Odisha Link
Bridging the Missing Links in Odisha
Daily Archives

June 19, 2021

ଶିଶୁ ବିକ୍ରି ମାମଲା: ମାଳିସାହିରୁ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଶିଶୁ ବିକ୍ରି ମାମଲା। ବିକ୍ରି ହୋଇଥିବା ଶିଶୁକୁ ମାଳି ସାହିରୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍। ଛୁଆ ନଥିବାରୁ ୧୦ହଜାର ଟଙ୍କାରେ ଶିଶୁ ପୁତ୍ରକୁ ଜଣେ ମହିଳା କିଣିଥିଲେ। ୧୦ ଦିନର ଶିଶୁ ପୁତ୍ରକୁ ୧୦ ହଜାର ଟଙ୍କାରେ ବିକ୍ରି ନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେବା…

ଲକଡାଉନ କୋହଳ ନେଇ କେନ୍ଦ୍ରର ପାଞ୍ଚ…

ନୂଆଦିଲ୍ଲୀ: ଲକଡାଉନ କୋହଳ ନେଇ ସବୁ ରାଜ୍ୟଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର। କୋହଳ କଟକଣା ଯୋଗୁ ଜନଗହଳି ସୃଷ୍ଟି ହେଉଥିବାରୁ ବିଭନ୍ନ ଗାଇଡଲାଇନ ପାଳନ ପାଇଁ ୫ ସୂତ୍ରୀ ପରାମର୍ଶ ଦେଇଛି କେନ୍ଦ୍ର। କୋଭିଡ ନିୟନ୍ତ୍ରଣ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ, ଟେଷ୍ଟ-ଟ୍ରାକ-ଟ୍ରିଟ ଓ ଟିକାକରଣ ଉପରେ…

ଆହୁରି ସଶକ୍ତ ହେବ ଭାରତୀୟ ବାୟୁସେନା,…

ନୂଆଦିଲ୍ଲୀ: ଆହୁରି ସଶକ୍ତ ହେବ ଭାରତୀୟ ବାୟୁସେନା। ଆଗାମୀ ବର୍ଷ ସୁଦ୍ଧା ବାୟୁସେନାରେ ୩୬ଟି ଲଢ଼ୁଆ ବିମାନ ରାଫେଲ୍ ସାମିଲ ହେବ। ଏନେଇ ଆଜି ଭାରତୀୟ ବାୟୁସେନାର ପ୍ରମୁଖ ଏୟାରମାର୍ଶଲ ଆରକେଏସ୍ ଭଦୌରିଆ ସୂଚନା ଦେଇଛନ୍ତି। ଆରକେଏସ୍ ଭଦୌରିଆ କହିଛନ୍ତି ଯେ, ବର୍ତ୍ତମାନ ଏନେଇ ଉଦ୍ୟମ ଜାରି ରହିଛି। ଖୁବ୍…

ଡେଲଟା ପ୍ଲସ ଭୂତାଣୁ ଚିହ୍ନଟ: ଆଇଏଲ୍‌ଏସ୍…

ନୂଆଦିଲ୍ଲୀ: ଦେଶରେ ୬ଟି ଡେଲଟା ପ୍ଲସ ଭୂତାଣୁ ଚିହ୍ନଟ। ଏନେଇ ସୂଚନା ଦେଇଛନ୍ତି ଆଇଏଲ୍‌ଏସ୍ ନିର୍ଦେଶ ଅଜୟ ପରିଡା। ଏଥି ମଧ୍ୟରୁ ଝାଡ଼ଖଣ୍ଡ,ପଶ୍ଚିମବଙ୍ଗର ଦୁଇଟି ରହିଥିବା ଜଣାପଡିଛି। ୪ଟି ରାଜ୍ୟ ବିହାର, ଛତିଶଗଡ଼, ଓଡିଶା ଓ ଝାଡ଼ଖଣ୍ଡର ସାମ୍ପୁଲକୁ ନେଇ ଆଇଏଲଏସ୍ ଜିନମ ସିକ୍ୟୁଏନସିଂ ହେଉଛି। ଅଧିକ…

ଡ୍ରଗ୍ସ ନିଶାରେ ମା’କୁ ଦୁଷ୍କର୍ମ କଲା…

ମାଦ୍ରିଦ୍: ମା’ ପୁଅର ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଲା ପୁଅ। ଡ୍ରଗ୍ସ ନିଶାରେ ମା’କୁ କଲା ଦୁଷ୍କର୍ମ। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ସ୍ପେନର ଲସ୍ ପାଲମସ୍‌ରେ। ସୂଚନା ମୁତାବକ, ଏକ ୧୬ ବର୍ଷର ନାବାଳକ ନିଜ ମା’କୁ ଦୁଷ୍କର୍ମ କରିଛି। ଏହାପରେ ପୀଡ଼ିତା ମା’ ନିଜେ ପୁଲିସ୍କୁ ଫୋନ୍ କରି ପୁଅର ଏପରି…

ଅନ୍‌ଲାଇନ୍ କ୍ଳାସ୍ ସମୟରେ ଫାଟିଲା…

ଫୁଲବାଣୀ: ଅନଲାଇନ୍ କ୍ଲାସ୍ ସମୟରେ ଫାଟିଲା ମୋବାଇଲ। ଏହି ଦୁର୍ଘଟଣାରେ ଛାତ୍ର ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ଜିଲ୍ଲାରେ। ସୂଚନା ମୁତାବକ, ସାତ୍ତ୍ୱିକ ଫୁଲବାଣୀ ପବ୍ଲିକ ସ୍କୁଲରେ ନବମ ଶ୍ରେଣୀର ଛାତ୍ର। ସବୁଦିନ ଭଳି ଆଜି ବି ଅନଲାଇନରେ ପଢୁଥିଲେ। କ୍ଲାସ୍…

ଟିକା ନେବା ପରେ ବି ନିୟମ ମାନନ୍ତୁ

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। ଏଥିସହିତ ରାଜ୍ୟରେ ଟିକାକରଣ କାର୍ଯ୍ୟ ଚାଲି ରହିଛି। ଏସବୁ ସତ୍ତ୍ବେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଟିକା ନେବା ପରେ କୋଭିଡ ହେବନି ଏପରି କିଛି…

ଲାଇଭରେ ଫ୍ୟାନ୍ସଙ୍କୁ ଯୋଗ କରାଇବେ…

ମୁମ୍ବାଇ: ଆଉ ଦୁଇ ଦିନ ପରେ ସାରା ବିଶ୍ବ ପାଳନ କରିବ ବିଶ୍ବ ଯୋଗ ଦିବସ। ଏହାପୂର୍ବରୁ ବି-ଟାଉନର ଷ୍ଟାର କଳାକାର ମଲାଇକା ଅରୋରା ଫ୍ୟାନ୍ସଙ୍କୁ ଯୋଗ କରିବା ପାଇଁ ପ୍ରେରଣା ଦେଇଛନ୍ତି। ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଏବେ ଚର୍ଚ୍ଚାରେ ବି-ଟାଉନର ଚର୍ଚ୍ଚିତ ଅଭିନେତ୍ରୀ। ଏଥିସହିତ ସେ ତାଙ୍କ ଫ୍ୟାନ୍ସ…

ବିଶ୍ବ ଯୋଗ ଦିବସ, ଜାଣନ୍ତୁ କିଛି ଅଜଣା…

ଭୁବନେଶ୍ବର: ଜୁନ୍‌ ୨୧ ତାରିଖରେ ପାଳିତ ହେବ ବିଶ୍ବ ଯୋଗ ଦିବସ। ଆଉ ୨ ଦିନ ପରେ ସାରା ବିଶ୍ବ ପାଳନ କରିବ ଯୋଗ ଦିବସ। ତେବେ ଯୋଗ ସମ୍ପର୍କୀତ କିଛି ତଥ୍ୟ ଆଜି ଆମେ ଆପଣଙ୍କୁ କହିବୁ। ସଂସ୍କୃତର 'ୟୁଜ୍' ଧାତୁରୁ ଯୋଗର ଉତ୍ପତି। ଯାହାର ଅର୍ଥ ଯୋଡ଼ିବା। ଶରୀର, ମନ ଏବଂ ଆତ୍ମାକୁ ଗୋଟିଏ ସୂତ୍ରରେ ଯୋଡ଼ିବା…

ନିଜ ଝିଅଙ୍କୁ ବାରମ୍ବାର ଧର୍ଷଣ,…

ମାଙ୍ଗାଲୁରୁ: ଏକ ମଧୁର ସମ୍ପର୍କର ନାମ ବାପା। ଆଉ ବାପା-ଝିଅର ସମ୍ପର୍କ ସବୁଠୁ ନିଆରା। ହେଲେ ମଧୁର ସମ୍ପର୍କକୁ ଭୁଲିଗଲା ପିଶାଚ ବାପା। ନିଜ ଜନ୍ମିତ ଦୁଇ ଝିଅଙ୍କୁ ବାରମ୍ବାର ଧର୍ଷଣ କରିବା ଅଭିଯୋଗରେ ୪୨ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ। ଏମିତି ଏକ ଅଭାବନୀୟ ଖବର ଆସିଛି କର୍ଣ୍ଣାଟକର…