Odisha Link
Bridging the Missing Links in Odisha
Daily Archives

March 2, 2021

ସବୁ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ହେବ…

ଭୁବନେଶ୍ବର: ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇଛି ବରିଷ୍ଠ ମାନଙ୍କୁ ଟିକାକରଣ। ଏହି ଟିକା କରଣ ଆହୁରି ଜୋରଦାର କରିବେ ରାଜ୍ୟ ସରକାର। ଏଥିପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ। ଏଥିରେ ଅଧିକ ଟିକା କେନ୍ଦ୍ର ଖୋଲିବା ପାଇଁ…

ଘର ମାଲିକକୁ ନିଶା ଦେଇ ଲୁଟିନେଲେ…

ମାଲକାନଗିରି: ମିଠାରେ ନିଶାଦେଇ ଘରମାଲିକଙ୍କ ଘରୁ ଲୁଟିଲେ ଭଡ଼ାଟିଆ। ଏମିତି ଏକ ଘଟଣା ଘଟିଛି ମାଲକାନଗିରି ସଦର ମହକୁମାରେ। ସହରର ଡିଏନକେ ସ୍ଥିତ ସୁନା ବ୍ୟବସାୟୀ ସୁବାଷ ପଟେଲଙ୍କ ଘରେ ଭଡ଼ାରେ ରହୁଥିଲେ ଆନ୍ଧ୍ରପ୍ରଦେଶ ଙ୍ଗୁଟୁର ଜିଲ୍ଲାର ଜଗଦିଶ ଓ ତାଙ୍କ ସ୍ତ୍ରୀ ଅର୍ଚ୍ଚନା। ଗତକାଲି ଲୁଟ କରିବା…

ଗଞ୍ଜାମରେ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍

ବ୍ରହ୍ମପୁର: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଡରାଉଛି କରୋନା। ଗଞ୍ଜାମରୁ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଞ୍ଜାମର ୪ଟି କେସ୍ ପରୀକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ…

୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା…

ଭୁବନେଶ୍ବର: ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ୧୦ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ନୀତି ଆୟୋଗ ଦ୍ୱାରା ଚିହ୍ନଟ ହୋଇଥିବା ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜଳସେଚନ ଭଳି କ୍ଷେତ୍ରରେ ପଛୁଆ ଥିବା ୧୦ ଆକାଂକ୍ଷୀ ଜିଲ୍ଲାରେ ବିକାଶମୂଳକ କାମ ଅନୁଧ୍ୟାନ ପାଇଁ ୧୦ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି ।…

କିଟ୍ ଖରାପ ଯୋଗୁଁ ଭିସୁଟରେ କରୋନା…

ସମ୍ବଲପୁର: ବୁର୍ଲା ଭିସୁଟରରେ କୌଣସି ଛାତ୍ରଛାତ୍ରୀଙ୍କୁ କରୋନା ହୋଇନାହିଁ। କିଟ୍ ଖରାପ ଯୋଗୁଁ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ଆଣ୍ଟିଜେନ କିଟ୍ ଖରାପ ଥିବାରୁ ଏଭଳି ରିପୋର୍ଟ ଆସିଥିବା ବେଳେ ଆରଟି-ପିସିଆର ଟେଷ୍ଟରେ ସମସ୍ତ…

୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍‌…

କୋରାପୁଟ: ଜବତ ହେଲା ପୁଳା ପୁଳା ଜାଲ ନୋଟ୍। କୋଟିଏ କି ଦି କୋଟି ନୁହେଁ ପାଖାପାଖୀ ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ ହୋଇଛି କୋରାପୁଟର।ପଟାଙ୍ଗି ପୁଲିସ ଦ୍ବାରା ସୁଙ୍ଖି ଆଉଟ୍ ପୋଷ୍ଟ ନିକଟରୁ ଏହି ଟଙ୍କା ଜବତ ହୋଇଛି। ସୂଚନାଯୋଗ୍ୟ ଯେ, କାର୍‌ରେ ଛତିଶଗଡ ଯାଉଥିବା ବେଳେ ଜାଲ୍‌ ନୋଟ୍ ଜବତ…

ଛତିଶଗଡ଼ ଦଖଲରେ ଓଡ଼ିଶା ପୋଖରୀ, ପାଣି ପାଇଁ…

ବରଗଡ଼: କୋଟିଆ ପରେ ରାଜ୍ୟରେ ଆହୁରି ଏଭଳି ସ୍ଥାନ ଅଛି ଯାହାକୁ ପଡ଼ୋଶୀ ରାଜ୍ୟ ଦଖଲ କରିବାକୁ କରୁଛି ପ୍ରୟାସ। ଦୀର୍ଘଦିନ ଧରି କୋଟିଆକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଓଡ଼ିଶା ମାଟିରେ ପଡ଼ୋଶୀ ରାଜ୍ୟର ଦଖଲ ଉଦ୍ୟମକୁ ନେଇ ସାମ୍ନାକୁ ଆଉ ଏକ ଖବର। ଖାଲି ରାସ୍ତାଘାଟ ନୁହେଁ ଓଡ଼ିଶାର ଏକ ପୋଖରୀକୁ ବି…

ହଠାତ୍‌ ଓଲଟି ପଡ଼ିଲା ବସ୍‌, ମୃତ୍ୟୁ…

କେନ୍ଦ୍ରାପଡ଼ା: ଆଜି ସକାଳୁ ସକାଳୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା କୁମ୍ଭାରୁଣୀଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ବସ୍‌ ଓଲଟି ପଡ଼ିବାରୁ ୧୦ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ଯାତ୍ରୀ ଗୁରୁତର ଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଆଜି ସକାଳେ ମହାକାଳପଡ଼ଶ…

ଇନଷ୍ଟାଗ୍ରାମରେ ଓଡ଼ିଆ ମଡେଲ ସୁନୀତାଙ୍କ…

ଭୁବନେଶ୍ବର: ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ଓଡ଼ିଆ ମଡେଲ ସୁନୀତା ଗରାବଡ଼ୁ ଏବେ ଚର୍ଚ୍ଚାରେ। ନିଜର ହଟ୍‌ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ସୁନୀତା ଏବେ ଇନଷ୍ଟାଗ୍ରାମରେ ନଗ୍ନ ଫଟୋ ସେୟାର କରି ପୁଣିଥରେ ଚର୍ଚ୍ଚାରେ। ଇନଷ୍ଟାରେ ତାଙ୍କର ଏଭଳି ହଟ୍‌ ଅନ୍ଦାଜର ଫଟୋ ନିଆଁ ଲଗାଇବା…