Odisha Link
Bridging the Missing Links in Odisha
Daily Archives

September 1, 2020

ସମସ୍ୟା ବଢ଼ାଉଛି ପୂର୍ଣ୍ଣିମା

କଟକ: ସମସ୍ୟା ବଢ଼ାଉଛି ପୂର୍ଣ୍ଣିମା। ଆଜି ମୁଣ୍ଡଳୀରେ ଜଳସ୍ତର କମିଛି। ବର୍ଷା ଥମି ଯାଇଥିଲେ ମଧ୍ୟ ଏବେ ବି ଅଧା ରାଜ୍ୟ ପାଣି ଘେରରେ। ମହାନଦୀରେ ପ୍ରବାହିତ ହୋଇ ବନ୍ୟା ଜଳ ସମୁଦ୍ର ମିଶିବାକୁ ଥିବା ବେଳେ ତାହା ଏବେ ବନ୍ଦ ହୋଇଯାଇଛି । ବନ୍ୟା ଜଳ ସମୁଦ୍ରକୁ ନିଷ୍କାସନ ପାଇଁ ଆହୁରି ତିନି ଦିନ ସମୟ…

ଏଲ୍‌ଏସିରେ ସୀମା ବିବାବ; ବ୍ରିଗେଡ଼…

ନୂଆଦିଲ୍ଲୀ: ପୁଣି ଏଲ୍‌ଏସିରେ ସୀମା ବିବାବ। ଗତ ରବିବାର ରାତିରେ ଭାରତ ସୀମାରେ ଚୀନ ସେନା ପ୍ରବେଶ କରିଥିଲା। ଚୀନର ସମସ୍ତ ପୂର୍ବ ସହମତିକୁ ଉଲ୍ଲଂଘନ କରି ଅଗଷ୍ଟ ୨୯ ଓ ୩୦ ତାରିଖ ରାତ୍ରିରେ ସୀମା ଅଞ୍ଚଳରେ ଉତ୍ତେଜକ ସାମରିକ କାର୍ଯ୍ୟକଳାପ ଜାରି ରଖିଥିଲେ। କିନ୍ତୁ ଭାରତୀୟ ସେନା ପ୍ୟାଙ୍ଗଙ୍ଗ ସୋ ହ୍ରଦର…

ନାଳରେ ଭାସୁଛି ଅଚିହ୍ନା ଯୁବକଙ୍କ ମୃତଦେହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ବାଣ୍ଠୁପଡା ଜରୁମାଲ ନାଳରେ ଅଜଣା ଯୁବକଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ମୃତଦେହ ଦେଖିବା ପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭାସୁଥିବା ମୃତଦେହକୁ ଜବତ କରିଛି। ଶବ ବ୍ୟବଚ୍ଛେଦ…

ଜବତ ହେଲା ୪ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ…

ବଲାଙ୍ଗୀର: ବଲାଙ୍ଗୀରରେ ଅବକାରୀ ବିଭାଗ ମିଳିଛି ବଡ଼ ସଫଳତା। ଚୋରା ଚାଲାଣ ବେଳେ ବେସରକାରୀ ବସଷ୍ଟାଣ୍ଡ ନିକଟରୁ ଟ୍ରକରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗର ସ୍ଵତନ୍ତ୍ର ସ୍କ୍ୱାର୍ଡ । ଝାଡଖଣ୍ଡ ନଂ ଥିବା ଏକ ଟ୍ରକରୁ ଜବତ ମଧ୍ୟ ଜବତ ହୋଇଛି । ଟ୍ରକ ଡ୍ରାଇଭର ସମେତ ୩ଜଣ ଅଭିଯୁକ୍ତ ଗିରଫ।…

ଆଉ ୧୦୦ଟି ଟ୍ରେନ୍‌ ଚଲାଇବ ଭାରତୀୟ ରେଳ

ନୂଆଦିଲ୍ଲୀ: ଆଜିଠୁ ସାରା ଦେଶରେ ଲାଗୁ ହୋଇଛି ଅନ୍‌ଲକ୍-୪ କଟକଣା। ସରକାର କରୋନା କାଳ ମଧ୍ୟରେ ଜୀବନ ସହ ଜୀବିକାକୁ ମଧ୍ୟ ଗୁରୁତ୍ବ ଦେଉଛନ୍ତି। ଫଳରେ ଆସ୍ତେ ଆସ୍ତେ କରୋନା କଟକଣା କହୋଳ ହେଉଛି। ଏସବୁ ମଧ୍ୟରୁ ଦେଶରେ ଆଉ ୧୦୦ ଟି ଅଧିକ ଟ୍ରେନ୍‌ ଚଳାଚଳ କରିବା ନେଇ ପ୍ରସ୍ତୁତି ‌କରୁଛି ଭାରତୀୟ ରେଳ…

ଜିଡିପି ଉପରେ କରୋନା ମାଡ: ଅଭିବୃଦ୍ଧି…

ନୂଆଦିଲ୍ଲୀ: କରୋନା ମହାମାରୀରେ ଲକଡାଉନ ସଟଡାଉନ୍‌ କଟକଣା‌ ଦେଶର ଅର୍ଥନୀତି ବଡ଼ ଝଟକା ଦେଇଛି। ରେକର୍ଡ ତଳକୁ ଖସିଛି ଜିଡିପି ଦର। ଚଳିତ ଆର୍ଥିକ ବର୍ଷ ପ୍ରଥମ ତିନି ମାସ (ଏପ୍ରିଲ୍-ଜୁନ୍‌)ର ଅଭିବୃଦ୍ଧି ତଥ୍ୟରେ ଏହା ସ୍ପଷ୍ଟ ପ୍ରତିଫଳିତ ହୋଇଛି। ଏହି ତିନି ମାସରେ ଅଭିବୃଦ୍ଧି ୨୩.୯ ପ୍ରତିଶତ ହ୍ରାସ…

କରୋନା: ରାଜ୍ୟରେ ୫ଶହ ଟପିଲା ମୃତ୍ୟୁ…

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସ୍ଥିତି। ୨୪ ଘଣ୍ଟା ମଧ୍ୟରେ ୧୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୫ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା…

ପ୍ରଣବଙ୍କୁ ଶେଷ ଦର୍ଶନ କଲେ ରାଷ୍ଟ୍ରପତି…

ନୂଆଦିଲ୍ଲୀ : ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଆଜି ସାରା ଦେଶ ଜଣାଉଛି ଶେଷ ବିଦାୟ। ଆଜି ଦିଲ୍ଲୀର ଲୋଧୀ ରୋଡରେ ଆପରାହ୍ନ ପ୍ରାୟ ୨ଟା ୩୦ ମିନିଟରେ ତାଙ୍କର ହେବ ଅନ୍ତିମ ସଂସ୍କାର। ପଂଚଭୂତରେ ବିଲୀନ ହେବ ପ୍ରଣବ ଦାଙ୍କ ପାର୍ଥିବ ଶରୀର। ଆଜି ଦିଲ୍ଲୀର ସେନା ଡାକ୍ତରଖାନାରୁ ଦିଲ୍ଲୀର…

କରୋନା : ରାଜ୍ୟରେ ୩୦୨୫ ପଜିଟିଭି ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୩୦୨୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୬୫୬୧ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ…

ଶନିବାର ସରକାରୀ ଅଫିସ୍‌ ଛୁଟି, ୫୦%…

ଭୁବନେଶ୍ବର: ସେପ୍ଟେମ୍ବର ମାସରେ ଶନିବାର ସରକାରୀ ଅଫିସ୍‌ ଛୁଟି ରହିବ। ବାକି ଦିନରେ ଭୁବନେଶ୍ୱର ଓ କଟକର ସମସ୍ତ ଅଫିସ୍‌ ଖୋଲା ରହିବ। ୫୦% କର୍ମଚାରୀଙ୍କୁ ନେଇ ଅଫିସ୍ ଚାଲିବ। ଗ୍ରୁପ୍‌ ଏ ଅଧିକାରୀମାନେ ଅଫିସ୍‌ ଆସିବା ସହ କେଉଁ ୫୦% କର୍ମଚାରୀ କେବେ ଆସିବେ ତାହା ଜଣାଇବେ। ମାତ୍ର‌ ଏସ୍‌ଆରସି ଅଫିସ,…