Odisha Link
Bridging the Missing Links in Odisha
Daily Archives

March 22, 2021

ଘୋଷଣା ହେଲା ୬୭ ତମ ଜାତୀୟ ଚଳଚ୍ଚିତ୍ର…

ମୁମ୍ବାଇ: ଆଜି ୨୦୧୯ ବର୍ଷ ପାଇଁ ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଏଥିରେ ଓଡ଼ିଆର ୩ସିନେମାକୁ ମିଳିଛି ଜାତୀୟ ସିନେ ପୁରସ୍କାର। ସିନେମା ଗୁଡ଼ିକ ହେଲା ‘ଶ୍ରୀକ୍ଷେତ୍ରରୁ ସାହିଜାତ’, ଶଲା ବୁଢାର ବଦଲା, କାଲିର ଅତୀତକୁ ମଧ୍ୟ ସମ୍ମାନିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ…

ମାଲିକ ଘର ସାମ୍ନାରୁ ଡବଲ୍ ଡେକର୍ ବସ୍…

ନୋଏଡା : ଘର ସାମ୍ନାରୁ ଡବଲ ଡେକର ବସ୍ ଚୋରି କରି ନେଇଛନ୍ତି ଲୁଟେରା। ଏହା ଏବେ ପୁଲିସର ନିଦ ହଜେଇ ଦେଇଛି। ବସଟି ଦୁଇ ମାସ ପୂର୍ବରୁ ଚୋରି ହୋଇଥିଲେ ମଧ୍ୟ ପୁଲିସ ଏବେ ସୁଦ୍ଧା ମାମଲା ରୁଜ୍ଜୁ କରିନଥିଲା। କିଛି ଦିନ ପୂର୍ବରୁ ସ୍ଥାନୀୟ ଅଦାଲତଙ୍କ ଆଦେଶ ପରେ ବିସରଖ ଥାନାରେ ବସ ଚୋରି ମାମଲା ରୁଜ୍ଜୁ…

ଛେଳି ଚୋରି କରିବାକୁ ଆସି ବୋଲେରୋ ନେଇ…

ରାଇରଙ୍ଗପୁର : ଛେଳି ଚୋରି କରିବାକୁ ଆସି ବୋଲେରୋ ନେଇ ପଳାଇଲେ ଲୁଟେରା। ବୋଲେରୋକୁ ମୟୂରଭଞ୍ଜ ରାଇରଙ୍ଗପୁର ସହରରୁ ଜବତ କରାଯାଇଛି। ଏହି ଘଟଣାଟି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରୁ ଚୋରି ହୋଇଥିବା ଦୁଇଟି ବୋଲେରୋ ଜବତ ହୋଇଛି। ପ୍ରକାଶ ଯେ, ଏକ ଗ୍ୟାରେଜରେ ରଙ୍ଗ ପାଇଁ ଥିବାବେଳେ ବୋଲେରୋ ଦୁଇଟିକୁ…

ଓଡ଼ିଶାକୁ ଫେରିପାରେ ଲକଡ଼ାଉନ

ଭୁବନେଶ୍ୱର: ରାଜ୍ୟରେ ପୁଣି ମୁଣ୍ଡ ଉଠାଇଲାଣି କରୋନା। ପୁଣି ଓଡ଼ିଶାକୁ ଫେରିପାରେ ଲକଡ଼ାଉନ। ଏହାରି ଭିତରେ କୋଭିଡ ନିୟମ ନମାନିବାର ପରିଣାମନେଇ ସତର୍କ କରାଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ନିମୟ ନମାନିବା ଅର୍ଥ ଲକଡାଉନକୁ ଆମନ୍ତ୍ରଣ କରିବା ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ଦରକାର…

୪ ଅଧିକାରୀଙ୍କ ବିରୋଧରେ…

ଭୁବନେଶ୍ୱର: ରାଜ୍ୟ ସରକାର ୪ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଟିଟିଲାଗଡ ବ୍ଲକର ପୂର୍ବତନ ଏସଇଓ ବଳରାମ ସୁନା ଚାକିରିରୁ ବରଖାସ୍ତ ହୋଇଛନ୍ତି । ସେହିପରି ଆଠମଲ୍ଲିକର ଷ୍ଟାଟିଷ୍ଟିକାଲ ଆସିଟାଣ୍ଟ ବସନ୍ତ ସାହୁ ଚାକିରିରୁ ବରଖାସ୍ତ ହୋଇଛନ୍ତି । ଅନ୍ୟ ୨ ସରକାରୀ ଅଧିକାରୀଙ୍କ…

ଆସନ୍ତାକାଲି କୋଭିଡ ସ୍ଥିତିର ସମୀକ୍ଷା…

ଭୁବନେଶ୍ୱର: ପୁଣି ଡରାଇଲାଣି ମହାମାରୀ କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି। ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟରେ କରୋନା ସଂକ୍ରମଣ ହାର ବୃଦ୍ଧିକୁ ନେଇ ପରେ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ…

XIMBରୁ ୪୫ ଜଣ ପଜିଟିଭ୍‌ ଚିହ୍ନଟ:…

ଭୁବନେଶ୍ୱର: ପୁଣି ଘାରିଲାଣି କରୋନା ଭୟ। ରାଜଧାନୀ ଭୁବନେଶ୍ବରରେ ଥିବା XIMB ଘରୋଇ ଶିକ୍ଷାନୁଷ୍ଠାନରେ ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା। କରୋନା ଆକ୍ରାନ୍ତ ଚିହ୍ନଟ ପରେ ସମସ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରିଂର ସନ୍ଧାନ ଚାଲିଛି। ଅନ୍ୟପକ୍ଷରେ ଉକ୍ତ…

ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ କୃଷି…

ପୁରୀ: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପୁରୀ ଗସ୍ତ କରିଛନ୍ତି। ରାଷ୍ଟ୍ରପତି ପୁରୀରେ ପହଁଞ୍ଚିବା ପରେ ପୁରୀ ହେଲିପ୍ୟାଡରେ ରାଜ୍ୟ ସରକାରଙ୍କ ତରଫରୁ ସ୍ୱାଗତ କରିଥିଲେ କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ।…

‘ଅଧିକ ଛୁଆ ଜନ୍ମ କର, ଅଧିକ…

ଡେରାଡୁନ: ଫଟା ଜିନ୍ସ , ଭାରତକୁ ଆମେରିକା ୨୦୦ ବର୍ଷ ଶାସନ କରିଥିଲା ଏଭଳି କିଛି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଥିବା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ବତ ପୁଣି ଚର୍ଚ୍ଚାରେ। ଏବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଶିଶୁ ଜନ୍ମ କରିବାକୁ ନେଇ ଦେଇଛନ୍ତି ମନ୍ତବ୍ୟ। ଦୁଇ ଶିଶୁ ଜନ୍ମକଲେ, କାହିଁକି…

ଲିଙ୍ଗରାଜ ସେବାୟତଙ୍କୁ କରୋନା

ଭୁବନେଶ୍ୱର: ପୁଣି ଡରାଇଲାଣି କରୋନା କାୟା। ଓଡ଼ିଶାରେ କରୋନା ଗ୍ରାଫ୍‌ ମଧ୍ୟ ଧୀରେ ଧୀରେ ଉପର ମୁହାଁହେଉଛି। ରାଜ୍ୟରେ ଗତ କିଛି ଦିନ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଉପରେ ରହୁଛି। ଏହାରି ମଧ୍ୟରେ ଆଜି ଲିଙ୍ଗରାଜ ମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେବାୟତଙ୍କ ସହ…