Odisha Link
Bridging the Missing Links in Odisha
Monthly Archives

November 2020

ଟ୍ରକ ପଛପଟୁ ପିଟିଲା ବାଇକ, ଜଣେ ମୃତ

ଜଳେଶ୍ବର: ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ୍ୟୁ ବରଣ କରିଛନ୍ତି। ଏହି ସଡ଼କ ଦୁର୍ଘଟଣାଟି ୬୦ ନମ୍ବର ଜାତୀୟ ରାଜପଥର ହଳଦିପଦା ରାଜଧାନୀ ଢ଼ାବା ନିକଟରେ ଘଟିଛି। ତେବେ ବାଇକଟି ଟ୍ରକର ପଛ ପଟକୁ ପିଟି ଥିଲା ଫଳରେ ଘଟଣା ସ୍ଥଳରେ ଚାଳକର ମୃତ୍ୟୁ ହୋଇଛି। ତେବେ ମୃତକଙ୍କ ପରିଚୟ ମିଳି…

ଫିଲ୍ମୋତ୍ସବରେ ସାମିଲ ହେବ ସିନେମା…

ଟିଟିଲାଗଡ଼: ଗୌରବ ଜିତେନ୍ଦ୍ର ମିଶ୍ରଙ୍କ ପ୍ରଯୋଜିତ ସିନେମା ‘ହ୍ୟୁମେନ ଓକ’ ମର୍ଯ୍ୟାଦାଜନକ ଗ୍ରୀସରେ ପ୍ରଦର୍ଶିତ ହେବାକୁ ଆନୁଷ୍ଠାନିକ ଭାବରେ ଚୟନ ହୋଇଛି। ଚଳଚ୍ଚିତ୍ରଟିର ଏକ ସ୍ୱତନ୍ତ୍ର ପ୍ରଦର୍ଶନ ୧୦ତମ ଫେଷ୍ଟିଭଲ ଅଫ ଡିପ୍ଲୋମେସି ଅବସରରେ ରୋମର କମନୱେଲ୍‌ଥ କ୍ଲବରେ ନଭେମ୍ବର ୨୮ରୁ ଡିସେମ୍ବର ୫…

ଧାନ ଅମଳ ମେସିନ ଓଲଟି ବାଳକ ମୃତ

ବ୍ରଜରାଜନଗର : ଆଜି ଅପରାହ୍ଣରେ ଏକ ଧାନ ଅମଳ ମେସିନ ଓଲଟି ଜଣେ ନାବାଳକ ମୃତ୍ୟୁ ବରଣ କରିଛି। ମୃତକ ଜଣଙ୍କ ହେଲେ ସୁଜଳ ଭୋଇ। ଏହି ଘଟଣାଟି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଚିଚିଣ୍ଡା ଗ୍ରାମରେ ଘଟିଛି। ପିୟୂଷ ପଟେଲ ନାମକ ବାଳକ ଗୁରୁତର ଆହତ ହୋଇଛି । ଆହତକୁ ଚିକିତ୍ସା ପାଇଁ ଝାରସୁଗୁଡା…

ଜଳଉତ୍ସ ସୁରକ୍ଷା ଦିବସ ପାଳନ

ଭୁବନେଶ୍ୱର: ସହରାଞ୍ଚଳର ସମ୍ପ୍ରସାରଣ ସହିତ ପ୍ରାକୃତିକ ଜଳଉତ୍ସ ଗୁଡିକ କ୍ରମେ ଲୋପ ପାଉଥିବାରୁ ପରିବେଶ ପ୍ରତି ବିପଦ ସୃଷ୍ଟିହେବା ସହିତ ଜୈବ ବିବିଧତା କ୍ଷେତ୍ରରେ ମଧ୍ୟ ବିପଦ ସୃଷ୍ଟି ହେଉଛି ବୋଲି ପରିବେଶବିତ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ମତ ଦେଇଛନ୍ତି। କାର୍ତ୍ତିକ ପୂର୍ଣ୍ଣିମା ଏବଂ ଜଳଉତ୍ସ…

ଟେଲି କଳାକାର ଦିବ୍ୟା ଭଟନାଗର ଆଇସିୟୁରେ…

ମୁମ୍ବାଇ : ଟେଲି କଳାକାର ଦିବ୍ୟା ଭଟନାଗର ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ସେ ‘ୟେ ରିସ୍ତା କ୍ୟା କେହଲାତା ହେ’ରେ ଗୁଲାବୋ ଭୂମିକାରେ ଅଭିନୟ କରୁଥିଲେ।ଦିବ୍ୟା କରୋନାଟେଷ୍ଟକରିବା ପରେ ତାଙ୍କର ପଜେଟିଭ ଆସିଥିଲା। ତାଙ୍କୁ ବର୍ତ୍ତମାନ ଭେଣ୍ଟିଲେଟରରେ ରଖାଯାଛି।ଦିବ୍ୟା ଶଶି-ସୁମିତ…

ଆସନ୍ତାକାଲି ଶିବସେନାରେ ଯୋଗଦେବେ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋନ୍ଦକର ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଶିବସେନାରେ ଯୋଗଦେବେ। ଶିବସେନା ସାଂସଦ ସଞ୍ଜୟ ରାଉତ ଏହି ସୂଚନା ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘନିଷ୍ଠ ସହଯୋଗୀ ହର୍ଷଲ ପ୍ରଧାନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଉର୍ମିଳା…

‘ପରୀ’ ହତ୍ୟା ମାମଲା: ନରସିଂହଙ୍କୁ…

ଭୁବନେଶ୍ୱର: ‘ପରୀ’ ହତ୍ୟା ପ୍ରସଙ୍ଗକୁ ନେଇ ରାଜ୍ୟ କଂଗ୍ରେସର ଦଳ ଭିତରେ ଥିବା କନ୍ଦଳ ସାମ୍ନାକୁ ଆସିଛି। ପରୀ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ଶ୍ରୀ ସାଲୁଜା ନରସିଂହ ମିଶ୍ରଙ୍କୁ ଟାର୍ଗେଟ କରିବା ସହ ପରୀ ପ୍ରସଙ୍ଗରେ ଗୃହରେ ଚୁପ ରହିବାର କାରଣ…

ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ ଦାବି କଲା…

ବ୍ରହ୍ମପୁର: ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଅଡୁଆ ବଢ଼ି ବଢ଼ି ଚାଲିଛି। ଗତକାଲି ବିଜେଡିରୁ ବହିଷ୍କାର ହେବା ପରେ ଆଜି ତାଙ୍କୁ ଗିରଫଦାରୀ କଥା ଉଠିଲାଣି। ଭାବି ଜ୍ବାଇଁ ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମ୍‌ଡି ରୂପେ ପରିଚୟ ଦେଇ ନକଲି ନିଯୁକ୍ତିପତ୍ର ପ୍ରଦାନ ଘଟଣାରେ ତଦନ୍ତ କରୁଛି କ୍ରାଇବ୍ରାଞ୍ଚ। ଏନେଇ…

କାର୍ତ୍ତିକ ବୁଡ଼ ବେଳେ ଭାଲୁ ଆକ୍ରମଣ

କେନ୍ଦୁଝର: କାର୍ତ୍ତିକ ବୁଡ଼ ପକାଇ ବେଳେ ଭାଲୁ ଆକ୍ରମଣର ଶିକାର ହେଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ପୋଇପାଣି ବିଟ୍‌ ଝାଲିଆପଡ଼ା ଗାଁରେ। ଭାଲୁ ଆକ୍ରମଣରେ ଗାଁର ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ପଠାଯାଇଛି। ଗୁରୁତର…

ସଇତାନ୍‌ ବୃଦ୍ଧ: ୫ ବର୍ଷର ନାବାଳିକାକୁ…

ଆଳି: ୫ ବର୍ଷର ଶିଶୁକନ୍ୟାକୁ ୮୭ ବର୍ଷୀୟ ବୃଦ୍ଧଙ୍କ ଦୁଷ୍କର୍ମ। ଏଭଳି ଏକ ନୃଂଶସ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଭୂଇଁପୁର, ବନ୍ଧସାହି ଗ୍ରାମରେ। ନିଜ ନାତୁଣୀ ବୟସର ନାବାଳିକାକୁ ଦୁଷ୍କର୍ମ କରିଛନ୍ତି ସେହି ଗ୍ରାମର ଜନୈକ ୮୭ ବର୍ଷର ବୃଦ୍ଧ। ଏହି ମାମଲାରେ ଆଜି…