Odisha Link
Bridging the Missing Links in Odisha
Daily Archives

September 28, 2019

ଅମିତାଭଙ୍କ ସହ ଧମାଲ କରିବେ ଚିରଞ୍ଜୀବ

ନୂଆଦିଲ୍ଲୀ :ପ୍ରଥମ ଥର ପାଇଁ ଦୁଇଟି ମହାନ କଳାକାରଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ । ଚିରଞ୍ଜୀବ ତେଲଗୁ ସିନେମା ଇଣ୍ଡଷ୍ଟ୍ରି ସୁପରଷ୍ଟାର ହୋଇଥିବା ସମୟରେ ଅମିତାଭ ବଚ୍ଚନ ବଲିଉଡର ଅମିତାଭ ବଚ୍ଚନ ଅଟନ୍ତି । ଦୁଇ ମହାନାୟକଙ୍କୁ ଆଗାମୀ ସିନେମା ସଈ ରା ନରସିମହା ରେଡୀ ରେ ନଜର ଆସୁଛନ୍ତି । ଏହାର…

‘ବାଗି-୩’ରେ ନଜର ଆସିବେ…

ମୁମ୍ବଇ:ଅହମଦ ଖାଁ ଙ୍କ ନିର୍ଦ୍ଦେଶିତ ‘ବାଗି’ ସିନେମାର ଦୁଇଟି ଯାକ ଭାଗ ସୁପରହିଟ୍ ହୋଇଥିଲା । ବର୍ତ୍ତମାନ ଏହାର ତୃତୀୟ ଭାଗ ରିଲିଜ ହେବ। ଏହି ସିନେମାର ମୁଖ୍ୟ ଭୂମିକାରେ ଟାଇଗର୍ ଶ୍ରଫ୍ ଓ ଶ୍ରଦ୍ଧା କପୁର ଙ୍କ ସହ ରିତେଶ ଦେଶମୁଖ୍ ମଧ୍ୟ ନଜର ଆସିବେ।‘ବାଗି’୨ରେ ଟାଇଗର୍ ଶ୍ରଫ୍ ଙ୍କ ସହ ଦିଶା ପଟାନି…

ଫେରିଗଲେ ରାଷ୍ଟ୍ରପତି

ଭୁବନେଶ୍ବର:  ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବ୍ରହ୍ମପୁର ଉପକଣ୍ଠ ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜରେ ସ୍ବତନ୍ତ୍ର ‘କଲର୍ସ ସମ୍ମାନ’ ଉତ୍ସବରେ ରାଷ୍ଟ୍ରପତି ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଅଭିଭାଷଣରେ ରାଷ୍ଟ୍ରପତି ରାଷ୍ଟ୍ରର…

୧୮ବର୍ଷ ସାନ ଅଭିନେତ୍ରୀଙ୍କ ସହ ଲିଭ୍‌…

ମୁମ୍ବାଇ : ବଲିଉଡର ଖଳନାୟକ ଭାବରେ ପରିଚିତ ରାହୁଲ ଦେବ୍‌ । ସିନେମାରେ ତାଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରୁଥିବା ବେଳେ ବିଭିନ୍ନ ସିନେମା ଇଣ୍ଡଷ୍ଟ୍ରିରେ ସେ କାମ କରି ଆସିଛନ୍ତି । ସେ ପ୍ରଥମେ ମଡେଲିଂ କରୁଥିଲେ ତାପରେ ଅଭିନୟ ଜଗତ କୁ ପାଦଦେଇଥିଲେ । ସେ ବଲିଉଡ୍‌କୁ ସିନେମା 'ଚାମ୍ପିୟନ' ଜରିଆରେ…

ଜୁନାଗଡ଼ ଲଜ୍ଜା: ଡ୍ରାଇଭର ଲଳିନ୍ଦ୍ର ଗିରଫ

ଜନୁାଗଡ଼: କଳାହାଣ୍ଡି ଜିଲା ଜୁନାଗଡ଼ରେ ହୋଇଥିବା ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲାର ପ୍ରମୁଖ ଅଭିଯୁକ୍ତ ଡ୍ରାଇଭର ଲଳିନ୍ଦ୍ର ଶବରକୁ ଜୁନଗଡ଼ ପୁଲିସ ଶନିବାର ଗିରଫ କରିଛି। ପିଡ଼ିତାଙ୍କ ସାନି ବୟାନ ଆଧରରେ ଡ୍ରାଇଭରକୁ ଗିରଫ କରାଯାଇଛି। ପୁଲିସ ଗିରଫ ଲଳିନ୍ଦ୍ରକୁ ଜେଏମଏଫସି କୋର୍ଟ ଚାଲଣ କରିଛି।…

ପ୍ଲାଷ୍ଟିକ୍‌ ମୁକ୍ତ ଅଭିଯାନ: ଅକ୍ଟୋବର…

ପୁରୀ: ପୁରୀ ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହି ଅଭିଯାନକୁ ଆସନ୍ତା ଅକ୍ଟୋରବ ୨ ତାରିଖରୁ ଆହୁରି ଜୋରଦାର କରାଯିବ। ଏ ସଂକ୍ରାନ୍ତରେ ଏକ ବୈଠକ ଜିଲାପାଳ ବଲଓ୍ବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୨ ତାରିଖରେ ବଡ଼ଦାଣ୍ଡରେ ଏକ ବିଶାଳ…

ବ୍ୟାଣ୍ଡ ବାନ୍ଧିବେ ଆରଟିଓ କର୍ମଚାରୀ

ଭୁବନେଶ୍ବର: ବିଭାଗୀୟ ନିର୍ଦ୍ଦେଶ ଅନୁସାରେ ଦଲାଲଙ୍କ ପ୍ରବେଶ ଉପରେ ଅଙ୍କୁଶ ଲଗାଇବା ପାଇଁ ପ୍ରତ୍ୟେକ ଆରଟିଓ ଏବଂ ଅନ୍ୟ କେନ୍ଦ୍ର ବାହାରେ ସୂଚନା ଫଳକ ଲାଗିବ। ସେହିପରି କୌଣସି କାମ ପାଇଁ ସିଧାସଳଖ ସମ୍ପୃକ୍ତ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ଆଉ ଏକ ସୂଚନା ଫଳକ ଜରିଆରେ ଲୋକଙ୍କୁ ସଚେତନ କରାଯିବ।…

ଆଇଏନଏକ୍ସ ମିଡିଆ ଦୁର୍ନୀତିରେ ଓଡ଼ିଆ…

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଆଗକୁ ଗିରଫ ହୋଇଥିବା କଂଗ୍ରେସ ନେତା ପି. ଚିଦାମ୍ୱରମଙ୍କ ଅଡ଼ୁଆ ବଢ଼ିପାରେ। କାରଣ ଏହି ମାମଲାରେ ପୂର୍ବତନ ନୀତି ଆୟୋଗ ସିଇଓ ସିନ୍ଧୁଶ୍ରୀ ଖୁଲ୍ଲରଙ୍କ ବିରୋଧରେ ତଦନ୍ତ ପାଇଁ ସିବିଆଇକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆଇଏନଏକ୍ସ…

ଭୁଲ୍-ଭୁଲୈୟା-୨ରେ କାର୍ତ୍ତିକ ଓ କିଆରା

ଭୁବନେଶ୍ବର: ବଲିଉଡ ନିର୍ଦ୍ଦେଶକ ଅନେଶ ବାଜମେଙ୍କ ସିନେମା ‘ଭୁଲ୍-ଭୁଲୈୟା-୨’ସିନେମା ପ୍ରସ୍ତୁତ ହେବାକୁ ଯାଉଛି । ୨୦୦୭ ମସିହାରେ ‘ଭୁଲ୍-ଭୁଲୈୟା’ ସିନେମାଟି ରିଲିଜ ହୋଇଥିଲା ’ ,ଏଥିରେ ଅକ୍ଷୟ କୁମାର ଓ ବିଦ୍ୟାୱାଲନ ଲିଡ୍ ଚରିତ୍ରରେ ଅଭିନୟ କରିଥିଲା । ସିନେମାଟି ଦର୍ଶକଙ୍କ ମନକୁ ବେଶ୍ ପସନ୍ଦ ଆସିଥିଲା…

ସର୍ପାଘାତରେ ଚାଲିଗଲା ଜଣଙ୍କର ଜୀବନ

ଯାଜପୁର: ଯାଜପୁର ଜିଲ୍ଲା କୋଟବସନ୍ତପୁର ଗ୍ରାମରେ ଆଜି ସାପ ସାପ କାମୁଡାରେ ଜଣଙ୍କର ମୃତ୍ୟୁ ହେଇଛି। ମୃତକଙ୍କ ନାମ ଗଣେଷ ଚନ୍ଦ୍ର ସାହୁ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ଗଣେଷ ଆଜି ସକାଳ ୭ଟାରେ ମହାଳୟା ପୂଜା ନିମିତ୍ତ କଦଳୀପତ୍ର କାଟିବା ପାଇଁ ପାଳକୁ ଯାଇଥିଲେ। କଦଳୀପତ୍ର କାଟୁଥିବା…