Odisha Link
Bridging the Missing Links in Odisha
Browsing Tag

Election

ଧାମନଗର ଉପନିର୍ବାଚନ : ପୁଣି ଇଭିଏମ୍‌…

ଓଏଲ୍‌ ବ୍ୟୁରୋ: ଆଜି ନେତା ବାଛୁଛନ୍ତି ଧାମନଗରବାସୀ। ଧାମନଗର ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା। ସକାଳୁ ସକାଳୁ କିଛି ମତଦାନ କେନ୍ଦ୍ରରେ ମଧ୍ୟ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି। କିନ୍ତୁ ଏଭଳି କିଛି ମତଦାନ କେନ୍ଦ୍ର ଅଛି ଯେଉଁଠି ଲାଗି ରହିଛି ଲମ୍ବା ଲାଇନ୍‌…

ଧାମନଗର ଉପନିର୍ବାଚନ: ଭୋଟ ଦେଉଛନ୍ତି…

ଓଏଲ୍‌ ବ୍ୟୁରୋ: ଆଜି ନେତା ବାଛୁଛନ୍ତି ଧାମନଗରବାସୀ। ଧାମନଗର ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା। ସକାଳୁ ସକାଳୁ କିଛି ମତଦାନ କେନ୍ଦ୍ରରେ ମଧ୍ୟ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି। କିନ୍ତୁ ଏଭଳି କିଛି ମତଦାନ କେନ୍ଦ୍ର ଅଛି ଯେଉଁଠି ଲାଗି ରହିଛି ଲମ୍ବା ଲାଇନ୍‌…

ପଞ୍ଚାୟତ ନିର୍ବାଚନ: ସରିଲା ପ୍ରଥମ…

ଓଏଲ୍‌ ବ୍ୟୁରୋ: କରୋନା କାଳରେ ରାଜ୍ୟରେ ଅନୁଷ୍ଠିତ ହୋଇଛି ପଞ୍ଚାୟତ ନିର୍ବାଚନ ୨୦୨୨। କଡ଼ା ସୁରକ୍ଷା ମଧ୍ୟରେ ଶେଷ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ। ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ହୋଇଥିଲା। ଦିନ ୧ଟା ସୁଦ୍ଧା ରାଜ୍ୟରେ ୬୦ ପ୍ରତିଶତ ମତଦାନ ହୋିଛି।…

ନରସିଂହପୁର: ସରପଞ୍ଚ ପ୍ରାର୍ଥୀଙ୍କ ଘରକୁ…

କଟକ: ଆଉ ମାତ୍ର ଦୁଇଦିନ ପରେ ରାଜ୍ୟରେ ତ୍ରିସ୍ତରୀୟ ନିର୍ବାଚନ ଆରମ୍ଭ ହେଉଥିବା ବେଳେ କଟକ ଜିଲ୍ଲା ନରସିଂହପୁର ନିର୍ବାଚନ ମଣ୍ଡଳିରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା। ଗତ ରାତିରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ରବିବାର ରାତିରେ କାଠଖୁଣ୍ଟୁ ପଞ୍ଚାୟତର ସରପଞ୍ଚ…

ମାଓ ପୋଷ୍ଟର ପାଖରୁ ଦୂରେଇ ରୁହ: କୋରାପୁଟ…

କୋରାପୁଟ: ମାଓ ପୋଷ୍ଟର ଦେଖିଲେ ଏହା ପାଖକୁ ନଯିବା ଲାଗି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି କୋରାପୁଟ ଜିଲ୍ଲା ପୁଲିସ ଅଧୀକ୍ଷକ ବରୁଣ ଗୁଣ୍ଠାପଲ୍ଲୀ। ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ମାଓବାଦୀ ଅଧିକ ସକ୍ରିୟ ହୋଇଥିବା ନେଇ ଗୁଇନ୍ଦା ସୂଚନା ପାଇବା ପରେ ଏଭଳି ପରାମର୍ଶ ଦେଇଛନ୍ତି ଏସ୍‌ପି।…

କଂଗ୍ରେସମୁକ୍ତ ହେଉଛି କି ଭାରତ?

ଶୁଭ୍ରାଂଶୁ ପଣ୍ଡା ପଶ୍ଚିମବଙ୍ଗରେ ବିଜେପିର ବଙ୍ଗଦଖଲ ସ୍ବପ୍ନକୁ ଧୂଳିସାତ କରି ତୃଣମୂଳ କଂଗ୍ରେସ୍‌ ଏଥର ବହୁମତ ପାଇଥିବାରୁ ରାହୁଳ ଗାନ୍ଧୀ ମମତା ବାନାର୍ଜୀଙ୍କୁ ବଧେଇ ଦେଇଛନ୍ତି। ତେବେ ନିଜ ଦଳ କଂଗ୍ରେସର ଶୋଚନୀୟ ପରାଜୟ ନେଇ ଶ୍ରୀ ଗାନ୍ଧୀଙ୍କର ସାମାନ୍ୟ ଅନୁଶୋଚନା ନାହିଁ। ଶତ୍ରୁର ପରାଜୟକୁ ନିଜର…

ପଶ୍ଚିମବଙ୍ଗରେ ପୁଣି ମମତା

କୋଲକାତା: କାମ ଦେଲାନି କୋବ୍ରା ବିଷ। ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଇ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଦଳକୁ ରାଜ୍ୟରେ ବିଜୟୀ କରିବାର ଯେଉଁ ବିଷାକ୍ତ ବୟାନ ଦେଇଥିଲେ ତାହା ଫିକା ପଡ଼ିଛି। ୨୯୪ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ପାଇଁ ଆଜି ଭୋଟ ଗଣତି ଆଗେଇ ଚାଲିଥିବା ବେଳେ ମମତା…

ଲକ୍‌ଡାଉନ୍‌ରେ ହେବ ପିପିଲି ଉପନିର୍ବାଚନ

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ କରୋନା ସ୍ଥିତି। ଦୈନିକ ହଜାର ହଜାର ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଦୈନିକ ୮ରୁ ଉର୍ଦ୍ଧ୍ବ ଲୋକଙ୍କର ଜୀବନ ଚାଲି ଯାଉଛି। ଏସବୁକୁ ନଜରରେ ରଖି ରାଜ୍ୟ ସରକାର କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ରାଜ୍ୟରେ ୧୪ ଦିନିଆ ଲକ୍‌ଡାଉନ୍‌ ଘୋଷଣା…

ପିପିଲି ପାଇଁ ସାନି ବିଜ୍ଞପ୍ତି ପ୍ରକାଶ,…

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ। ଆସନ୍ତା ମେ ୧୩ ତାରିଖରେ ହେବ ପିପିଲି ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ। ଏଥିପାଇଁ ଏପ୍ରିଲ ୨୬ ତାରିଖ ନାମାଙ୍କନ ଭରିବାର ଶେଷ ତାରିଖ। ଏପ୍ରିଲ ୨୭ରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୨୯ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ତାରିଖ…

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, ୪ ମୃତ

ନୂଆଦିଲ୍ଲୀ: ଆଜି ପଶ୍ଚିମବଙ୍ଗ ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ହିଂସାକାଣ୍ଡ ଘଟିଛି। ଏଥିରେ ମୋଟ ୪ ଜଣଙ୍କ ମୃତ୍ୟୁ ଘଟିଛି। କୁଚବେହାର ଜିଲ୍ଲା ମତଭଙ୍ଗରେ ମତଦାନ ବେଳେ ଗୁଳିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଏକାଧିକ ପ୍ରାର୍ଥୀଙ୍କ ଗାଡ଼ି ଉପରକୁ ଆକ୍ରମଣ ମଧ୍ୟ କରାଯାଇଛି। ସବୁଠୁ ବଡ଼ କଥା…