Odisha Link
Bridging the Missing Links in Odisha
Daily Archives

June 3, 2021

ପ୍ରାକୃତିକ ଉପାୟରେ ଇମ୍ୟୁନିଟି ବୃଦ୍ଧି…

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ବର୍ତ୍ତମାନ ଟିକାକରଣ ଓ ଇମ୍ୟୁନିଟି ପାୱାର ବଢାଇବାକୁ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ମହାମାରୀରେ ଅଧିକ ସଂକ୍ରମିତ ହୋଇଥିବା ଦିଲ୍ଲୀବାସୀଙ୍କ ଇମ୍ୟୁନିଟି ଶକ୍ତି ବଢାଇବାକୁ ସରକାର ଏବେ ନୂଆ ଯୋଜନା ଗ୍ରହଣ କରିବାକୁ ଯାଉଛନ୍ତି। ଏଥିପାଇଁ ଦିଲ୍ଲୀ ସରକାର…

WTC ଫାଇନାଲ: ଇଂଲଣ୍ଡ ଗସ୍ତରେ ଟିମ୍‌…

ମୁମ୍ବାଇ: ବିଶ୍ବ ଟେଷ୍ଟ ଚାମ୍ପିଆନସିପ୍‌ ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ୍‌ ଇଣ୍ଡିଆ। ଜୁନ୍‌ ୧୮ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ଖେଳିବ ଟିମ୍‌ ଇଣ୍ଡିଆ। ଇଂଲଣ୍ଡର ସାଉଥ ହମ୍ପଟନ୍‌ରେ ଖେଳାଯିବ ଏହି ମହା ମୁକାବିଲା। ଏଥିପାଇଁ ୨ ତାରିଖ ରାତିରେ ବିରାଟ ବିଗ୍ରେଡ ମୁମ୍ବାଇରୁ…

ସୁଶାନ୍ତ ରାଜପୁତଙ୍କ ବଡିଗାର୍ଡଙ୍କୁ…

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ନସିବିର ତଦନ୍ତ ଜାରି ରହିଛି। ଏନସିବି ସୁଶାନ୍ତଙ୍କ ସେବକ ନୀରଜ ଏବଂ କେଶବଙ୍କୁ ପଚରାଉଚରା କରିବା ପରେ ଏବେ ସୁଶାନ୍ତ ରାଜପୁତଙ୍କ ବଡିଗାର୍ଡଙ୍କୁ ସମନ ପଠାଇଛି ଏନସିବି। ପୂର୍ବରୁ ମଧ୍ୟ ସୁଶାନ୍ତଙ୍କ ବଡିଗାର୍ଡଙ୍କୁ ପଚରାଉଚରା କରାଯାଇଥିଲା।…

କେରଳ ଛୁଇଁଲା ମୌସୁମୀ

ଭୁବନେଣ୍ବର: ଆଜି କେରଳ ଛୁଇଁଲା ମୌସୁମୀ। ଆଇଏମଡି ପୂର୍ବାନୁମାନ ସତ ହୋଇଛି। ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି। କେରଳର ଦକ୍ଷିଣାଞ୍ଚଳକୁ ମୌସୁମୀ ଛୁଇଁଥିବା ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି। ମୌସୁମୀ ଆଜି କେରଳ ଛୁଇଁବ ବୋଲି ଆଇଏମଡି ପୂର୍ବାନୁମାନ କରିଥିଲା। ତେବେ କେରଳ ଛୁଇଁବାର…

ଆସୁଛି ଆଉ ଏକ ସ୍ୱଦେଶୀ ଟିକା, ୩୦ କୋଟି…

ନୂଆଦିଲ୍ଲୀ: ଆସୁଛି ଆଉ ଏକ ସ୍ୱଦେଶୀ ଟିକା। ଭାରତ ବାୟୋଟେକର କୋଭାକ୍ସିନ ଟିକା ପରେ ବାୟୋଲୋଜିକାଲ-ଇ ଆଣୁଛି କୋଭିଡ ଟିକା। କରୋନାର ଦ୍ୱିତୀୟ ଲହରରେ ଟିକାର ଅଭାବ ଦେଖାଯାଉଥିବା ବେଳେ ଆଉ ଏକ ସ୍ୱଦେଶୀ ଟିକାର ୩୦ କୋଟି ଡୋଜ୍ ଅର୍ଡର କରିଛନ୍ତି କେନ୍ଦ୍ର ସରକାର। ହାଇଦ୍ରାବାଦ ସ୍ଥିତ ମେସର୍ସ…

ଶ୍ରୀମନ୍ଦିର ପଶ୍ଚିମଦ୍ୱାର ଦାନବାକ୍ସରୁ…

ପୁରୀ: ଶ୍ରୀମନ୍ଦିର ପଶ୍ଚିମଦ୍ୱାର ନିକଟରେ ଥିବା ବିଶ୍ୱଶାନ୍ତି ଅଖଣ୍ଡ ହରିନାମ ସଂକୀର୍ତ୍ତନ ମନ୍ଦିରରୁ ଦାନବାକ୍ସ ଲୁଟ୍। ଗତକାଲି ବିଳମ୍ବିତ ରାତିରେ କେହି ମନ୍ଦିରର ଦାନବାକ୍ସ ତାଡି ଚୋରି କରିଥିବା ଅଭିଯୋଗ ହୋଇଛି। ଏନେଇ ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି ମନ୍ଦିର ପୂଜକ। ଦାନବାକ୍ସରେ କେତେ…

ଟାଇଗର ଶ୍ରଫ ଏବଂ ଦିଶା ପଟାନୀଙ୍କ…

ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫ ଏବଂ ଦିଶା ପଟାନୀଙ୍କ ବିରୋଧରେ ଏଫଆଇଆର ରୁଜୁ। ମୁମ୍ବାଇ ପୋଲିସ ଏହି ମାମଲା ରୁଜୁ କରିଛି। କରୋନା ପ୍ରତିବନ୍ଧକ ଉଲ୍ଲଂଘନ କରିବା କାରଣରୁ ଉଭୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମୁମ୍ବାଇ ପୋଲିସର ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ପୋଲିସ କହିଛି ଯେ,…

ବିଧାନସଭା ପରିସରରେ ବିଜୟଶ୍ରୀ…

ଭୁବନେଶ୍ୱର: ଆଜି ପଞ୍ଚଭୂତରେ ବିଲୀନ ହେବ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କର ମରଶରୀର। ଏହା ପୂର୍ବରୁ ତାଙ୍କ ମରଶରୀରକୁ ବିଜେଡି ମୁଖ୍ୟାଳୟକୁ ନିଆଯାଇଥିଲା। ସେଠାରେ ଦଳୀୟ କର୍ମକର୍ତ୍ତା ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ବିଧାନସଭା ନିଆଯାଇଥିଲା ମରଶରୀର…

ରାଜ୍ୟରେ କରୋନା: ୮୮୩୯ ଆକ୍ରାନ୍ତ…

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ହାର ଗତ କିଛି ଦିନ ହେଲା କମୁଥିଲେ ମଧ୍ୟ ମୃତ୍ୟୁହାରରେ ବ୍ରେକ୍‌ ଲାଗୁନି। ଗତ ୨୪ ଘଣ୍ଟାରେ ୮୮୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୯୪୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୩୮୯୧ଟି ହେଉଛି ଲୋକାଲ୍ କେସ୍‌ ରହିଛି। ସେହିପରି ରାଜ୍ୟରେ ଆଉ ୪୨…

ଜାଲ୍ ସାର୍ଟିଫିକେଟ୍ ଦେଇ ପଦୋନ୍ନତି…

ଭୁବନେଶ୍ୱର: ଜାଲ୍ ସାର୍ଟିଫିକେଟ୍ ଦେଇ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପିତା ଅଭୟ କୁମାର ମହାନ୍ତି ସିନିୟର ଅଧ୍ୟାପକରୁ ରିଡର ପାହ୍ୟାକୁ ପଦୋନ୍ନତି ପାଇଥିବା କନ୍ଦରପୁର କଲେଜର ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକଙ୍କୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ କଡ଼ା ଭାଷାରେ ଭର୍ତ୍ସନା କରିଛି। ଏହାସହିତ ସେ ଦାବି…