Odisha Link
Bridging the Missing Links in Odisha
Daily Archives

February 25, 2023

ଟ୍ରାଇଥଲନ୍‌ ପ୍ରତିଯୋଗିତା ବେଳେ ଚାଲିଗଲା…

ଓଏଲ୍‌ ବ୍ୟୁରୋ: ପୁରୀରେ ହେଉଥିବା ଟ୍ରାଇଥଲନ୍‌ ପ୍ରତିଯୋଗିତା ବେଳେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀଙ୍କ ମୃତ୍ୟୁ ହୋଇଯାଇଛି। ମୃତ ବ୍ୟକ୍ତିଙ୍କ ଘର ରାଜସ୍ଥାନ ଯୋଧପୁରର ହୋଇଥିବାବେଳେ ରାମଚଣ୍ଡୀ ଠାରେ ଅନୁଷ୍ଠିତ ହେଉଥିବା ଟ୍ରାଇଥଲନ୍‌…

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଘଟଣା;…

ଓଏଲ୍‌ ବ୍ୟୁରୋ: ବାଲେଶ୍ୱର ପୁଲିସକୁ ବଡ ସଫଳତା ମିଳିଛି। ଆଇଟିଆରରୁ ତଥ୍ୟ ଲିକ୍‌ ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗତକାଲି ଗିରଫ କରିଥିଲା ପୁଲିସ। ଅଭିଯୁକ୍ତକୁ ପୁଲିସ ଗିରଫ କରିବା ପରେ ୫ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯାଇଥିଲା। ତେବେ ଅଭିଯୁକ୍ତକୁ ୪ ଦିନିଆ ରିମାଣ୍ଡରେ ନେବା ପାଇଁ ମଂଜୁର…

ଖୋଖୋ ଖେଳାଳିଙ୍କ ମୃତ୍ୟୁ ପରେ…

ଓଏଲ୍‌ ବ୍ୟୁରୋ: ବିଭିନ୍ନ ରାଜ୍ୟରେ ନିଜର ଖେଳ ପ୍ରତିଭା ଦେଖାଇ ବହୁ ପୁରସ୍କାରର ଅଧିକାରିଣୀ ହୋଇଥିବା ଜାତୀୟ କନିଷ୍ଠ ମହିଳା ଖୋଖୋ ଖେଳାଳି ମନିକାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ଖୋଖୋ ଖେଳାଳି ମନିକାଙ୍କ ଆତ୍ମହତ୍ୟା ପରେ ତାଙ୍କ ପ୍ରେମିକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମନିକା ନାଏକଙ୍କ…

ମାର୍ଚ୍ଚ ୫ ତାରିଖରେ ଲୋକାର୍ପିତ ହେବ…

ଓଏଲ୍‌ ବ୍ୟୁରୋ: ବହୁ ପ୍ରତିକ୍ଷାର ଅନ୍ତ ଘଟି ନୂଆ ରୂପ ନେଉଛି ବିଜୁ ବାବୁଙ୍କ ଡାକୋଟା। କୋଲକାତାରୁ ଭୁବନେଶ୍ୱର ଆସିଥିବା ଡାକୋଟା ବିମାନକୁ ଭୁବନେଶ୍ୱର ବିମାନ ବନ୍ଦର ସମ୍ମୁଖରେ ରଖାଯାଇଛି। ଡାକୋଟାର ବେଲି ପାର୍ଟ ବା ମୁଖ୍ୟ ଯନ୍ତ୍ରାଂଶ, ଦୁଇଟି ଚକ ସହ ଡାକୋଟାର ଏହି ଅଂଶକୁ ପ୍ରଥମ ପର୍ଯ୍ୟାୟରେ…

ବଢୁଛି ତାତି ; ମାର୍ଚ୍ଚ ପହିଲାରୁ…

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀ ମାସ ଶେଷ ନହଉଣୁ ଅସହ୍ୟ ହେଲାଣି ତାତି। ଗରମରେ କଲବଲ ହେଲେଣି ଓଡ଼ିଶାର ବିଭିନ୍ନ ଅଞ୍ଚଳବାସୀ। ଏବେଠୁ କଲବଲ କଲାଣି ଖରା। ଉପକୂଳରେ ପ୍ରବଳ ତାତି ସହ ବହୁଛି ଝାଞ୍ଜି ପବନ। ରାଜ୍ୟରେ ଗତ ନଭେମ୍ବରରୁ ବର୍ଷା ହୋଇନଥିବାରୁ ମାଟି ଶୁଷ୍କ ରହିଛି। ବାୟୁ ଚଳାଚଳ ମଧ୍ୟ ସଠିକ ଭାବରେ…

ସଡ଼କ ଦୁର୍ଘଟଣାରେ ମା’ଛେଉଣ୍ଡ…

ଓଏଲ୍‌ ବ୍ୟୁରୋ: ଯାଜପୁର ଜିଲ୍ଲା ବିଞ୍ଛାରପୁର ଥାନା ଅନ୍ତର୍ଗତ ମଇନ୍ଦା ପେଟ୍ରୋଲ ପମ୍ପ ଛକ ନିକଟରେ ଘଟିଥିବା ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏକ ଡମ୍ପର ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି। ମା ଏବଂ ଝିଅ ସ୍କୁଟିରେ ଯାଉଥିବାବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି। ସୂଚନା ଅନୁସାରେ,…

ସରକାରୀ ସ୍କୁଲ ପିଲାଙ୍କୁ ମିଳିବ ନୋଟ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ପ୍ରସ୍ତୁତ ବଜେଟରେ ଶିକ୍ଷା ବ୍ୟବସ୍ଥା ପାଇଁ ହୋଇଥିବା ବ୍ୟୟବରାଦକୁ ନେଇ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ବଜେଟରେ ଶିକ୍ଷାବିଭାଗ ପାଇଁ ଅଟକଳ ହୋଇଥିବା ବ୍ୟୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଗଣଶିକ୍ଷା…

ମାଗଣା ସିଭିଲ୍ ସର୍ଭିସ କୋଚିଂ ପାଇଁ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ସିଭିଲ୍ ସର୍ଭିସ ପରୀକ୍ଷା ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ସୁବିଧା ଅଣାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ମାଗଣା କୋଚିଂ ନେବା ପାଇଁ ଗତ ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତିକୁ ଜାରି…

ହାଇଦ୍ରାବାଦ ସ୍ଥାନାନ୍ତର ହେଲେ ପିଣ୍ଟୁ…

ଓଏଲ୍‌ ବ୍ୟୁରୋ: ଓଲିଉଡ଼ ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଗୁରୁତର ଭାବେ ଅସୁସ୍ଥ ହୋଇଥିବା ଜଣା ପଡ଼ିଛି। ଉନ୍ନତ ଚିକିତ୍ସା ପାଇଁ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ ରାଜଧାନୀ ଦିଲ୍ଲୀରେ ଚିକିତ୍ସିତ ହେଉଥିବାବେଳେ ସ୍ୱାସ୍ଥ୍ୟବସ୍ଥା ଠିକ ନହେବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି। ଲିଭର…

ନକ୍ସଲଙ୍କ ଗୁଳିରେ ୩ ସୁରକ୍ଷାକର୍ମୀ ସହିଦ

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ ସୁକମାରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ନକ୍ସଲଙ୍କ ଗୁଳିରେ ୩ ସୁରକ୍ଷାକର୍ମୀ ସହିଦ ହୋଇଥିବା ଜଣା ପଡିଛି। ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ଖବର ଅନୁସାରେ, ସୁକମାରେ ସର୍ଚ୍ଚ ଅପରେସନ୍ ଜାରିରହିଥିଲା। ସର୍ଚ୍ଚ ଅପରେସନ୍ ବେଳେ ନକ୍ସଲଙ୍କ ସହ…