Odisha Link
Bridging the Missing Links in Odisha
Browsing Category

Uncategorized

୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ୧୪ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ନିଯୁକ୍ତି ଦିଆଯାଇଥିବା ସୂଚନାର ରହିଛି। ୧୪ ଜଣ ନୂତନ ଅଧ୍ୟକ୍ଷ: ଅନୁଗୁଳ ଜିଲ୍ଲା- ସଦାଶିବ ନାୟକ ବାଲେଶ୍ବର- ମଦନ ମୋହନ ମାଝୀ…

ଅଗ୍ନିଶମ ସେବା ବିଭାଗରେ ମିଳିବ…

ଓଏଲ୍‌ ବ୍ୟୁରୋ: ଅଗ୍ନିଶମ ସେବା ବିଭାଗରେ ଚାକିରୀ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଅଗ୍ନିଶମ ସେବା ବିଭାଗର ନୂତନ ପଦବୀରେ ମୁଖ୍ୟମନ୍ତ୍ରୀ ମୋହର ମୋହର ମାରିଛନ୍ତି। ଅଗ୍ନିଶମ ବିଭାଗର ୨୬ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଏଥିରେ ୩ଟି ଷ୍ଟେସନ…

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟକୁ…

ଓଏଲ୍‌ ବ୍ୟୁରୋ: ୨୦୧୫ରୁ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଓଏସ୍‌ଓୟୁ) ଆରମ୍ଭ ହୋଇଛି। ତେବେ ଏହି ବିଶ୍ଵବିଦ୍ୟାଳୟକୁ ନେଇ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନାକ୍‌ ସ୍ୱୀକୃତି ନଥିବାରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନାମଲେଖା ପାଇଁ ଅନୁମତି ମିଳିନଥିବାରୁ ଓଡ଼ିଶା ରାଜ୍ୟ ମୁକ୍ତ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ,…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବର୍ଷା ଲାଗି ରହିଛି। ଏହାରି ମଧ୍ୟରେ ସାଲେପୁର ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। କଟକ ସାଲେପୁର ନିକଟରେ ଭାରସାମ୍ୟ ହରାଇ ଇଲେକ୍ଟ୍ରିଖୁଣ୍ଟରେ ଇଣ୍ଡିକା ପିଟି ହୋଇଯାଇଛି। ଇଲେକ୍ଟ୍ରିଖୁଣ୍ଟରେ ଇଣ୍ଡିକା ପିଟିହେବା ପରେ ଘଟଣାସ୍ଥଳରେ ଜଣଙ୍କ…

ଭିଜିଲାନ୍ସ ପଞ୍ଝାରେ ସୁନ୍ଦରଗଡ ଅତିରିକ୍ତ…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବାବୁ ହେଲେ ସୁନ୍ଦରଗଡ ଅତିରିକ୍ତ ନିର୍ବାହୀଯନ୍ତ୍ରୀ ସଂଜୟ କୁମାର ବେହେରା। ସୁନ୍ଦରଗଡ ଓ ଲେଫ୍ରିପଡା ଅଫିସ ସମେତ ସରକାରୀ ବାସଭବନ, ଭଡାଘର, ଭଦ୍ରକ ବନ୍ତରେ…

ବାଲେଶ୍ବର ଟ୍ରେନ ଦୁର୍ଘଟଣା: ବାତିଲ ହେଲା…

ଓଏଲ୍‌ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଶେଷ ହେଲା ଉଦ୍ଧାର କାର୍ଯ୍ୟ। ଏଥିସହ ୯୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏନେଇ ରେଳ ବିଭାଗର ଅମିତାଭ ଶର୍ମା ସୂଚନା ଦେଇଛନ୍ତି। ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ…

ମେଟାର କଡ଼ା କାର୍ଯ୍ୟାନୁଷ୍ଠାନ, ବ୍ୟାନ…

ଓଏଲ୍‌ ବ୍ୟୁରୋ: ଉପଭୋକ୍ତାଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ନେଲା ମେଟା। ବ୍ୟାନ ହେଲା ୭୪ ଲକ୍ଷ ହ୍ବାଟସ ଆପ୍ ଆକାଉଣ୍ଟସ୍‌। ହ୍ବାଟସଆପ୍ ମୂଳ କମ୍ପାନୀ ମେଟାର କାର୍ଯ୍ୟାନୁଷ୍ଠାନ। ଅପ୍ରେଲ ମାସରେ ମେଟାର କାର୍ଯ୍ୟାନୁଷ୍ଠାନ। ନକଲି, ଠକେଇ ସହ ଜଡ଼ିତ ଥିଲା ଏହି ଆକାଉଣ୍ଟସ। ତେବେ ପରବର୍ତ୍ତୀ ସମୟରେ…

ଝାରସୁଗୁଡା ଉପ-ନିର୍ବାଚନ: ରାତି ପାହିଲେ…

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ଗଣତି ଆରମ୍ଭ। ଆସନ୍ତାକାଲି ଆସିବ ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳ। ଝାରସୁଗୁଡା ଉପ-ନିର୍ବାଚନ ପାଇଁ ମେ’ ୧୦ରେ ସରିଛି ଭୋଟଗ୍ରହଣ। କିଏ ଜିତିବ, କିଏ ହାରିବ ତାହାର ଚାଲିଛି ଅଙ୍କକଷା। ଭୋଟ ବାକ୍ସରେ ରହିଛି ଝାରସୁଗୁଡ଼ାବାସୀଙ୍କ ମନ ପସନ୍ଦର ନେତାଙ୍କ ବିଜୟର ନାମ।…

ପୁରୀରେ ମମତା ବାନାର୍ଜୀ, ପଶ୍ଚିମବଙ୍ଗର…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ମମତା ବାନାର୍ଜୀଙ୍କର ୩ ଦିନିଆ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ। ଗତକାଲି ଦିନ ୩ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚି ପୁରୀରେ ଯାଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେଠାରେ ରାତ୍ରୀଯାପନ କରି ମମତା ବାନାର୍ଜୀ ଆଜି ପୁରୀ…

ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ରେ…

ଭୁବନେଶ୍ୱର: ଡାକ୍ତରୀ ଶିକ୍ଷା ପ୍ରଦାନ କରୁଥିବା ଅଧ୍ୟାପକ - ଅଧ୍ୟାପିକାମାନେ ଅଧିକ ଜ୍ଞାନ ଆହରଣ କରିବା ସହ କିପରି ସେମାନେ ଉତମ ଶିକ୍ଷକ ହୋଇପାରିବେ ସେ ଦିଗରେ ସେମାନଙ୍କୁ ପ୍ରଶିକ୍ଷିତ କରିବା ନେଇ ସୋମବାର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ରେ ଏକ ୩ ଦିନିଆ…