Odisha Link
Bridging the Missing Links in Odisha
Browsing Tag

Jail

ଡିଜିଟାଲାଇଜେସନ୍ ହେବ ଜେଲ୍

ଭୁବନେଶ୍ୱର: ଡିଜିଟାଲ ହେବ ରାଜ୍ୟର ଜେଲ୍ ବିଭାଗ। ଅଗ୍ନିଶମ ବିଭାଗ ପରେ ଏବେ ଜେଲ୍ ବିଭାଗ ମଧ୍ୟ ଡିଜିଟାଲାଇଜେସନ୍‌ ହେବ। ଜେଲ କାର୍ଯ୍ୟରେ ଟେକ୍ନୋଲୋଜି ବ୍ୟବହାରକୁ ନେଇ ଜେଲ ଡିଜି ଗୁରୁତ୍ୱ ଦେଇଛନ୍ତି। ଏଣିକି ୱେବସାଇଟ ଜରିଆରେ କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେବ। ୱେବସାଇଟରେ…

୨୬/ ୧୧ ମୁମ୍ବାଇ ଆକ୍ରମଣର…

ନୂଆଦିଲ୍ଲୀ: ୨୬/ ୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡକୁ ୧୫ ବର୍ଷ ଜେଲଦଣ୍ଡ। ଆତଙ୍କବାଦୀ ଜକିଉର ରେହମାନ ଲଖଭିକୁ ମିଳିଛି ଏହି ଦଣ୍ଡାଦେଶ। ଟେରର ଫଣ୍ଡିଂ ମାମଲାରେ ଜକିଉରକୁ ଆଜି ପାକିସ୍ତାନ ଲାହୋରର ଆତଙ୍କବାଦୀ ନିରୋଧୀ କୋର୍ଟ ୧୫ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଆତଙ୍କବାଦୀ ଜକିଉର ରେହମାନ…

ଜେଲରେ ଓକିଲଙ୍କ ସହ ଭେଟିପାରିବେ ପ୍ରଦୀପ

ଭୁବନେଶ୍ୱର: ଠକେଇ ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମାମଲାରେ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରିଟ୍ ଆବେଦନର ବିଚାର କରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ନିର୍ଦ୍ଦେଶ ଅନୁସାରେ, ଜେଲରେ ଓକିଲଙ୍କ ସହ ପ୍ରଦୀପଙ୍କୁ ଆଲୋଚନାର ସୁଯୋଗ ମିଳିବ। ଏନେଇ…

ଝାରପଡ଼ା ଜେଲରେ ବିଚାରାଧିନ କଏଦୀଙ୍କ…

ଭୁବନେଶ୍ବର: ଝାରପଡ଼ା ଜେଲରେ ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ କମଳାକାନ୍ତ ଦାସ। ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ । ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ଖାରବେଳ ନଗର ପୁଲିସ ଗିରଫ କରିଥିଲା। ମୃତକଙ୍କ ପୁଅ କୌଶିକ ଦାସ କହିଛନ୍ତି ଯେ, ତାଙ୍କ ବାପାଙ୍କର…

ସରିଲା ରିମାଣ୍ଡ ଅବଧି, ଜେଲ୍ ଗଲେ ଆକାଶ

ଭୁବନେଶ୍ୱର: ସ୍କାଏକିଙ୍ଗର ୬୫ ଲକ୍ଷ ଠକେଇ ମାମଲାରେ ଜେଲ୍ ଗଲେ ଆକାଶ ପାଠକ। ଆଜି କୋର୍ଟରେ ହାଜର ପରେ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି। ୪ ଦିନିଆ ରିମାଣ୍ଡ ଶେଷ ପରେ ଜୁନିଅର ପାଠକଙ୍କୁ ଭୁବନେଶ୍ୱରର ଏସଡିଜିଏମ୍ କୋର୍ଟରେ ହାଜର କରାଯାଇଥିଲା। ଆକାଶ ନିଜକୁ ଟାଟା ମୋଟର୍ସର ଏମଡି ପରିଚୟ ଦେଇ…

୫ ଦିନିଆ ରିମାଣ୍ଡ ଶେଷ, ପୁଣି ଜେଲ ଗଲେ…

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଆକାଶ ପାଠକ ପୁଣି ଜେଲ ଯାଇଛନ୍ତି। ଆକାଶ ଗିରଫ ହେବା ପରେ ତାଙ୍କୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ। ଏହାରି ମଧ୍ୟରେ ଆଜି ରିମାଣ୍ଡ ଅବଧି ଶେଷ ହୋଇଛି। ଫଳରେ ଆଜି କୋର୍ଟରେ ହାଜର ହୋଇଥିଲେ ଆକାଶ।…

ଜେଲ୍ ଯାଇପାରନ୍ତି ଡୋନାଲ୍ଡ ଟ୍ରମ୍ପ୍ !…

ନୂଆଦିଲ୍ଲୀ: ବିପୁଳ ସମର୍ଥନ ପାଇ ଜୋ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ହୋଇଛନ୍ତି। ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି। ରାଷ୍ଟ୍ରପତି ପଦରୁ ହଟିବା କ୍ଷଣି ଟ୍ରମ୍ପ୍‌ଙ୍କୁ ଜେଲ ଯିବାକୁ ପଡିପାରେ। ସୂଚନା ମୁତାବକ, ଟ୍ରମ୍ପ୍ ରାଷ୍ଟ୍ରପତି ପଦରେ ରହି…

ଜେଲ ଗଲେ ଅର୍ଣ୍ଣବ

ମୁମ୍ବାଇ: ଜେଲ ଗଲେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ। ଆଜି ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇର ତଲୋଜା ଜେଲକୁ ପଠାଇ ଦିଆଯାଇଛି। ନ୍ୟାୟିକ ହେପାଜତରେ ଥିବା ବେଳେ ମୋବାଇଲ ଫୋନ ବ୍ୟବହାର କରିବା ଅଭିଯୋଗ ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଏହା ପୂର୍ବରୁ ଅର୍ଣ୍ଣବଙ୍କୁ ଆଲିବାଗ…

ଆଜି ଶୁଣାଣି, ରିୟାଙ୍କୁ ମିଳିବ କି ବେଲ୍?

ମୁମ୍ବାଇ: ରିୟା ଜେଲରେ ରହିବେ ନା ବେଲ ମିଳିବ ଏନେଇ ଚର୍ଚ୍ଚା ଜୋର ଧରିଛି। ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ନେଇ ଗିରଫ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ରିଆ ଓ ତାଙ୍କ ଭାଇ ସୌଭିକଙ୍କ ଜାମିନ ଶୁଣାଣି…

ଦୁଇ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍

ରାଇରଙ୍ଗପୁର: ଟ୍ରିପଲ ମର୍ଡର ମାମଲାରେ ଦୁଇ ଦୋଷୀଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ମିଳିଛି। ୨୦୧୭ ମସିହାରେ ଡାହାଣି ସନ୍ଦେହରେ ମାଆ ଓ ଦୁଇ ନାବାଳକ ପୁଅଙ୍କୁ ହତ୍ୟା କରାଯାଇଥିଲା ବାଦାମପାହାଡ଼ ଥାନା ଶିପାବନ୍ଧ ଗାଁରେ ନୃଶଂସ ଭାବେ ହତ୍ୟା କରାଯାଇଥିଲା। ଘଟଣାରେ ଦୁଇ ପଡୋଶୀଙ୍କୁ ଆଜୀବନ କାରାଦଣ୍ଡାଦେଶ କଲେ…