Odisha Link
Bridging the Missing Links in Odisha
Daily Archives

February 9, 2023

‘ଧର୍ମେନ୍ଦ୍ର କ୍ଷେତ୍ର ପ୍ରସ୍ତୁତ…

ଓଏଲ୍‌ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହାକୁ ନେଇ ବିସ୍ଫୋରକ ବୟାନ ରଖିଛନ୍ତି ବରିଷ୍ଠ ବିଜେଡି ବିଧାୟକ ନୃସିଂହ ସାହୁ। ସେ କହିଛନ୍ତି, ଧର୍ମେନ୍ଦ୍ର ଯେଉଁଠି ଥରେ ଜିତନ୍ତି, ଆଉ ଥରେ ସେଠାରେ ଜିତିପାରନ୍ତି ନାହିଁ। ଏହା…

ହାତୀକୁ ମାରି ଦାନ୍ତ ନେଲା ଶିକାରୀ

ଓଏଲ୍‌ ବ୍ୟୁରୋ : ବାରିପଦା ଶିମିଳିପାଳ ଅଭୟାରଣ୍ୟରେ ଥମୁନି ହାତୀ ଶିକାର। ପିଠାବଟା ରେଞ୍ଜ ଗୋପିନାଥପୁର ବିଟ୍ ଅଞ୍ଚଳରେ ଦନ୍ତାହାତୀକୁ ହତ୍ୟା କରାଯାଇଥିବା ଜଣା ପଡିଛି। ହାତୀକୁ ମାରି ଶିକାରୀ ଦାନ୍ତ ନେଇ ଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ତେବେ ଏଭଳି ବାରମ୍ବାର ହାତୀ ମୃତ୍ୟୁ ଏବଂ ଅନ୍ୟାନ୍ୟ…

ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି,…

ଓଏଲ୍‌ ବ୍ୟୁରୋ : ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱର ଆସିବେ ରାଷ୍ଟ୍ରପତି। ଯାହାକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରିଛି ପୁଲିସ। ଆଜି ସୁରକ୍ଷା ବ୍ୟବସ୍ଥାର ତଦାରଖ ଚାଲିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବ୍ଲୁ ବୁକ୍ ଏସଓପି ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯିବ। ସୁରକ୍ଷାକୁ…

ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ;…

ଓଏଲ୍‌ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ଆଜି ୧୨ଦିନ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁରେ ଶୋକସନ୍ତପ ହୋଇପଡିଛନ୍ତି ଆତ୍ମୀୟ ସ୍ୱଜନ। ସାରା ରାଜ୍ୟବାସୀ ଶୋକ ପ୍ରକାଶ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁର ୧୨ଦିନରେ ଝାରସୁଗୁଡ଼ାରେ ଆୟୋଜିତ ହେଉଛି ସ୍ମୃତିସଭା।…

ବସ୍ ଧକ୍କାରେ ଚାଲିଗଲା ସ୍ୱାମୀଙ୍କ ଜୀବନ,…

ଓଏଲ୍‌ ବ୍ୟୁରୋ : ବାଇକକୁ ବସ୍ ଧକ୍କା ଦେବାରୁ ଏକ ଅଭାବନୀୟ ଘଟଣା ଘଟିଥିବା ଖବରରୁ ଜଣା ପଡିଛି। ବସ୍ ଧକ୍କା ଦେବା ଦ୍ୱାରା ଘଟଣାସ୍ଥଳରେ ସ୍ୱାମୀର ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ସହ ୨ ଛୁଆ ଗୁରୁତର ଆହତ ହୋଇଥିବା ଜଣା ପଡିଛି। ଏହି ଦୁଃଖଦ ଘଟଣା ବଲାଙ୍ଗିର ଜିଲ୍ଲା ଦେଓଗାଁ ରାସ୍ତାର ସିଂହଖମନ ନିକଟରେ…

ହେପାଜତ ମୃତ୍ୟୁ ଘଟଣା : ନିଲମ୍ବନ ହେବେ ୬…

ଓଏଲ୍‌ ବ୍ୟୁରୋ : ବନ ବିଭାଗ ହେପାଜତରେ ଧନେଶ୍ଵର ବେହେରା ମୃତ୍ୟୁ ମାମଲାରେ ବଡମ୍ବା ରେଞ୍ଜର ସୁବ୍ରତ ବେହେରା ସମେତ ୬ଜଣ ବନ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ତେବେ ଏହି ମାମଲାରେ ୬ ବନ କର୍ମଚାରୀଙ୍କୁ ନିଲମ୍ବନ କରାଯିବ ବୋଲି ଜଣା ପଡିଛି। ବଡମ୍ବା ରେଞ୍ଜରକୁ ଛାଡି ବାକି ୬ଜଣଙ୍କୁ…

ବ୍ଲୁ ବୁକ୍ ଅନୁସାରେ ରାଷ୍ଟ୍ରପତିଙ୍କୁ…

ଓଏଲ୍‌ ବ୍ୟୁରୋ : ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱର ଆସିବେ ରାଷ୍ଟ୍ରପତି। ଯାହାକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରିଛି ପୁଲିସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବ୍ଲୁ ବୁକ୍ ଏସଓପି ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯିବ। ସୁରକ୍ଷାକୁ ଦୃଷ୍ଟିରେ ରଖି ୪୦ ପ୍ଲାଟୁନ ଫୋର୍ସ ମୁତୟନ…

ପତ୍ନୀଙ୍କ ମୃତଦେହକୁ ୩୩ କିଲୋମିଟର…

ଓଏଲ୍‌ ବ୍ୟୁରୋ : ଆଧୁନିକ ଯୁଗରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ଚର୍ଚ୍ଚାକୁ ଆସିଛି। ତେବେ ଏହି ଆଶ୍ଚର୍ଯ୍ୟ ଜନକ ଘଟଣା ଆନ୍ଧ୍ରପ୍ରଦେଶରରେ ରହୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କର, ଯିଏ ନିଜ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ଓଡ଼ିଶା ଆସୁଥିଲେ। ପତ୍ନୀଙ୍କ ମୃତଦେହକୁ ଗୋଟେ କି ଦୁଇ କିଲୋମିଟର ନୁହେଁ ପାଖାପାଖି…

ବିଲରୁ ମିଳିଲା କ୍ଷତାକ୍ତ ମୃତଦେହ

ଓଏଲ୍‌ ବ୍ୟୁରୋ : ଗୁଣୁପୁରର ଚେନାରିଗୁଡ଼ା ଗାଁରେ ଅଭାବନୀୟ ଘଟଣା ଘଟିଥିବା ଖବରରୁ ଜଣା ପଡିଛି। ଗାଁ ନିକଟରେ ଥିବା ଏକ ବିଲରେ କ୍ଷତାକ୍ତ ମୃତଦେହ ପଡିଛି। ମୃତ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ତେବେ ଜମିଜମା ବିବାଦରୁ ଚେନାରିଗୁଡ଼ା ଗାଁରେ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ସାମ୍ନାକୁ…

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ: ପ୍ରଥମେ…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁ ପ୍ରତୀକ୍ଷିତ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ। ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ମଇଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ।…