିଏ ଦଳପତି। ଦଳ ଭିତରେ ଅନ୍ୟ କୌଣସି ପୁରୁଷ ମାଙ୍କଡ଼ର ଆଧିପତ୍ୟକୁ ସେ ସହ୍ୟ କରିପାରେନା। ନୟାଗଡ଼ ରାଜନୀତିକୁ ବିଗତ ୧୭ ବର୍ଷ ଧରି ସମଦଶା ପଡ଼ିଛି। ଶାସକ ବିଜୁ ଜନତା ଦଳ…

ଅଥଚ ଚାଣକ୍ୟ: କାନ୍ତାରରେ ଚାଷୀ, ରାଜାଙ୍କ…

ନୟାଗଡ଼: ଚନ୍ଦ୍ରଗୁପ୍ତଙ୍କୁ ରାଜା କରି ଚାଣକ୍ୟ ଶାନ୍ତିରେ ନିଶ୍ବାସ ମାରିଲେ। ବର୍ଷେ ପରେ ଦେଶର ଅବସ୍ଥାରେ ଉନ୍ନତି ହୋଇଥିବ ଭାବି ସେ ପହଞ୍ଚିବାବେଳକୁ ଦେଖିଲେ ଚନ୍ଦ୍ରଗୁପ୍ତ ସହର ସାରା ପାର୍କ, ଉଜ୍ଜ୍ବଳ ଆଲୋକ, ପାଣିଫୁଆର, ଚକଚକ ରାସ୍ତା ଆଉ ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ କରି ବେସ୍‌ ସୁନ୍ଦର ଭାବେ…

ଦରବୃଦ୍ଧି ନେଇ ନୟାଗଡ ବ୍ଲକ କଂଗ୍ରେସ…

ନୟାଗଡ: ଦରବୃଦ୍ଧି ନେଇ ନୟାଗଡ ବ୍ଲକ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ। ଅଖିଳ ଭାରତ କଂଗ୍ରେସ କମିଟି ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କ ଆହ୍ୱାନ କ୍ରମେ ପେଟ୍ରୋଲ ଡିଜେଲ ରନ୍ଧନଗ୍ୟାସ, ଖାଇବା ତେଲ ସହ ଅତ୍ୟାବଶ୍ୟଳ ଖାଦ୍ୟସାମଗ୍ରୀ ଉପରେ କେନ୍ଦ୍ର ମୋଦି ସରକାରଙ୍କ ଅହେତୁକ ମୂଲ୍ୟବୃଦ୍ଧି ପାଇଁ ଧାରଣା…

ନୟାଗଡ଼: ପରୀ ମାମଲାରେ ସଅଳ, ଏମାନଙ୍କ…

ନୟାଗଡ଼: ଚଳିତ ବର୍ଷ ଜିଲ୍ଲାରେ ସବୁଠୁ ଚର୍ଚିତ ଅପରାଧ ଭାବେ ପରିଚିତ କୁନିଝିଅ ପରୀ ହତ୍ୟାକାଣ୍ଡକୁ ନେଇ ନୟାଗଡ଼ରୁ ନୂଆଦିଲ୍ଲୀ ଯାଏଁ ଚହଳ ପଡ଼ିଥିଲା। ସରକାର ଏ ନେଇ ସ୍ବତନ୍ତ୍ର ତଦନ୍ତ ଦଳ (SIT) ଗଠନ କରି ମାମଲାର ତ୍ବରିତ ସମାଧାନ କରିଥିଲେ। ମାତ୍ର ଦୁଇ ସପ୍ତାହ ମଧ୍ୟରେ ହତ୍ୟାକାଣ୍ଡର ପଛର କାରଣ ଖୋଜିବା…

ନବୀନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ନୟାଗଡ଼…

ନୟାଗଡ଼: ସ୍ଥାନୀୟ ବିଧାୟକଙ୍କୁ ଧନ୍ୟବାଦ ଦିଆଗଲା, ଅଥଚ ମୁଖ୍ୟମନ୍ତ୍ରୀ ବଞ୍ଚି ଥାଉ ତାଉ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ନୟାଗଡ଼ ବିଜେଡି। ଜିଲ୍ଲାରେ ଜଣେ ବିଜେଡି ନେତ୍ରୀଙ୍କ ଏତାଦୃଶ ତ୍ରୁଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନିକଟରେ ଦଳର ସାଂଗଠନିକ…

ନୟାଗଡ଼ ଡାକ୍ତରଖାନାରେ ICU ଉଦଘାଟନ କଲେ…

ନୟାଗଡ଼: ଜନ ସାଧାରଣଙ୍କ ସେବା ନିମନ୍ତେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬ ଶଯ୍ୟା ବିଶିଷ୍ଟ ଆଇ.ସି.ୟୁ ବ୍ୟବସ୍ଥାର ଶୁଭ ଉଦଘାଟନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ୫.୩୦ ସମୟରେ ଉଦଘାଟନ କରିଛନ୍ତି। ଏଥିସହିତ ଚାନ୍ଦପୁର ବସନ୍ତ ମଞ୍ଜରୀ ଡାକ୍ତରଖାନାରେ ଚାପ ଅବଶୋଷଣ ପ୍ରଣାଳୀରେ…