Odisha Link
Bridging the Missing Links in Odisha
Daily Archives

February 26, 2021

ରାଜ୍ୟରେ କରୋନା: ୯୪ କରୋନା ପଜିଟିଭ୍…

ଭୁବନେଶ୍ବର : ରାଜ୍ୟରେ ଧିରେଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୦୧୮ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୬ ଜଣ…

ଖାକିରେ ଦାଗ, ଭିଜିଲାନ୍ସ ଜାଲରେ ଥାନା…

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ପୁଣି ଆଉ ଜଣେ ସରକାରୀ ବାବୁ। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା । ନିହଲ ପ୍ରସାଦ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଏକ ଯୌତୁକ ଜନିତ ମାମଲାରେ ୩୦୭ଦଫା କାଟିବାକୁ ଲାଞ୍ଚ ନେବା ସମୟରେ ଧରା…

ଗୃହରେ ଆତ୍ମହତ୍ୟା ଧମକ ଦେଲେ ବିଧାୟକ…

ଭୁବନେଶ୍ବର: ବିଧାନସଭାରେ ଆତ୍ମହତ୍ୟା ଧମକ ଦେଲେ ବିଧାୟକ। ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭାରେ ଆତ୍ମହତ୍ୟା ଧମକ ଦେଇଛନ୍ତି। ମଣ୍ଡି ସମସ୍ୟା ପାଇଁ ସେ ଆତ୍ମହତ୍ୟାର ଧମକ ଦେଇଛନ୍ତି। ମଣ୍ଡିରୁ ଧାନ ନଉଠିଲେ ଆତ୍ମହତ୍ୟା କରିବେ ବୋଲି ବିଧାୟକ କହିଛନ୍ତି। ଦୀର୍ଘଦିନ ହେବ ମଣ୍ଡିରେ ଧାନ…

କୁନ୍ଦେଇ ସରପଞ୍ଚ ନିଲମ୍ବିତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ କୁନ୍ଦେଇ ଗ୍ରାମପଞ୍ଚାୟତ ସରପଞ୍ଚ ନିଲମ୍ବିତ। ସରପଞ୍ଚ ସାନରାଜ ଗଣ୍ଡଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । ସେ ଭାରତମାଳା ସଡକ ଯୋଜନାକୁ ବିରୋଧ କରିଆସୁଥିବାରୁ ତାଙ୍କୁ ନିଲମ୍ବିତ କଲା ପଞ୍ଚାୟତିରାଜ ବିଭାଗ ।…

ଟଙ୍କା ନାହିଁ ତ ପ୍ରଚାର ନାହିଁ

ଭୁବନେଶ୍ବର: ଓସ୍କାର ଦୌଡ଼ରେ ଓଡ଼ିଆ ସିନେମା ଥିବା ନ ଥିବା ନେଇ ଦୁଇଦିନ ଧରି ବିବାଦ ଘନେଇବାରେ ଲାଗିଛି। ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡ଼ିଆ ସିନେମା "କାଲିର ଅତୀତ" ଏ ଦୌଡ଼ରେ ସାମିଲ ହୋଇଛି ବୋଲି ପୂର୍ବରୁ ସେ ସୂଚନା ଦେଇଥିବା ବେଳେ ଗତକାଲି ନିଜେ ଶ୍ରୀ ପଣ୍ଡା…

ସରକାର କାହିଁକି ବାଲିନୀତି ଆଣୁ…

ଭୁବନେଶ୍ବର: ଆଜି ବିଧାନସଭା ବଜେଟ୍ ଅଧିବେଶନର  ଅଷ୍ଟମ ଦିବସ। ବାଲି ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ। ସରକାର କାହିଁକି ବାଲିନୀତି ଆଣୁନାହାନ୍ତି ବୋଲି ପ୍ରଶ୍ନ କଲା ବିଜେପି। ବାଚସ୍ପତି ମଧ୍ୟ ଉଦ୍‌ବେଗ ପ୍ରକାଶ ସହ ବାଲି ନୀତିକୁ ନେଇ ପ୍ରଶ୍ନ କଲେ। ଗୃହରେ ବିରୋଧୀଙ୍କ ପ୍ରଶ୍ନର…

ଯାତ୍ରୀଙ୍କ ଠାରୁ ବିପୁଳ ପରିମାଣର…

କୋଝିକୋଡେ: ରେଳ ଷ୍ଟେସନରେ ଜଣେ ଯାତ୍ରୀଙ୍କ ଠାରୁ ମିଳିଲା ବିପୁଳ ମାତ୍ରାରେ ବିସ୍ଫୋରକ । କେରଳ କୋଝିକୋଡେ ରେଳ ଷ୍ଟେସନରେ ୧୦୦ରୁ ଅଧିକ ଜେଲୋଟିନ ଷ୍ଟିକ ଓ ୩୫୦ଟି ଡିଟେନେଟୋର୍ସ ଜବତ କଲା ପୁଲିସ। ଏହି ଘଟଣା ପରେ ପରେ ପୂରା ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି…

ଆଇପିଏଲ ବେଟିଂର ମୁଖ୍ୟ ଅଭିଯୁକ୍ତ ଦିନେଶ…

ବ୍ରହ୍ମପୁର: ଆଇପିଏଲ ବେଟିଂର ମୁଖ୍ୟ ଅଭିଯୁକ୍ତ ଦିନେଶ ରାଠୀ ଗିରଫ। ଦିନେଶକୁ କୋଲାକତାରୁ ଗିରଫ କଲା ବ୍ରହ୍ମପୁର ପୁଲିସ୍। ସେ କୋଲକାତାରୁ ବାଟିଂ ରାକେଟ ଚଳାଉଥିଲେ। ଦିନେଶକୁ କୋଲକାତା ୫ ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଛି ବ୍ରହ୍ମପୁର ପୁଲିସ୍। ଗୋଷାଣିନୁଆଗାଁରେ ୪ ମାସ ତଳେ ଆଇପିଏଲ ବେଟିଂ ବେଳେ…

ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ମୃତଦେହ…

ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ମୃତ ଦେହ ଉଦ୍ଧାର । ସ୍ଥାନୀୟ ଲୋକ ମୃତ ଦେହ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ଜଣକ ହେଲେ ଦୁର୍ଗା ପଣ୍ଡା। ତାଙ୍କ ନିଜ ଘର ହିଞ୍ଜିଳି ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ନୂଆପଲ୍ଲୀ ଅଞ୍ଚଳରେ। ସେ…

ନୀଳଗିରିରେ ହାତୀ ଆତଙ୍କ

ନୀଳଗିରି: ଖାଦ୍ୟ ଅନ୍ବେଷଣ ପାଇଁ ନୀଳଗିରି ସହର ମୁହାଁ କୁଳଡିହା ହାତୀ। ପ୍ରତିଦିନ ହାତୀମାନେ ସ୍ଥାନୀୟ ଅଞ୍ଚଳକୁ ଆସି ଆତଙ୍କ ସୃଷ୍ଟି କରୁଛନ୍ତି। ଜାଉଁରୀ ,ବେତଶୂଳ,ଛୋଟ କାନପୁର ଅଞ୍ଚଳରେ ହାତୀପଲ ଆସି ଧାନ ଚାଉଳ ନଷ୍ଟ କରିବା ସହ ଘର ଦ୍ୱାର ଭାଙ୍ଗୁଛନ୍ତିଆଜି ମଧ୍ୟ ଦୁଇଟି ହାତୀ କୁଳଡିହା ଅଭୟାରଣ୍ୟରୁ…