Odisha Link
Bridging the Missing Links in Odisha
Monthly Archives

March 2022

ଏପ୍ରିଲ ୨୯ରୁ ମାଟ୍ରିକ୍‌ ପରୀକ୍ଷା:…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଏପ୍ରିଲ୍‌ ୨୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା। ମେ'୭ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଏଥିପାଇଁ ମାଧ୍ୟମିକ ପରିଷଦ କରୁଛି ଜୋରଦାର ପ୍ରସ୍ତୁତି। ଏସବୁ ମଧ୍ୟରେ ବୋର୍ଡ ପରୀକ୍ଷା ନେଇ ବିସ୍ତୃତ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ। ସାମ୍ବାଦିକ ସମ୍ମିଳନୀରେ…

୧୦୮ ଆମ୍ବୁଲାନ୍ସ-ଯାତ୍ରୀବାହୀ ବସ୍‌…

ଓଏଲ୍‌ ବ୍ୟୁରୋ: ମୁହାଁମୁହିଁ ଧକ୍କା ହେଲା ଯାତ୍ରୀବାହୀ ବସ୍‌ ଓ ୧୦୮ ଆମ୍ବୁଲାନ୍ସ। ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ କରଡାବାଡି ଟୋଲ ଗେଟ ନିକଟରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସାଇକ୍ରୀଷ୍ଣା ନାମକ ଏକ ଯାତ୍ରୀବାହି ବସ ସୋରଡ଼ାରୁ…

ପଞ୍ଜାବରେ ଆପ୍‌ର ବିପୁଳ ବିଜୟ, ଓଡ଼ିଶାରେ…

ଓଏଲ୍‌ ବ୍ୟୁରୋ: ଜାତୀୟ ଦଳ ଗୁଡ଼ିକୁ ଚକମା ଦେଇ ପଞ୍ଜାବରେ ସରକାର ଗଠନ କରିବାକୁ ଯାଉଛି ଆମ୍‌ ଆଦମୀ ପାର୍ଟି। ପଞ୍ଜାବ ନିର୍ବାଚନ ଫଳାଫଳ ସମସ୍ତଙ୍କ ଚକିତ କରିଛି। କାରଣ ଫାଇନାଲ ରେଜଲ୍ଟରେ ଆମ୍‌ ଆଦାମୀ ପାର୍ଟିକୁ ବହୁମତ ମିଳିଛି। ତେଣୁ ପଞ୍ଜାବରେ ଆମ୍‌ ଆଦମୀ ପାର୍ଟି ସରକାର ଗଠନ କରବା ଏକପ୍ରକାର…

ସିଏସ୍‌କେ ଶିବିରିରେ ଓଡ଼ିଆ ପୁଅ, ଦଳ…

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୨୬ରେ ଆରମ୍ଭ ହେବାକୁ ଯାଉଛି ଫଟାଫଟ କ୍ରିକେଟ ମହାକୁମ୍ଭ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍। ଟାଇଟଲ ହାତେଇଇବା ପାଇଁ ସମସ୍ତ ଦଳ ଆପଣାଇଛନ୍ତି ରଣକୌଶଳ। ଚଳିତ ଆଇପିଏଲରେ ଦେଖିବାକୁ ମିଳିପାରେ ଓଡ଼ିଆ ପୁଅଙ୍କ ଝଲକ। ଓଡ଼ିଶା ରଣଜୀ ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତି ବୁଧବାର ଦିନ ଚେନ୍ନାଇ…

ଗୋଆରେ କିଏ କରିବ ଶାସନ ? କେଉଁ ଦଳ ବି…

ଓଏଲ୍‌ ବ୍ୟୁରୋ: ସାମ୍ନାକୁ ଆସିଛି ୫ ରାଜ୍ୟର ନିର୍ବାଚନ ଫଳାଫଳ। ଗୋଆରେ ଝୁଲା ସରକାର ହେବ ବୋଲି ଏକଜିଟ୍‌ ପୋଲ୍‌ ରେଜଲ୍ଟ ଆସିଥିଲା। ଅର୍ଥାତ୍‌ କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିପାରିବ ନାହିଁ ବୋଲି ଏକଜିଟ୍‌ ପୋଲ୍‌ ସର୍ଭେ କହିଥିଲା। ସତକୁ ସତ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଥିବା ବେଳେ ଗେଆରେ…

୪ ରାଜ୍ୟରେ ବିଜେପି, ଜଳକା ବିରୋଧୀ

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଆସିଲା ସେମି ଫାଇନାଲ ରେଜଲ୍ଟ। ଦରଦାମ୍‌ ବୃଦ୍ଧି, ଚାଷୀ ସମସ୍ୟା ଓ ବେକାରୀ ଭଳି ବଡ଼ ସମସ୍ୟା ଥିବା ସତ୍ତ୍ବେ ବିଜେପି କରିଛି ଦମଦାର ପ୍ରଦର୍ଶନ। ବିଜେେପିର ପ୍ରଦର୍ଶନରେ ବିରୋଧୀ ଜଳକା ହୋାଇଥିବା ମଧ୍ୟ ଦେଖାଦେଇଛି। ୫ଟି ରାଜ୍ୟରୁ ୪ଟି ରାଜ୍ୟରେ ବିଜେପି…

ଦଳ ଜିତିଲା, ହାରିଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ସାମ୍ନାକୁ ଆସିଲା ଉତ୍ତରାଖଣ୍ଡ ନିର୍ବାଚନ ଫଳାଫଳ। ଉତ୍ତରାଖଣ୍ଡରେ ପୁଣିଥରେ ସରକାର ଗଠନ ପାଇଁ ଭାରତୀୟ ଜନତା ପାର୍ଟି ଆବଶ୍ୟକ ମ୍ୟାଜିକ ନମ୍ବର ହାସଲ କରିଛି। ଯାହାଫଳରେ ଉତ୍ତରାଖଣ୍ଡରେ ବିଜେପି ସରକାର ଗଠନ କରିବାୁ ଏକରକମ ସ୍ପଷ୍ଟ ହୋଇଛି। ହେଲେ ସବୁଠାରୁ ବଡ଼ କଥା ହେଲା ବିଜେପି ସରକାର…

ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ, ମେଡିକାଲରେ…

ଓଏଲ୍‌ ବ୍ୟୁରୋ: ମେଡିକାଲରେ ଭର୍ତ୍ତି ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଆଜି ସନ୍ଧ୍ୟାରେ ଅସୁସ୍ଥ ହେବାରୁ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି ବୋଲି ସୂଚନା ରହିଛି। ମିଳିଥିବା ସୂଚନା ମୁତାବିକ, କେଉଁ କାରଣରୁ ନିରଞ୍ଜନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଦଳ…

ଋଷ-ୟୁକ୍ରେନ ଯୁଦ୍ଧ: ଗଲାଣି ୧୨ ହଜାର ଋଷ…

ଓଏଲ୍‌ ବ୍ୟୁରୋ: ୧୩ ଦିନରେ ପହଁଞ୍ଚିଛି ଋଷ-ୟୁକ୍ରେନ ମହାଯୁଦ୍ଧ। ଋଷର ଘନଘନ ଆକ୍ରମଣରେ ୟୁକ୍ରେନ ବହୁ ସ୍ଥାନ ଧ୍ବଂସ ହେବାକୁ ବସିଲାଣି। ହେଲେ ହାର ନମାନି ଋଷ ସେନାକୁ କଡ଼ା ଟକ୍କର ଦେଉଛି ୟୁକ୍ରେନ। ଇତିମଧ୍ୟରେ ମହାଯୁଦ୍ଧକୁ ୧୨ ଦିନ ବିତିସାରିଲାଣି। ଉଭୟ ଦେଶର ବହୁ ସୈନ୍ୟଙ୍କ ମୃତ୍ୟୁ ମଧ୍ୟ ହୋଇ…

ନିର୍ବାଚନ ପାଇଁ ୩ ଦିନ ପରୀକ୍ଷା ବନ୍ଦ

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୨୪ ତାରିଖରେ ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି ଓ ଏନଏସି ସହିତ ୩ ମହାନଗରରେ ହେବ ଭୋଟ୍‌ ଗ୍ରହଣ। ଏହାକୁ ନଜରରେ ରଖି ମାର୍ଚ୍ଚ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ କଲେଜ ଗୁଡ଼ିକରେ କୌଣସି ପରୀକ୍ଷା ନ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ…