Odisha Link
Bridging the Missing Links in Odisha

ଅପରାଜିତା: ଆଗପଟୁ ଜଗନ୍ନାଥ, ପଛପଟୁ…

ଏଭଳି ଶୀର୍ଷକ ପାଇଁ ପ୍ରଥମରୁ କ୍ଷମା ମାଗି ନେଉଛି। ପ୍ରସଙ୍ଗଟି ଗୁରୁତ୍ବପୂର୍ଣ୍ଣ ନିଶ୍ଚୟ। ଆମେ ସମସ୍ତେ ଉଣାଅଧିକେ ନିଜର ପ୍ରଶଂସା ଶୁଣିବାକୁ ଭଲପାଉ, ଏଥିରେ କୌଣସି ଅସୁବିଧା ନାହିଁ। ତେବେ ପ୍ରଶଂସା କ୍ରମଶଃ ସ୍ତୁତିଗାନର ରୂପନେଇ ମଣିଷକୁ ଈଶ୍ବରଙ୍କ ସମାସ୍କନ୍ଦ କରି ଦେଖାଇବାର ଉପକ୍ରମ ଧୃଷ୍ଟତା…

ବିଜେପିକୁ ପର କରିଦେଲେ ଲେଖାଶ୍ରୀ!

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପୂର୍ବରୁ ଅଧ୍ୟାପିକା ଥିଲେ। ସେହି ଦୃଷ୍ଟିରୁ ସେ ଜଣେ ସ୍ଥିତପ୍ରଜ୍ଞ ଓ ବିଚାରବନ୍ତ ମହିଳା ହୋଇଥିବେ ବୋଲି ଏ ଲେଖକର ଧାରଣା ଥିଲା, ଯାହା କ୍ରମଶଃ ଭ୍ରମ ଭଳି ମନେହେଉଛି। ଅନେକ ସମୟରେ ନିଜର ଅଦୂରଦର୍ଶୀ ଓ ହାସ୍ୟାସ୍ପଦ ମନ୍ତବ୍ୟ ପାଇଁ ସେ ଉପହସିତ ଓ ନିନ୍ଦିତ…

ମାର୍କ ଜାଲିଆତି ପାଇଁ ବାପାଙ୍କ…

ଭୁବନେଶ୍ବର: ତିର୍ତ୍ତୋଲ ବିଧାନସଭା କ୍ଷେତ୍ର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଆଜି ବିଜୟ ଶଙ୍କର ଦାସଙ୍କ ନାମ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ୨୮ ବର୍ଷୀୟ ବିଜୟ ହେଉଛନ୍ତି ଦିବଂଗତ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ। ତେବେ ଅନେକେ ହୁଏତ…

କୋଭିଡ୍‌ ଅପରାଧୀ: ସାଂସଦଙ୍କ…

ଭୁବନେଶ୍ବର: କୋଭିଡ୍‌ ନିୟମ ଅମାନ୍ୟ କରିବା ଅଭିଯୋଗରେ ସାଧାରଣ ଜନତାଙ୍କ ଉପରେ ପୁଲିସ ପ୍ରଶାସନ ଦାଉ ସାଧୁଥିବା ବେଳେ ରାଜନେତାଙ୍କ ବେଳକୁ ଲାଙ୍ଗୁଡ଼ ଜାକି ଶୋଇବାର ଯଥେଷ୍ଟ ପ୍ରମାଣ ରହିଛି। ରାଜଧାନୀର ଗଳି କନ୍ଦିରେ ସଂଧ୍ୟା ସମୟରେ ଲୁଚିଛପି ପୁଲିସ ତଥାକଥିତ ଅମାନିଆ ଜନତାଙ୍କ ଉପରକୁ ହଠାତ୍‌ ଝାମ୍ପି ପଡ଼ି…

ଗୌରହରି ଦାସଙ୍କୁ ୬୦ ପୂରିଲା, ତାଙ୍କ…

ବରିଷ୍ଠ କଥାଶିଳ୍ପୀ, ସ୍ତମ୍ଭକାର, ସାମ୍ବାଦିକ ଓ ସୁବକ୍ତା ଡ. ଗୌରହରି ଦାସ ଆଜି ୬୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୦ ମସିହା ଆଜିର ତାରିଖରେ ଭଦ୍ରକର ଏକ ଅଖ୍ୟାତ ପଲ୍ଲୀରେ ଜନ୍ମଗ୍ରହଣ କରିିଥିବା ଶ୍ରୀ ଦାସ ଆଜି କେବଳ ଓଡ଼ିଶାରେ ନୁହେଁ, ବରଂ ଭାରତୀୟ ସାହିତ୍ୟ ଜଗତରେ ବେଶ୍‌ ପରିଚିତି ପାଇଛନ୍ତି। ତେବେ…

ଧର୍ଷଣ ମହାମାରୀ: ପୀଡ଼ିତାର ଜାତି-ଧର୍ମ ଓ…

ଉତ୍ତରପ୍ରଦେଶର ହାଥରସରେ ଗୋଟିଏ ୧୯ ବର୍ଷର ନିରୀହ ବାଳିକାକୁ ଅତି ବିଭତ୍ସ ଭାବେ ଗଣଦୁଷ୍କର୍ମ କରିବା ପରେ ଅପରାଧୀମାନେ ତାଙ୍କର ମେରୁହାଡ଼ ଭାଙ୍ଗିଦେବା ଓ ଜିଭ କାଟିଦେବା ଭଳି ଅଭିଯୋଗ ଆସିଛି। ବିଚାରୀ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ଜୀବନ ସହ ଜୁଝିବାରେ ବିଫଳ ହୋଇଛି। ୨୦୧୨ରେ ଦିଲ୍ଲୀରେ ଏମିତି ଏକ…

ସରକାର ନିରବ, ଗଣମାଧ୍ୟମ ଗୁରୁତ୍ବ…

ଦୁଇ ବର୍ଷ ତଳେ ଆମେ ଦେଶବ୍ୟାପୀ ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜନ୍ମ ବର୍ଷକୁ ଧୁମଧାମରେ ପାଳନ କରିଥିଲେ। ଅଥଚ ସେହି ମହାତ୍ମା ଗାନ୍ଧିଙ୍କ ଦ୍ବାରା ଆହୁତ 'ଅସହଯୋଗ ଆନ୍ଦୋଳନ'ର ୧୦୦ ବର୍ଷ ପୂର୍ତ୍ତିକୁ ଆମ ସରକାର ଆଉ ଗଣମାଧ୍ୟମ ଭୁଲିଗଲେ ଅଥବା ଅଣଦେଖା କରିଦେଲେ। ସବୁଠୁ ବଡ଼ ପରିତାପର ବିଷୟ କଂଗ୍ରେସ ଦଳ,…

ବିଜେଡିର ଏଣ୍ଡୁ୍ଅ ଅବତାର: କୃଷି ବିଲ୍‌କୁ…

ଭୁବନେଶ୍ବର: କୃଷି ବିଲ୍‌ ବାବଦରେ ପୁଣି ରଙ୍ଗ ବଦଳାଇଛି ବିଜୁ ଜନତା ଦଳ (ବିଜେଡି)। କେନ୍ଦ୍ର ସରକାରଙ୍କ ଦ୍ବାରା ଆହୁତ ଏହି ବିଲ୍‌କୁ ବିଜେଡି ପୂର୍ବରୁ ଲୋକସଭାରେ ପୂର୍ଣ୍ଣ ସମର୍ଥନ ଦେଇଥିବା ବେଳେ ଆଜି ରାଜ୍ୟସଭାରେ ବିରୋଧ କରିଛି। ବିଜେଡିର ଏଭଳି ଦ୍ବେତ ଅବତାର ପଛରେ ଏହାର ଆଭିମୁଖ୍ୟ କ'ଣ ତାହା ସ୍ପଷ୍ଟ…

ଦାଶ ବେନହୁରଙ୍କ ବାବଦରେ ୫ଟି ଅଜଣା କଥା

ଜଣାଶୁଣା ଓଡ଼ିଆ ଶିଶୁ ସାହିତ୍ୟିକ ଦାଶ ବେନହୁରଙ୍କର ଆଜି ଜନ୍ମତିଥି। ୧୯୫୩ ମସିହା ଅଗଷ୍ଟ ୩ ତାରିଖରେ ଖଣ୍ଡପଡ଼ାରେ ଜନ୍ମିତ ଦାଶ ବେନହୁର ଏହା ଭିତରେ ୬୭ଟି ଶ୍ରାବଣ ଅତିକ୍ରମ କରିସାରିଛନ୍ତି। ୧୫୦ରୁ ଅଧିକ ବହିର ସ୍ରଷ୍ଟା ଦାଶ ବେନହୁର ୧୯୮୭ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୧୪ରେ କେନ୍ଦ୍ର…

କରୋନା ଯୋଦ୍ଧା: ଗୋଟିଏ କରୁଣ ଦୃଶ୍ୟ

ଭୁବନେଶ୍ବର: ଉପରେ ଦିଆଯାଇଥିବା ଫଟୋ ପଛରେ ଯେଉଁ କରୁଣ କାହାଣୀ ଅଛି ସେ ବାବଦରେ ଉଲ୍ଲେଖ କରିବା ଆଗରୁ ଆମେ ପ୍ରଥମେ ଅନ୍ୟ ଗୋଟିଏ ଘଟଣା ଉପରେ ନଜର ଦେବା। ଦୁଇଦିନ ତଳେ ଅମିତାଭ ବଚ୍ଚନ, ପରେ ପରେ ତାଙ୍କ ପୁଅ ଅଭିଷେକ ବଚ୍ଚନ ଓ ତହିଁ ପରଦିନ ବୋହୂ ଐଶ୍ବର୍ଯ୍ୟା ରାୟ ଓ ନାତୁଣୀ ଆରାଧ୍ୟା କରୋନା ସଂକ୍ରମିତ…