Odisha Link
Bridging the Missing Links in Odisha
Yearly Archives

2019

ନାରାୟଣ, ସୂର୍ଯ୍ୟ ଓ ଡିଲେଶ୍ବର ପାଇବେ…

ଭୁବନେଶ୍ୱର: ତପସ୍ୟା ଫାଉଣ୍ଡେସନ ପକ୍ଷରୁ ୨୦୧୯ ମସିହା ପାଇଁ ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ନାରାୟଣ ଚନ୍ଦ୍ର ରାୟ ମହାପାତ୍ରଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୧୯’, ଓଡ଼ିଆ ଚଳଚ୍ଚିତ୍ର ସାମ୍ବାଦିକ, ସମୀକ୍ଷକ ଓ ଗାଳ୍ପିକ ସୂର୍ଯ୍ୟ ଦେଓଙ୍କୁ ‘ତପସ୍ୟା…

କଳାହାଣ୍ଡି ଉତ୍ସବ ‘ଘୁମୁରା-୨୦୨୦’: ୧୬ରେ…

କଳାହାଣ୍ଡି: କଳାହାଣ୍ଡି ଉତ୍ସବ ‘ଘୁମୁରା-୨୦୨୦’ ଅବସରରେ ଆଗାମୀ ଜାନୁଆରି ୧୬ ତାରିଖ ଦିନ ଆୟୋଜିତ ହେବ ଜିଲ୍ଳା ସ୍ତରୀୟ କବି ସମ୍ମିଳନୀ। ଏଥିପାଇଁ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ କବି ସମ୍ମିଳନୀ ଉପସମିତି ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ଉପସମିତିର ଆବାହକ ସତ୍ୟନାରାୟଣ ମୁଣ୍ଡଛିନାଙ୍କ…

ଦେବଗିରି ସାଂସ୍କୃତିକ ଅନୁଷ୍ଠାନର…

କଳାହାଣ୍ଡି: ଆଧୁନିକ ନାଟ୍ୟଧାରା ତଥା ନାଟକର ବିଭିନ୍ନ ଦିଗକୁ ନେଇ ଏକ ଅନୌପଚାରିକ ଚର୍ଚ୍ଚା କାର୍ଯ୍ୟକ୍ରମ ଆୟୋଜନ କରିଛି ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ। ଭବାନୀପାଟଣା ସହର ଉପକଣ୍ଠସ୍ଥ ଯଶପାଲ ଫାର୍ମ୍ ହାଉସ୍ ପରିସରରେ ଅନୁଷ୍ଠାନର ଯୁଗ୍ମ-ସଂପାଦକ ସୁଧୀର କୁମାର…

ସମବାୟ ସମୀକ୍ଷା ନିର୍ଦ୍ଦେଶାଳୟ ଅଚାନକ…

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟରେ ଖୋଲା ଯାଇଥିବା କଲ୍‌ସେଣ୍ଟର ସେଲ୍‌କୁ ଅଧିକ କ୍ରିୟାଶୀଳ ଓ ଦକ୍ଷ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜନ ସାଧାରଣଙ୍କ ଅଭିଯୋଗ ଗ୍ରହଣ କରିବା ପାଇଁ ବିଭାଗ ପକ୍ଷରୁ…

ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ…

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ସ୍ଥାନୀୟ ଜନତା ମଇଦାନଠାରେ ଡିସେମ୍ବର ୧୫ ତାରିଖଠାରୁ ଆରମ୍ଭ ହୋଇଥିବା ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଯାପିତ ହୋଇଯାଇଛି । ଆଜିର ଉଦ୍‌ଯାପନୀ ଉତ୍ସବରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା…

ବିଭାଗୀୟ ସ୍ଥାୟୀ କମିଟି ୩ଙ୍କର ଦଶମ ବୈଠକ

ଭୁବନେଶ୍ୱର : ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ଙ୍କର ଦଶମ ବୈଠକ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୫ରେ ଅନୁଷ୍ଠିତ ଏହି ବୈଠକରେ ପ୍ରାରମ୍ଭିକ ଆଲୋଚନା ସହ ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର…

ପ୍ରତିଭାସଙ୍ଗମର ଉଦଘାଟନ ଉତ୍ସବ

ଭୁବନେଶ୍ୱର :  ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସାଂସ୍କୃତିକ ଗତିବିଧି, ରାଷ୍ଟ୍ରୀୟ କଳା ମଂଚ ଓଡିଶା ପକ୍ଷରୁ ଭାରତୀୟ ସଂସ୍କୃତି ଓ ପରମ୍ପରାର ଅନନ୍ୟ କାର୍ଯ୍ୟକ୍ରମ ପ୍ରତିଭା ସଙ୍ଗମର ଜାତୀୟ ସ୍ତରୀୟ ପ୍ରତିଯୋଗିତା ଭୁବନେଶ୍ୱର ସ୍ଥିତ ନୀଳାଦ୍ରୀ ବିହାର ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ …

ଭାରତୀୟ କଳା ସଂସ୍କୃତି ବିଭିନ୍ନତା…

ଭୁବନେଶ୍ବର : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସାଂସ୍କୃତିକ ଗତିବିଧି, ରାଷ୍ଟ୍ରୀୟ କଳା ମଂଚ ଓଡିଶା ପକ୍ଷରୁ ଭାରତୀୟ ସଂସ୍କୃତି ଓ ପରମ୍ପରାର ଅନନ୍ୟ କାର୍ଯ୍ୟକ୍ରମ ପ୍ରତିଭା ସଙ୍ଗମର ଦ୍ୱିତୀୟ ଦିନରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ନୃତ୍ୟ, ସଙ୍ଗୀତ ଆଦି ବିଷୟରେ ପ୍ରତିଯୋଗିତା…

ଆଧାର କାର୍ଡ: ୧୨୫ କୋଟି ନାଗରିକଙ୍କ…

ନୂଆଦିଲ୍ଲୀ: ଆଧାର କାର୍ଡ ପରିଚୟ ପତ୍ର ଦେଶର ୧୨୫ କୋଟିରୁ ଅଧିକ ଲୋକଙ୍କ ପାଖରେ ରହିଛି। ଆଜି ଏହା କହିଛି ୟୁନିକ୍ ଆଇଡେଣ୍ଟିଫିକେସନ ଅଥରଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ)। ଏହି ସମସ୍ତ ଆଧାର କାର୍ଡ ୨୦୦୯ ପାଖରୁ ଏଯାବତ ଦିଆଯାଇଛି ବୋଲି ସୂଚନା ଦେଇଛି ୟୁଆଇଡିଏଆଇ। ବିଗତ କିଛି ବର୍ଷ ହେବ ଆଧାର କାର୍ଡକୁ…

ମାର୍ଚ୍ଚ ୩ରୁ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ବର: ବାଜିଲା ଯୁକ୍ତ ୨ ପରୀକ୍ଷା ବିଗୁଲ। ଆସନ୍ତା ମାର୍ଚ୍ଚ ୩ରୁ ଆରମ୍ଭ ହେବ ଯୁକ୍ତ ୨ ଥିଓରି ପରୀକ୍ଷା। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି। ମିଳିଥିବା ସୂଚନା ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ୨ ବାର୍ଷିକ ପରୀକ୍ଷା ଦେବେ। ଆଜି ଭୁବନେଶ୍ବରରେ…