Odisha Link
Bridging the Missing Links in Odisha
Daily Archives

February 22, 2021

ହ୍ୱିଲ୍ ଚେୟାରରେ କମେଡି କିଙ୍ଗ୍ କପିଲ…

ମୁମ୍ୱାଇ: ସମସ୍ତଙ୍କୁ ହସାଉଥିବା କମେଡି କିଙ୍ଗ୍ କପିଲ ଶର୍ମାଙ୍କୁ ହ୍ୱିଲ୍ ଚେୟାରରେ ଦେଖିବାକୁ ମିଳିଛି। ତାଙ୍କୁ ଏଭଳି ଅବସ୍ଥାରେ ସୋମବାର ମୁମ୍ୱାଇ ବିମାନବନ୍ଦରରେ ଦେଖି ଫ୍ୟାନ୍ସ ମଧ୍ୟ ହତବାକ ହୋଇ ପଡ଼ିଛନ୍ତି। କପିଲ ଶର୍ମା ଏକ କଳା ରଙ୍ଗର ଚଷମା, ଜାକେଟ ଓ ପ୍ୟାଣ୍ଟ ଥିବା ବେଳେ ତାଙ୍କୁ ଜଣେ…

ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ

ଯୋଡା : ଗୋଷ୍ଠୀ ସଂଘର୍ଷରେ ଜଣେଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହାତ ହୋଇଛନ୍ତି। ଏହି ଘଟଣାଟି ଯୋଡ଼ା ଥାନା କମାରଯୋଡ଼ା ଅଞ୍ଚଳରେ ଠିକାଦାର ଡି.ପି. ସିଂଙ୍କ ଅଫିସ କମ୍ ଗ୍ୟାରେଜରେ ଏହି ଘଟଣା ଘଟିଛି। ମୃତ ଯୁବକଙ୍କ ନାଁ ଦିବ୍ୟାଂସ ସିଂ ବୋଲି ଜଣାପଡ଼ଛି। ଯୋଡ଼ା ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା…

ଆତ୍ମଭାରତ ନିର୍ମାଣ ପାଇଁ ଲଗାତାର ନିଜର…

ଭୁବନେଶ୍ୱର: ଆତ୍ମନିର୍ଭର ଭାରତ ପାଇଁ ଲଗାତାର ନିଜର ସାମର୍ଥ୍ୟ ଏବଂ କ୍ଷମତାକୁ ବୃଦ୍ଧି କରିବା ଅତ୍ୟନ୍ତ ଜରୁରୀ। ବିଗତ ବର୍ଷ ମାନଙ୍କରେ ଆମେ ରିଫାଇନିଂ ଏବଂ ଜରୁରୀକାଳୀନ ସ୍ଥିତି ପାଇଁ ତୈଳ ଷ୍ଟୋରେଜ କ୍ଷମତାରେ ଯଥେଷ୍ଟ ବୃଦ୍ଧି କରାଯାଇଛି ବୋଲି ସୋମବାର ଆସାମର ଠାରେ ୩ ହଜାର ୩୨୨ କୋଟି ଟଙ୍କା ମୂଲ୍ୟର…

ଛାତ୍ରଛାତ୍ରୀମାନେ ମାନସିକ ଚାପରୁ ଦୂରେଇ…

ଭୁବନେଶ୍ୱର : ତାମିଲନାଡୁ ରାଜ୍ୟ ବୋର୍ଡରେ ପ୍ଲସ୍ ୨ ପରୀକ୍ଷାରେ ଟପ୍ପର ହୋଇଥିବା ୧୭ ବର୍ଷୀୟ ସାମ୍‌ମୁଗନ୍ ଅନିତା ୩ ବର୍ଷ ତଳେ ଆତ୍ମହତ୍ୟା କରିଥିଲେ । ମେଡିକାଲ୍ କଲେଜରେ ସିଟ୍‌ ଟିଏ୍ ମିଳି ନଥିବା ତାଙ୍କ ଆତ୍ମହତ୍ୟାର କାରଣ ଥିଲା । ପ୍ଲସ୍ ୨ ପରୀକ୍ଷାରେ ମୋଟ ୧୨୦୦ ମାର୍କରୁ ୧୧୭୬ ମାର୍କ ହାସଲ…

ଓଡ଼ିଶା ବଜେଟ୍‌ ୨୦୨୧-୨୨: କୃଷି ପାଇଁ…

ଭୁବନେଶ୍ବର: ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଜି ବିଧାନସଭାରେ ରାଜ୍ୟ ବଜେଟ୍‌ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ୨୧-୨୨ ଆର୍ଥିକ ବର୍ଷ ପାଇଁ ମୋଟ ବ୍ୟୟ ଅଟକଳ ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ଥିବାବେଳେ କୃଷି ବଜେଟ ପାଇଁ ମୋଟ ୧୭ ହଜାର ୪୬୮ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ନିରଞ୍ଜନ…

ଆଗକୁ ଆସୁଛି ମହାଶିବରାତ୍ରି, କପିଳାଶରେ…

ଢ଼େଙ୍କାନାଳ : ଫିକା ପଡ଼ିବ ଚଳିତ ବର୍ଷର ମହାଶିବରାତ୍ରି। ଢେଙ୍କାନାଳର କପିଳାଶ ପୀଠ ଉପରେ ଜିଲ୍ଲା ପ୍ରଶାସନ ଲଗାଇଲା କରୋନା କଟକଣା। ଜାଗର ଯାତ୍ରା ଦିନ ଏଠାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛନ୍ତି। ପ୍ରତ୍ୟେକ…

ଓଡ଼ିଶା ବଜେଟ ୨୦୨୧-୨୨: କେଉଁ କ୍ଷେତ୍ର…

ଭୁବନେଶ୍ବର: ସୋମବାର ଅପରାହ୍ନରେ ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବଜେଟ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମହାମାରୀ ପରେ ପ୍ରଥମଥର ପାଇଁ ବିଧାନସଭାରେ ପୂର୍ଣ୍ଣାଙ୍ଗ ବେଜଟ ଉପସ୍ଥାପନ କରିଛନ୍ତି। ଚଳିତଥର ମୋଟ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ ଆଗତ ହୋଇଛି। ନାଭା ଆପ ଜରିଆରେ ଚଳିତ ଥର…

ହୋଟେଲ୍‌ ରୁମ୍‌ରୁ ମିଳିଲା ସାଂସଦଙ୍କ…

ମୁମ୍ବାଇ: ମୁମ୍ବାଇର ଏକ ହୋଟେଲରୁ ମିଳିଲା ସାଂସଦଙ୍କ ମୃତଦେହ। ମୃତକ ବ୍ୟକ୍ତି ଜଣକ ହେଉଛନ୍ତି ଦାଦାର ନଗର ହାବେଲିର ସାଂସଦ ମୋହନଭାଇ ସଞ୍ଜିଭାଇ ଡେଲକର। ମିଳିଥିବା ସୂଚନା ମୁତାବିକ ତାଙ୍କ ମୃତ ଦେହ ମୁମ୍ବାଇ ମେରାଇନ୍‌ ଡ୍ରାଇଭରେ ଥିବା ଏକ ହୋଟଲେରୁ ମିଳିଛି। ହୋଟେଲରୁ ତାଙ୍କ ହାତଲେଖା ଏକ ସୁଇସାଇଡ୍…

ଓଡ଼ିଶା ବଜେଟ୍‌ ୨୦୨୧-୨୨: ପ୍ରଥମଥର ପାଇଁ…

ଭୁବନେଶ୍ବର: ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ରାଜ୍ୟ ବଜେଟ ଆଗତ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଚଳିତ ଥର ବିଧାନସଭାରେ ଡିଜିଟାଲ ବଜେଟ ଉପସ୍ଥାପନା କରିଛନ୍ତି ନିରଞ୍ଜନ ପୂଜାରୀ। କୋଭିଡ ମହାମାରୀ ପରେ ପ୍ରଥମ ଥର ପାଇଁ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି। ନାଭା ଆପ…

ଡବଲ୍ ଫାଇନ୍ ମାଗିବାରୁ ଟୋଲଗେଟ୍…

ଖଲିକୋଟ୍: ଦୁଇ ଗୁଣ ଟୋଲ ଫି’ ମାଗିବାରୁ ଟୋଲଗେଟୋ ନିକଟରେ ଗଣ୍ଡଗୋଳ। ଗାଡ଼ିରେ ଫାସଟ୍ୟାଗ ବ୍ୟବସ୍ଥା ନଥିବାରୁ ଟୋଲଗେଟ କର୍ମଚାରୀ ବସକୁ ଦୁଇଗୁଣା ଟୋଲ ଫି’ ମାଗିଥିଲେ । ଫଳରେ ଟୋଲଗେଟ କର୍ମଚାରୀ ଓ ଗାଡ଼ିରେ ବସିଥିବା ଲୋକ ହାତାହାତି ହୋଇଛନ୍ତି । ଗତକାଲି ବିଳମ୍ବିତ ରାତ୍ରରେ ବାଲୁଗାଁରୁ ବ୍ରହ୍ମପୁରକୁ…