Odisha Link
Bridging the Missing Links in Odisha
Monthly Archives

February 2022

୨୩ରେ ସାନି ମତଦାନ, ମୋଟ ୪୬ଟି ସ୍ଥାନରେ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ସରିଛି ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଆଉ ଆସନ୍ତାକାଲି ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ପ୍ରସ୍ତୁତି ଶେଷ। ଏସବୁ ମଧ୍ୟରେ ସାମ୍ନାକୁ ଆସିଛି ବଡ଼ ଖବର। ଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ଯେଉଁ ୪୬ଟି ସ୍ଥାନରେ ବିଭିନ୍ନ…

କାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୫୬.୫୩…

ଓଏଲ୍‌ ବ୍ୟୁରୋ: ସରିଛି ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଆସନ୍ତାକାଲି ଅର୍ଥାତ୍‌ ରବିବାର ଦିନ ରାଜ୍ୟ୍ୟରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ରାଜ୍ୟର ୧୭୧ଟି ଜିଲ୍ଲା ପରିଷଦ ଆସନ, ୧୩୮୨ ପଞ୍ଚାୟତରେ ଉଭୟ ସରପଞ୍ଚ ଓ…

ମହାବାହୁଙ୍କ ଆର୍ଶୀବାଦ ନେଲେ ମହାମହିମ

ଓଏଲ୍‌ ବ୍ୟୁରୋ: ମହାବାହୁଙ୍କୁ ଦର୍ଶନ କଲେ ମହାମହିମ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଦାମୂର୍ତ୍ତୀଙ୍କ ଆଶୀର୍ବାଦ ନେଇଛନ୍ତି। ସପରିବାର ସହ ମହାବାହୁଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ମିଳିଥିବା ସୂଚନା ମୁତାବିକ,…

ପଞ୍ଚାୟତ ନିର୍ବାଚନ: କାଲି ୨ୟ ପର୍ଯ୍ୟାୟ,…

ଓଏଲ୍‌ ବ୍ୟୁରୋ: ୨୦୨୪ ଫାଇନାଲ ପୂର୍ବରୁ ସାରା ରାଜ୍ୟରେ ହେଉଛି ସେମି ମୁକାବିଲା। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ। ରାଜ୍ୟରେ ବୁଧବାର ଆରମ୍ଭ ହୋଇ ସାରିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଦିନ ଅନୁଷ୍ଠିତ ହେବ। ଏଥିପାଇଁ ଗତକାଲି ଶେଷ…

୪୫ ଦିନରେ ୨୩ ସରକାରୀ ବାବୁ ଗିରଫ

ଓଏଲ୍‌ ବ୍ୟୁରୋ: ଆକ୍ସନ ମୋଡରେ ଓଡ଼ିଶା ଭିଜିଲାନ୍ସ। ମୋ ସରକାର ଯୋଜନାକୁ ଅଧିକ ପ୍ରାଧାନ୍ୟ ଦେଇ ବଡ଼ ବଡ଼ କାର୍ଯ୍ୟାନୁଷ୍ଠାନ ନେଉଛି ଭିଜିଲାନ୍ସ ଟିମ୍। ଗତ ଦେଢ଼ମାସ ଅର୍ଥାତ୍‌ ୪୫ ଦିନ ଭିତରେ ୨୩ ଜଣ ସରକାରୀ ଚାକିରିଆଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏଥିସହିତ ୩୧ଟି ମାମଲା ରୁଜୁ କରିଛି। ଗିରଫ ଅଧିକାରୀଙ୍କ…

ମୃତ୍ୟୁର କୂଅ! ଚାଲିଗଲା ୧୩ ଜୀବନ

ଓଏଲ୍‌ ବ୍ୟୁରୋ: ଧୁମଧାମରେ ଚାଲିଥିଲା ବାହାଘର। ବିବାହ ଉତ୍ସବରେ ମସଗୁଲ ଥିଲେ ସମସ୍ତେ। ହେଲେ ହଠାତ୍‌ ସବୁ ପଡ଼ିଗଲା ଫିକା। ମଉଳିଗଲା ଖୁସି ଆଉ ଶୁଭିଲା କାନ୍ଦ ବୋବାଳିର ଚିତ୍କାାର। ଅସାବଧାନତା ଯୋଗୁଁ କୂଅରେ ଖସିପଡ଼ି ଚାଲିଗଲା ୧୩ ଜଣଙ୍କ ଜୀବନ। ଉତ୍ତର ପ୍ରଦେଶର କୁଶିନଗରରେ ଘଟିଛି ବଡ଼ ଅଘଟଣ। କୂଅରେ…

ଆଶାୟୀ ପ୍ରାର୍ଥୀଙ୍କ ଲିଖିତ ପରୀକ୍ଷା କଲା…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଆରମ୍ଭ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ବୁଧବାର ପ୍ରଥମ ପର୍ଯ୍ୟାୟ ଭୋଟିଂ ସରିଥିବା ବେଳେ ଶୁକ୍ରବାର ସାରା ରାଜ୍ୟରେ ଅନୁଷ୍ଠିତ ହେବ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ। ଏହାପୂର୍ବରୁ ସରପଞ୍ଚ ଓ ସମିତିସଭ୍ୟ ଆଶାୟୀ ପ୍ରାର୍ଥୀ ଦେଇଛନ୍ତି ଲିଖିତ ପରୀକ୍ଷା। ଏହି ପରୀକ୍ଷାରେ ଯେଉଁ…

ନକଲି ଡାକ୍ତରଙ୍କ ୧୪ ନୁହେଁ ୧୭…

ଓଏଲ୍‌ ବ୍ୟୁରୋ: ଆପଣମାନେ ଗପରେ ଗପରେ ରାଜାଙ୍କ ଅନେକ ରାଣି ଥିବା କଥା ଶୁଣିଥିବେ ନିଶ୍ଚୟ। ହେଲେ ତାହା ସତ ପ୍ରମାଣିତ ହୋଇଛି। ବାସ୍‌ ରାଜାଙ୍କ ସ୍ଥାନରେ ଜଣେ ନକଲି ଡାକ୍ତରଙ୍କ ରହିଛନ୍ତି ଯାହାଙ୍କ ରହିଛି ଏକାଧିକ ଅର୍ଦ୍ଧାଙ୍ଗିନ। ଯାହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା। ୧୪ ଜଣ ମହିଳାଙ୍କୁ ବିବାହ…

ଶ୍ରେୟସ୍‌ ଆୟର ନୂଆ ଅଧିନାୟକ

ଓଏଲ୍‌ ବ୍ୟୁରୋ: ସରିଲା ମେଗା ଅକ୍ସନ। ଆରମ୍ଭ ହେଲା ରୋମାଞ୍ଚ। ସମସ୍ତ ଦଳ ନିଜ ମନପସନ୍ଦର ଖେଳାଳି ନେଇ ସାରିବା ପରେ ଏବେ ସମସ୍ତଙ୍କ ନଜର ଟାଇଟଲ ଉପରେ। ଚଳିତ ବର୍ଷ ମୋଟ ୧୦ଟି ଦଳ ଇଣ୍ଡିଆନ୍‌ ପ୍ରିମିୟର ଲିଗରେ ଦେଖାଇବେ ଚମକ। ଏଥିପାଇଁ ବିଭିନ୍ନ ଦଳ ଆପଣେଇଛନ୍ତି ଭିନ୍ନ ଭିନ୍ନ ରଣକୌଶଳ। ଏସବୁ ମଧ୍ୟରେ…

ପଞ୍ଚାୟତ ନିର୍ବାଚନ: ସରିଲା ପ୍ରଥମ…

ଓଏଲ୍‌ ବ୍ୟୁରୋ: କରୋନା କାଳରେ ରାଜ୍ୟରେ ଅନୁଷ୍ଠିତ ହୋଇଛି ପଞ୍ଚାୟତ ନିର୍ବାଚନ ୨୦୨୨। କଡ଼ା ସୁରକ୍ଷା ମଧ୍ୟରେ ଶେଷ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ। ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ହୋଇଥିଲା। ଦିନ ୧ଟା ସୁଦ୍ଧା ରାଜ୍ୟରେ ୬୦ ପ୍ରତିଶତ ମତଦାନ ହୋିଛି।…