Odisha Link
Bridging the Missing Links in Odisha
Daily Archives

June 3, 2021

ଏମିତି ବି ଆସେ ମୃତ୍ୟୁ: ବାପାଙ୍କ ମୃତ୍ୟୁ…

କେନ୍ଦ୍ରାପଡ଼ା: ବାପାଙ୍କ ମୃତ୍ୟୁ ଖବର ପାଇ ସ୍କୁଟିରେ ଘରକୁ ଫେରୁଥିଲା ପୁଅ। ମାତ୍ର ବାଟରେ ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଭମଣ୍ଡା ଗାଁରେ। ସୂଚନା ମୁତାବକ, ଗାଁର ବଶିଷ୍ଟ ସାମଲ କର୍କଟ ରୋଗରେ ପୀଡିତ ଥିଲେ। ଗତ ୧…

ରଜ ବେଳକୁ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ବର: ରଜ ବେଳକୁ ଓଡ଼ିଶାରେ ମୌସୁମୀ ବାୟୁ ଆସିବାର ସମ୍ଭାବନା ରହିଛି। ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁବା ପରେ ଏହା ସ୍ପଷ୍ଚ ହୋଇଛି। ସାଧାରଣତଃ ମୌସୁମୀ କେରଳ ଛୁଇଁବାର ୧୦ରୁ ୧୨ ଦିନ ପରେ ଓଡ଼ିଶା ଆସିଥାଏ। ସ୍ବାଭାବିକ ଭାବେ ଜୁନ୧ରେ ମୌସୁମୀ କେରଳ ଛୁଇଁଲେ ଓଡ଼ିଶାରେ ଜୁନ ୧୦ରୁ ୧୨…

ବେଆଇନ ଔଷଧ କିଣିବା, ମହଜୁଦ କରିବା ଓ…

ନୂଆଦିଲ୍ଲୀ: ବେଆଇନ କୋଭିଡ-୧୯ ଔଷଧ ଫ୍ୟାବିଫ୍ଲୁ କିଣିବା, ମହଜୁଦ ରଖିବା ଓ ବାଣ୍ଟିବା ମାମଲାରେ ଗୌତମ ଗମ୍ଭୀର ଫାଉଣ୍ଡେସନ ଦୋଷୀ ଏହି ମାମଲାର ପୁରା ଯାଞ୍ଚ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଦିଲ୍ଲୀ କରିବା ପରେ ଆଜି ନିଜର ରିପୋର୍ଟ ଦାଖଲ କରିଛି। ଏବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୯ ତାରିଖରେ ହେବ।…

ସନ୍ନି ଦେଓଲଙ୍କ ନିଖୋଜ ପୋଷ୍ଟର

ଗୁରୁଦାସପୁର: ସନ୍ନି ଦେଓଲଙ୍କ ନିଖୋଜ ପୋଷ୍ଟର। ନବଜୋତ ସିଂ ସିଦ୍ଧୁଙ୍କ ପରେ ଏବଂ ସନ୍ନି ଦେଓଲଙ୍କ ନିଖୋଜ ହେବା ନେଇ ପୋଷ୍ଟର ଲଗାଯାଇଛି। ଗୁରୁଦାସପୁରରେ କଂଗ୍ରେସ ସାଂସଦ ସନ୍ନି ଦେଓଲଙ୍କ ନିଖୋଜ ହେବା ନେଇ ପୋଷ୍ଟର ଲଗାଯାଇଛି। ପୋଷ୍ଟରରେ ଲେଖାଯାଇଛି ଯେ, ସନ୍ନି ଦେଓଲଙ୍କୁ ଯିଏ ପାଇବ ସେ ପଠାନକୋଟ…

ବୁଲା ପଶୁଜନ୍ତୁଙ୍କ ପାଇଁ ୬୭.୫୨ଲକ୍ଷ…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନ ଜାରି କରିଛନ୍ତି। ଲକଡାଉନରେ କାରଣରୁ ଜନସାଧାରଣଙ୍କ ସହ ବୁଲା ପଶୁଜନ୍ତୁ ମଧ୍ୟ ପ୍ରଭାବିତ ହୋଇଛନ୍ତି। ତେବେ ଏହି ଲକଡାଉନ ସମୟରେ ପଶୁଜନ୍ତୁଙ୍କଙ୍କୁ ଖାଦ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଖର୍ଚ୍ଚ କରାଯିବା ନେଇ…

ରାଜ୍ୟ ସରକାର ତୃତୀୟ ଲହର ପାଇଁ…

ଭୁବନେଶ୍ବର: କରୋନାର ତୃତୀୟ ଲହରକୁ ନେଇ ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ସେ, କହିଛନ୍ତି, ଏମିତି ବହୁତ ସଂକ୍ରମଣର ଅନେକ ଗୁଡିଏ ଲହର ଆସିବାର ନଜର ରହିଛି। ମାତ୍ର ଥାର୍ଡ ୱେଭ କେବେ ଆସିବ ଓ ଏହାର ପ୍ରଭାବ କେମିତି ରହିବ ତାହା କହିବା ଅସମ୍ଭବ। ତଥାପି ରାଜ୍ୟ ସରକାର ତୃତୀୟ ଲହର ପାଇଁ…

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା…

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ ସାହୁଙ୍କ ପରଲୋକ। ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଚେୟାରମ୍ୟାନ ବିଜୟ ସାହୁଙ୍କ ଆଜି ମୃତ୍ୟୁ ହୋଇଛି। ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି।  ତାଙ୍କର ପରଲୋକ ନେଇ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଲୋକ ସମ୍ପର୍କ ଅଧିକାରୀ…

୧୫ ଦିନ ମଧ୍ୟରେ ମୂଲ୍ୟାୟନ ପଦ୍ଧତି…

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ପରୀକ୍ଷା ବାତିଲ ହେବା ପରେ ଏବେ ମୂଲ୍ୟାୟନକୁ ନେଇ ଛାତ୍ରଛାତ୍ରୀ ଅଭିଭାବକଙ୍କ ମନରେ ଦ୍ୱନ୍ଦ୍ୱ ଲାଗି ରହିଛି। ତେବେ ଆସନ୍ତା ୧୫ ଦିନ ମଧ୍ୟରେ ମୂଲ୍ୟାୟନ ପଦ୍ଧତି ପ୍ରସ୍ତୁତ ହେବ ବୋଲି ସିବିଏସଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏନେଇ ସିବିଏସଇ ସମ୍ପାଦକ ଅନୁରାଗ ତ୍ରିପାଠୀ…

ନୀତି ଆୟୋଗର ବିକାଶ ସୂଚକାଙ୍କ ରିପୋର୍ଟ:…

ନୂଆଦିଲ୍ଲୀ: ନୀତି ଆୟୋଗର ବିକାଶ ସୂଚକାଙ୍କ ୨୦୨୦-୨୧ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ୧୭ଟି ବିଷୟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ପ୍ରଦର୍ଶନକୁ ଆକଳନ କରାଯାଇଛି। ଏଥିରେ ମୁଖ୍ୟତଃ ସାମାଜିକ, ଆର୍ଥିକ ଓ ପରିବେଶ ସ୍ଥିତିକୁ ବିଚାରକୁ ନିଆଯାଇଛି। ଦିଲ୍ଲୀରେ ଏହି ରିପୋର୍ଟକୁ ଉନ୍ମୋଚନ କରିଛନ୍ତି…

ବାବା ରାମଦେବଙ୍କୁ ସମନ

ନୂଆଦିଲ୍ଲୀ: ବାବା ରାମଦେବ ପିଛା ଛାଡୁନି ବିବାଦ। ପୁଣି ଅଡୁଆରେ ପଡିଛନ୍ତି ଯୋଗଗୁରୁ ବାବା ରାମଦେବ। ଦିଲ୍ଲୀ ହାଇକୋର୍ଟ ଯୋଗଗୁରୁ ବାବା ରାମଦେବଙ୍କୁ ସମନ ଜାରି କରିଛି। ଦିଲ୍ଲୀ ମେଡିକାଲ୍ ଆସୋସିଏସନ୍ ପକ୍ଷରୁ ଦାୟର କରାଯାଇଥିବା ଏକ ମାମଲା ଆଧାରରେ କୋର୍ଟ ଏହି ସମନ ପଠାଇଥିବା ଜଣାପଡିଛି। ସୂଚନା…