Odisha Link
Bridging the Missing Links in Odisha
Daily Archives

March 12, 2021

ମାର୍ଚ୍ଚ ୧୫ରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ…

ଭୁବନେଶ୍ବର: ଚଳିତ ବର୍ଷ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫିକି ସହଯୋଗରେ ଆରମ୍ଭ ହେବ ରାଜ୍ୟସ୍ତରୀୟ କୃଷି ମେଳା ‘କୃଷି ଓଡ଼ିଶା’। ଏହି କୃଷି ମେଳା ମାର୍ଚ୍ଚ ୧୫ ତାରିଖରୁ ୧୯ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ। ୫ ଦିନ ଧରି ଏହି କାର୍ଯ୍ୟକ୍ରମ ବରମୁଣ୍ଡାର ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆୟୋଜିତ ହେବ।…

ରାଜଧାନୀରୁ ୫୨ କେଜି ଗଞ୍ଜେଇ ଜବତ

ଭୁବନେଶ୍ବର: ରାଜଧାନୀରେ ଗାଡ଼ି ଚେକିଂ ବେଳେ ଗଞ୍ଜେଇ ଜବତ ହୋଇଛି। ଭୁବନେଶ୍ୱରର ସିଆରପି ଓଭରବ୍ରିଜ୍ ଉପରେ ଆରଟିଓ ୨ ପକ୍ଷରୁ ଚେକିଂ ଚାଲିଥିବାବେଳେ  ଏକ ସ୍କୁଟିରୁ ଗଞ୍ଜେଇ ବ୍ୟାଗ୍ ଜବତ ହୋଇଛି। ଏହି ଗଞ୍ଜେଇକୁ ଚୋରା ଚାଲାଣ କରାଯାଉଥିଲା ବୋଲି ସୂଚନା ମିଳିଛି। ଗୋଟିଏ ସ୍କୁଟିରେ ଏହି ଗଞ୍ଜେଇ ଚାଲାଣ…

ରାଜ୍ୟର ୪୦ ଯୁବ ଅଧ୍ୟାପକଙ୍କୁ ମିଳିବ…

ଭୁବନେଶ୍ୱର: ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧି ପାଇଁ ଗବେଷଣା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ହାସଲ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହୋଇଥିବା ବେଳେ ଯୁବ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ଅର୍ଥରାଶି ଯୋଗାଇଦେବ ରାଜ୍ୟ ସରକାର। ଏଥିପାଇଁ ପ୍ରଥମ…

କରୋନା ଟେଷ୍ଟିଂ: ଜିଲ୍ଲା ଦାୟିତ୍ୱରେ ୬…

ଭୁବନେଶ୍ୱର: ରାଜ୍ୟରେ ଏବେ ଦିନକୁ ଦିନ କରୋନା ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଟେଷ୍ଟିଂ ବଢାଇବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଟେଷ୍ଟିଂକୁ ଦୃଷ୍ଟିରେ ରଖି ପ୍ରତି ଜିଲ୍ଲା ଦାୟିତ୍ୱରେ ୬ ଜଣ ବରିଷ୍ଠ ଡାକ୍ତରଙ୍କୁ ରଖାଯାଇଛି। ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ…

ବନ୍ଦ ହେଲା ବିଜୁ ଯୁବ ବାହିନୀ !

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ସୃଷ୍ଟ ବିଜୁ ଯୁବ ବାହିନୀ ବନ୍ଦ। ବିଜୁ ଯୁବ ବାହିନୀ ବନ୍ଦ ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା। ବିଧାନସଭାରେ ବିଧାୟକ ଭବାନୀ ଭୋଇଙ୍କ ପ୍ରଶ୍ନର ଉତ୍ତର ଦେଇ ବିଜୁ ଯୁବକ ବାହିନୀ ବନ୍ଦ ହୋଇଥିବା କହିଛନ୍ତି ମନ୍ତ୍ରୀ। ମନ୍ତ୍ରୀ ତୁଷାରକାନ୍ତି…

ବିଧାନସଭା: ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହ…

ଭୁବନେଶ୍ୱର: ଆଜିଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ତେବେ ଆରମ୍ଭରୁ ଗୃହରେ ହଟ୍ଟଗୋଳ ହୋଇଛି। ଫଳରେ ପୁଣି ଥରେ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଆଜି ଗୃହ କାର୍ଯ୍ୟ ଆରମ୍ଭରୁ…

ଇତିହାସ ରଚିଲେ ମିତାଲୀ ରାଜ, ଭାରତର…

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଦିନିକିଆ ଅଧିନାୟିକା ମିତାଲୀ ରାଜ ରଚିଲେ ଇତିହାସ। ମତାଲୀ ରାଜ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୦ ହଜାର ରନ୍‌ କରିବାରେ ପ୍ରଥମ ଭାରତୀୟ ଓ ବିଶ୍ବର ଦ୍ବିତୀୟ ମହିଳା ହୋଇଛନ୍ତି। ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା…

ଭିମ୍‌ସାରରେ ଛାତ୍ରଙ୍କୁ ର‍୍ୟାଗିଂ

ସମ୍ବଲପୁର: ଭିମ୍‌ସାରରେ ଛାତ୍ରଙ୍କୁ ର‍୍ୟାଗିଂ। ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କୁ ର‍୍ୟାଗିଂ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ଆଣ୍ଟି ର‍୍ୟାଗିଂ ସେଲ୍‌ର ୧୦ ଜଣିଆ କମିଟି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ମୁତାବକ, ୩ ଦିନ…

ଆଜିଠୁ ‘ସ୍ବାଧୀନତାର ଅମୃତ ମହୋତ୍ସବ’…

ଗାନ୍ଧୀନଗର: ଗୁଜରାଟର ସାବରମତୀ ଆଶ୍ରମରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସ୍ବାଧୀନତାର ଅମୃତ ମହୋତ୍ସବ’ର ଶୁଭାରମ୍ଭ କରିବେ। ଏହା ୭୫ ସପ୍ତାହ ଧରି ପାଳନ କରାଯିବ। ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦସ୍ଥିତ ସାବରମତୀ ଆଶ୍ରମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧା-ସୁମନ…

ବୃଷଭଙ୍କ ଉତ୍ତରିରେ ଲାଗିଲା ନିଆଁ

ନରସିଂହପୁର: ଗତକାଲି ମହାଶିବରାତ୍ରି ଅବସରରେ ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଥିଲା। ଶ୍ରଦ୍ଧାଳୁମାନେ କରୋନା କଟକଣା ମଧ୍ୟରେ ଆସି ମହାଦେବଙ୍କୁ ଦର୍ଶନ କରିଛନ୍ତି। ଏହି ଶୁଭ ଅବସରରେ ବୃଷଭଙ୍କ ଉତ୍ତରିରେ ନିଆଁ ଲାଗି ଯାଇଥିଲା। ଏଭଳି ଅଘଟଣ ଘଟିଛି କଟକ ଜିଲ୍ଲା ନରସିଂହପୁର ନିଜିଗଡ଼ଠାରେ ଥିବା ବାବା…