Odisha Link
Bridging the Missing Links in Odisha
Monthly Archives

March 2020

କରୋନା ସହାୟତା: ୮୦ ଲକ୍ଷ ଟଙ୍କା ଦେଲେ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ସରକାରଙ୍କଠାରୁ ଆରମ୍ଭ କରି ବେସରକାରୀ ସଂସ୍ଥା ପର୍ଯ୍ୟନ୍ତ ସହଯୋଗର ହାତ ବଢ଼ାଇଛନ୍ତି। ମହାମାରୀର ମୁକାବିଲା ପାଇଁ ସରକାର, ବିଭିନ୍ନ ଶିଳ୍ପ ସଂସ୍ଥା, କଳାକାର, ଖେଳାଳୀ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଦାନ କରୁଛନ୍ତି। କ୍ରିକେଟ ଜଗତର ହିଟ ମ୍ୟାନ…

୧ ନମ୍ବର ହାଟ ପରେ ସ୍ଥାନାନ୍ତର ହେବ…

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ସାରା ଦେଶର ଲକ୍‌ଡାଉନ୍‌। ଆବଶ୍ୟକ ଜିନିଷକୁ ଛାଡ଼ିଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ତେବେ ପନିପରିବା, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିଛି। ହେଲେ ଏହି ସବୁ ଦୋକାନରେ ପ୍ରବଳ ଭିଡ଼ ଜମୁଥିବାର ଦେଖିବାକୁ ମିଳୁଛି। ହେଉଥିବା ଭିଡ଼କୁ ଦୃଷ୍ଟିରେ ରଖି ସାମାଜିକ…

CMRF ଓ PM CARESକୁ ୨ କୋଟି ୪ ଲକ୍ଷ…

ଭୁବନେଶ୍ବର: ସାରା ଦେଶକୁ କରୋନା ସଂକ୍ରମଣର ଭୟ ବ୍ୟାପିଥିବା ବେଳେ ଏହାର ମୁକାବିଲା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ପ୍ରଚୁର ଅର୍ଥ ଆବଶ୍ୟକତା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି(CMRF) ଅଧିନରେ ସ୍ବତନ୍ତ୍ର କୋଭିଡ୍‌-୧୯ ପାଣ୍ଠି ଗଠନ ହୋଇଥିବା ବେଳେ କେନ୍ଦ୍ର…

ଭୁବନେଶ୍ବରରେ ନକଲି ସାନିଟାଇଜର୍‌…

ଭୁବନେଶ୍ବର: ସାରା ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ଲକ୍‌ଡାୁନ୍‌ ସମୟରେ ହାଣ୍ଡଓ୍ବାସ୍‌ ଓ ସାନିଟାଇଜର୍‌ର ଅଭାବ ଦେଖାଦେଇଛି। ଏଭଳି ସମୟର ଫାଇଦା ନେବାକୁ ଯାଇ ସ୍ଥାନୀୟ ଝାରପଡ଼ାରେ ଏକ ନକଲି ସାନିଟାଇଜର୍‌ ଓ ହାଣ୍ଡଓ୍ବାସ ତିଆରି କାରଖାନା ଠାବ ହୋଇଛି। ଡ୍ରଗ୍‌ ଇନସ୍ପେକ୍ଟର ଏ ବାବଦରେ ବିଶ୍ବସ୍ତ…

କରୋନା ସଂକ୍ରମଣକୁ ନେଇ ଆସିଲା କାନାଡା…

ଓଏଲ୍‌ ବ୍ୟୁରୋ: କରୋନା ଭୂତାଣୁ ସଂକ୍ରମଣ ସାରା ବିଶ୍ବକୁ ଭୟଭୀତ କରି ରଖିଥିବା ବେଳେ ଏ ପ୍ରସଙ୍ଗକୁ ନେଇ ପ୍ରଥମ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି କାନାଡାର ସିନେନିର୍ମାତା ମୋସ୍ତାଫା କେଶଓ୍ବାରି। ସିନେମାଟିର ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ଏବେ ଏହାକୁ ବିକ୍ରି କରିବାକୁ ପ୍ରସ୍ତାବ ଦେଇଛନ୍ତି…

ନିଜାମୁଦ୍ଦିନ୍‌ କରୋନା ସଂକ୍ରମଣ: ୨୪…

ନୂଆଦିଲ୍ଲୀ: ହଜ୍‌ରତ୍‌ ନିଜାମୁଦ୍ଦିନ୍‌ କରୋନା ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି। ମସ୍‌ଜିଦ୍‌ ଭିତରେ ୧୫୦୦ରୁ ୧୭୦୦ ବ୍ୟକ୍ତି ଥିବା ବେଳେ ଏଯାବତ୍‌ ୧୦୩୩ ଜଣଙ୍କୁ ସେଠାରୁ ବାହାର କରାଗଲାଣି ବୋଲି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୂଚନା ଦେଇଛନ୍ତି। କରୋନା ଲକ୍ଷଣ ସନ୍ଦେହରେ ୩୩୪…

ବଢ଼ିଲା ଗାଡ଼ି କାଗଜପତ୍ର, ଡ୍ରାଇଭିଂ…

ଭୁବନେ‌ଶ୍ବର: କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ଗାଡ଼ି ଚାଳକଙ୍କୁ ଆଶ୍ବସ୍ତି। କାରଣ ଲକ୍‌ଡାଉନ୍‌କୁ ନଜରରେ ରଖି ଡ୍ରାଇଭିଂ ଲାଇସେନ୍ସ, ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ଏବଂ ଗାଡ଼ି ପରମିଟ୍‌ ଆଦିର ନବୀକରଣ କରାଇବାର ଅବଧିକୁ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ଜୁନ୍‌ ୩୦ ତାରିଖ ଯାଏ…

ନିଜାମୁଦ୍ଦିନ ମସ୍‌ଜିଦ୍‌ ଯାଇଥିବା ୩୦୦ରୁ…

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଆଶଙ୍କା ଥିବା ସମୟରେ ଇସ୍‌ଲାମ୍‌ ଧର୍ମସଭା ଆୟୋଜନ ମହଙ୍ଗା ସାବ୍ୟସ୍ତ ହୋଇଛି। ମସ୍‌ଜିଦ୍‌ରେ ଏକାଠି ହୋଇଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରୁ ମସ୍‌ଜିଦ୍‌ ଭିତରେ ଏବେ ବି ପ୍ରାୟ ୧୫୦୦ ବ୍ୟକ୍ତି ଥିବା ବେଳେ ୩୦୦ରୁ ଅଧିକ କରୋନା ଆକ୍ରାନ୍ତ ସନ୍ଦେହରେ ବିଭିନ୍ନ…

ଦେଢ଼ ଲକ୍ଷ ଓଡ଼ିଆ ରାଜ୍ୟ ବାହାରେ: ଗୃହ…

ଭୁବନେଶ୍ବର: ମହାମାରୀ କରୋନାର ମୁକାବିଲା କରିବା ପାଇଁ ସାରା ଦେଶ ଏପ୍ରିଲ ୧୪ ଯାଏ ଲକ ଡାଉନ୍। ଲକଡାଉନ ହେବା ଫଳରେ ରାଜ୍ୟ ବାହାରେ ଫସି ରହିଛନ୍ତି ଦେଢ଼ ଲକ୍ଷ ଓଡ଼ିଆ। ଆଜି ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସ୍ଥିତି ନେଇ ଲୋକସେବା ଭବନରେ ସମୀକ୍ଷା ବୈଠକ ହୋଇଥିବା ବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ମୁଖ୍ୟ…

ଶେଷ ହେଲା ବଜେଟ ଅଧିବେଶନ

ଭୁବନେଶ୍ବର: କରୋନା ଭୂତାଣୁ (କୋଭିଡ୍‌-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି ଷୋଡ଼ଶ ବିଧାନନସଭାର ତୃତୀୟ ଅଧିବେଶନ (ବଜେଟ୍‌ ଅଧିବେଶନ) ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୧୨ ତାରିଖରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର…