Odisha Link
Bridging the Missing Links in Odisha
Daily Archives

February 22, 2021

ପ୍ରେମରେ ଧୋକା ପାଇ ଯୁବତୀଙ୍କ ଆତ୍ମହତ୍ୟା

ବାଲେଶ୍ୱର : ବାଲେଶ୍ବର ଜିଲ୍ଲା ଖଇରା ଥାନା ତୁଟ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ପ୍ରେମରେ ଧୋକା ପାଇବା ପରେ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।ତୁଟ ଗାଁର ଭରତ ଚରଣ ବେହେରାଙ୍କ ୨୩ ବର୍ଷୀୟ ଝିଅ ସସ୍ମିତା ଶାଢୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପରିବାର ଲୋକଙ୍କ ଅଭିଯୋଗ…

ନିଜର ପ୍ରିୟ ଅଭିନେତାର ସମର୍ଥନରେ ୨ ହଜାର…

ମୁମ୍ବାଇ: ନିଜର ପ୍ରିୟ ଅଭିନେତାର ସମର୍ଥନରେ ୧୦୦ କି ୨୦୦ ନୁହେଁ ଦୀର୍ଘ ୨ ହଜାର କିଲୋମିଟର ସାଇକେଲ ଚଳାଇଛନ୍ତି ଜଣେ ଜବରା ଫ୍ୟାନ୍। ସେ ହେଲେ ନାରାୟଣ ବ୍ୟାସ। ଅଭିନେତା ସୋନୁ ସୁଦଙ୍କ ହଉଛନ୍ତି ସେ ଜବରା ଫ୍ୟାନ। ତାଙ୍କ ସାମାଜିକ କାମକୁ ସମର୍ଥନ କରି ସେ ମହାରାଷ୍ଟ୍ରର ୱସିମରୁ ଦେଶର ଦକ୍ଷିଣ ଅଞ୍ଚଳକୁ…

ଓଡ଼ିଶାରେ ସ୍ଥିତି ବିଗିଡ଼ିଲେ ହୋଇପାରେ…

ଭୁବନେଶ୍ୱର: ମହାରାଷ୍ଟ୍ର ସମେତ ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ରାଜ୍ୟରେ କରୋନା କଟକଣାକୁ କଡ଼ାକଡ଼ି କରିଛନ୍ତି। ଏନେଇ ଗତକାଲି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ସଂକ୍ରମଣ ପ୍ରତିହତ ପାଇଁ ଆବଶ୍ୟକ ସତର୍କତା…

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ: ସିବିଆଇ…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମାଷ୍ଟରମାଇଣ୍ଡ ବିବନ ବିଶ୍ୱାଳକୁ ଗିରଫ କରିଛି କମିଶନରେଟ ପୁଲିସ। ଗିରଫ ପରେ କଡ଼ା ସୁରକ୍ଷା ମଧ୍ୟରେ କମିଶନରେଟ ପୁଲିସ ବିବନକୁ ନେଇ ସିବିଆଇ ସ୍ପେଶାଲ କୋର୍ଟରେ ହାଜର କରିଛି। ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ୨୨ ବର୍ଷ ପରେ ଆଜି ମୁଖ୍ୟ…

ଅମାନିଆଙ୍କ ପାଇଁ ସ୍କ୍ୱାଡ ଗଠନ କଲା…

ଭୁବନେଶ୍ୱର: ଅନ୍ୟ ରାଜ୍ୟରେ କରୋନା ସଂକ୍ରମଣ ହାର ଦ୍ରୁତ ଗତିରେ ବଢ଼ିବାର ଲାଗିଛି। ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ରୋକିବାକୁ ବିଏମସି ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। କମିଶନରେଟ ପୁଲିସ ସହ ଆଲୋଚନା କରାଯାଇଥିବା ବେଳେ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଅମାନିଆଙ୍କ…

ରାଜଧାନୀରେ ଶିକ୍ଷକଙ୍କୁ କରୋନା, ସ୍କୁଲ…

ଭୁବନେଶ୍ୱର: କରୋନା ଆକ୍ରାନ୍ତ ହେଲେ ଶିକ୍ଷକ। ରାଜଧାନୀର ଏକ ସ୍କୁଲରେ ଜଣେ ଶିକ୍ଷକଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ପରେ ସେ ପରୀକ୍ଷା କରିବାରୁ କରୋନା ଆକ୍ରାନ୍ତ ବେଲି ଜଣାପଡିଲା। ପାଠ ପଢ଼ାଇବା ସମୟରେ ଶିକ୍ଷକ ଜଣଙ୍କ ପିଲାଙ୍କ ସଂସ୍ପର୍ଶରେ ଆସିଥିବାରୁ ସ୍କୁଲକୁ ୨ଦିନ ଛୁଟି କରାଯାଇ ବିଶୋଧନ…

ପୁଡୁଚେରୀରେ ଭାଙ୍ଗିଲା ସରକାର,…

ନୂଆଦିଲ୍ଲୀ: ପୁଡୁଚେରୀରେ ଭାଙ୍ଗିଲା କଂଗ୍ରେସ ସରକାର। ବିଧାନସଭାରେ ବିଶ୍ବାସ ଭୋଟରେ ହାରିବା ପରେ ପୁଡୁଚେରୀରେ ଭାଙ୍ଗିଲା କଂଗ୍ରେସ ସରକାର। ମୁଖ୍ୟମନ୍ତ୍ରୀ ନାରାୟଣସ୍ବାମୀ ନିଜର ଇସ୍ତଫା ପତ୍ର ଉପରାଜ୍ୟପାଳଙ୍କୁ ଦେଇଥିବା ସୂଚନା ମଧ୍ୟ ରହିଛି। ସୂଚନଥାଉକି, ୬ ବିଧାୟକ ଇସ୍ତଫା ଦେବା ପରେ ନାରାୟଣସ୍ବାମୀ…

ପଶ୍ଚିମବଙ୍ଗରେ କୁକୁର ମଡ଼କ, ଭାଇରସ୍‌…

କୋଲକାତା: କରୋନା ମହାମାରୀ ଆତଙ୍କ କାୟା ବିସ୍ତାର କରୁଥିବା ବେଳେ ଏବେ ପଶ୍ଚିମବଙ୍ଗରେ କାନାଇନ୍‌ ପାରଭୋ ଭାଇରସ ଆତଙ୍କ ଦେଖିବାକୁ ମଳିଛି। ଏହି ଭାଇରସ କୁକୁରଙ୍କ ଠାରେ ଦେଖାଯାଉଥିବା ବେଳେ କୁକୁରଙ୍କର ମୃତ୍ୟୁ ମଧ୍ୟ ହେଉଛି। ସ୍ଥିତି ଏପରି ହୋଇଛି ଯେ, ୩ ଦିନ ମଧ୍ୟରେ ବିଷ୍ଣୁପୁରରେ ୨୫୦ରୁ ଅଧିକ କୁକୁର…

ବିବନ ଗିରଫ ହେବା ପରେ ପ୍ରତିକ୍ରିୟା…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାର ମାଷ୍ଟରମାଇଣ୍ଡ ବିବନ ବିଶ୍ବାଳକୁ ୨୨ ବର୍ଷ ପରେ ଗିରଫ କଲା ପୁଲିସ। ଏହାପରେ ପ୍ରତିକ୍ରିୟ ରଖିଛନ୍ତି ପୀଡ଼ିତା ଅଞ୍ଜନା ମିଶ୍ର। ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିବନ ମୁଖ୍ୟ ଅଭିଯୁକ୍ତ ଥିଲା। ତାକୁ ଫାଶି ଦିଆଯାଉ। ବିବନ ଗିରଫ…

‘ମୋ ସରକାର’ ଶୁଣିଲେନି:…

ମାଲକାନଗିରି: 'ମୋ ସରକାର' ନାମରେ ଜନତାଙ୍କୁ ତ୍ବରିତ ସେବା ଯୋଗାଇବାର ଯାବତୀୟ ସରକାରୀ ବିଜ୍ଞାପନ ସତ୍ତ୍ବେ ତୃଣମୂଳ ସ୍ତରରେ ଏହାର ବିଫଳତାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ରାମକୃଷ୍ଣ ନନ୍ଦଙ୍କ ପ୍ରସିଦ୍ଧ କବିତା 'ତୁମ ପରି ଛୋଟ ପିଲାଟିଏ'ରେ କୁନି ମଧୁସୂଦନଙ୍କ ପନ୍ଥାକୁ…