Odisha Link
Bridging the Missing Links in Odisha

ବସ୍ ଧକ୍କାରେ ଚାଲିଗଲା ସ୍ୱାମୀଙ୍କ ଜୀବନ, ସ୍ତ୍ରୀ ସହ ୨ ଛୁଆ ଗୁରୁତର

ଏହି ଦୁଃଖଦ ଘଟଣା ବଲାଙ୍ଗିର ଜିଲ୍ଲା ଦେଓଗାଁ ରାସ୍ତାର ସିଂହଖମନ ନିକଟରେ ଘଟିଥିବା ଜଣା ପଡିଛି

ଓଏଲ୍‌ ବ୍ୟୁରୋ : ବାଇକକୁ ବସ୍ ଧକ୍କା ଦେବାରୁ ଏକ ଅଭାବନୀୟ ଘଟଣା ଘଟିଥିବା ଖବରରୁ ଜଣା ପଡିଛି। ବସ୍ ଧକ୍କା ଦେବା ଦ୍ୱାରା ଘଟଣାସ୍ଥଳରେ ସ୍ୱାମୀର ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ସହ ୨ ଛୁଆ ଗୁରୁତର ଆହତ ହୋଇଥିବା ଜଣା ପଡିଛି। ଏହି ଦୁଃଖଦ ଘଟଣା ବଲାଙ୍ଗିର ଜିଲ୍ଲା ଦେଓଗାଁ ରାସ୍ତାର ସିଂହଖମନ ନିକଟରେ ଘଟିଥିବା ଜଣା ପଡିଛି।

ଦୁର୍ଘଟଣାରେ ଆହତ ହୋଇଥିବା ସ୍ତ୍ରୀ ସହ ୨ ଛୁଆଙ୍କୁ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଛି।

 

Leave A Reply

Your email address will not be published.