Odisha Link
Bridging the Missing Links in Odisha
Daily Archives

March 13, 2023

ଓଡ଼ିଶାରେ ବନାଗ୍ନି ଦେଶରେ ସର୍ବାଧିକ,…

ନୂଆଦିଲ୍ଲୀ: ରାଜ୍ୟରେ ହୁହୁ ହୋଇ ବଢ଼ୁଥିବା ଜଙ୍ଗଲ ନିଆଁ ନେଇ ଗଭୀର ଚିନ୍ତାବ୍ୟକ୍ତ କରି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ସାକ୍ଷାକ କରି ପତ୍ର ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଏହି ପତ୍ରରେ ରାଜ୍ୟରେ ବନାଗ୍ନି ସାରା ଦେଶରେ ଶୀର୍ଷରେ…

ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ରେ…

ଭୁବନେଶ୍ୱର: ଡାକ୍ତରୀ ଶିକ୍ଷା ପ୍ରଦାନ କରୁଥିବା ଅଧ୍ୟାପକ - ଅଧ୍ୟାପିକାମାନେ ଅଧିକ ଜ୍ଞାନ ଆହରଣ କରିବା ସହ କିପରି ସେମାନେ ଉତମ ଶିକ୍ଷକ ହୋଇପାରିବେ ସେ ଦିଗରେ ସେମାନଙ୍କୁ ପ୍ରଶିକ୍ଷିତ କରିବା ନେଇ ସୋମବାର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ରେ ଏକ ୩ ଦିନିଆ…

ବିଧାନସଭା: ୨ ବର୍ଷରେ ଓଡ଼ିଶା ନେତାଙ୍କ…

ଓଏଲ୍‌ ବ୍ୟୁରୋ: ଚାଲିଛି ବିଧାନସଭା। ବଜେଟ ଅଧିବେଶନର ଦ୍ବିତୀୟ ଚରଣରେ ସୁରୁଖୁରରେ ଚାଲିଛି ଗୃହକାର୍ଯ୍ୟ। ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବିମାନ ଗସ୍ତ ବାବଦକୁ ଅର୍ଥ ବ୍ୟୟ ପ୍ରସଙ୍ଗରେ ପଶ୍ନ କରିଥିଲେ। ସେ କହିଥିଲେ ଯେ, ଗତ ଦୁଇ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ…

ସିଙ୍ଗାପୁର-ଭାରତ ହକାଥନ୍ ୨୦୨୩ର…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀ ଠାରେ ସିଙ୍ଗାପୁରର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଗାନ୍ କିମ୍ ୟଙ୍ଗଙ୍କ ସହ ସିଙ୍ଗାପୁର - ଭାରତ ହକାଥନ୍ ୨୦୨୩ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି…

ବିଡିଓଙ୍କ ବିଜ୍ଞାପନରେ ଶଙ୍ଖଚିହ୍ନକୁ ନେଇ…

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଜାରି ରହିଛି ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଦଳୀୟ ନେତା ମୁହାଁମୁହିଁ ହେଉଥିବା ଦେଖିବାକୁ ମିଳୁଛି। ଏଥିମଧ୍ୟରେ କିଶୋର ନଗର ବିଡିଓଙ୍କ ବିଜ୍ଞାପନ ପ୍ରସଙ୍ଗକୁ ନେଇ ଆଜି ଗୃହରେ ପ୍ରଶ୍ନ କରିଥିଲା ବିରୋଧୀ ଦଳ। କିଶୋରନଗର ବିଡିଓ ବିନୋଦ ବିହାରୀ ବେହେରାଙ୍କ…

ଯୁକ୍ତ ଦୁଇ ପିଲାଙ୍କଠାରୁ ଲକ୍ଷାଧିକ…

ଓଏଲ୍‌ ବ୍ୟୁରୋ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଡରାଇ ଜଣେ ଅଭିଯୁକ୍ତ ଠକେଇ କରୁଥିବା ଖବର ସାମ୍ନାକୁ ଆସିଛି। ୩ଶହ ପିଲାଙ୍କ ଠାରୁ ପ୍ରାୟ ୩ ଲକ୍ଷ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। +୨ ପିଲାଙ୍କୁ ଡରାଇ ଧମକାଇ ଟଙ୍କା ଆଦାୟ କରୁଥିଲା ସଂପୃକ୍ତ ବ୍ୟକ୍ତି। ନିଜକୁ କାଉନସିଲ ଅଧିକାରୀ କହି +୨ ପିଲାଙ୍କ…

ଥଣ୍ଡା, କାଶ ଥିଲେ କୋଭିଡ ଟେଷ୍ଟ କରନ୍ତୁ:…

ଓଏଲ୍‌ ବ୍ୟୁରୋ: ସାରା ଦେଶବାସୀଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି ଆଉ ଏକ ନୂଆ ଭୂତାଣୁ। ଏବେବି କୋଭିଡ ଭୟ ସମସ୍ତଙ୍କ ମନରୁ ଯାଇ ନଥିବା ବେଳେ ଦେଶରେ ଆତଙ୍କ ମଚାଇଛି ଏଚ୩ଏନ୨ ଭୂତାଣୁ। ଭାଇରସ ସଂକ୍ରମଣ ଭିତରେ ପୁଣି ଲୋକଙ୍କୁ ଘାରିଛି କୋଭିଡ ଭୟ। ତେବେ ଏନେଇ ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର…

ଥାନା ପରିସରରୁ ମିଳିଲା କନେଷ୍ଟବଳଙ୍କ…

ଓଏଲ୍‌ ବ୍ୟୁରୋ: ଫୁଲବାଣୀର ଟିକାବାଲି ଥାନାରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଥାନା ଉପର ମହଲାରୁ ଉଦ୍ଧାର ହୋଇଛି ପୁଲିସ କର୍ମୀଙ୍କ ମୃତଦେହ। ଠାବ ହୋଇଥିବା ମୃତଦେହ ହେଉଛି ଟିକାବାଲି ଥାନା କନେଷ୍ଟବଳ ଶ୍ରୀନିବାସ ଘଟାଲଙ୍କର। ଥାନା ଉପର ମହଲାରେ ପୁଲିସ କର୍ମୀଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ…

ଶେଷ ଟେଷ୍ଟ ମ୍ୟାଚ୍‌ ଡ୍ର’ରେ ଶେଷ,…

ଓଏଲ୍‌ ବ୍ୟୁରୋ: ଅହମ୍ମଦାବାଦରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଶେଷ୍ଟ ଟେଷ୍ଟ ମ୍ୟାଚ ଡ୍ର'ରେ ଶେଷ ହୋଇଛି। ଯାହାଫଳରେ ଭାରତ ୨-୧ରେ ବର୍ଡର-ଗାଭାସ୍କର ଟ୍ରଫି ଜିତି ନେଇଛି। ଭାରତ ପ୍ରଥମ ଦୁଇଟି ଟେଷ୍ଟକୁ ଜିତିଥିବା ବେଳେ ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଦଳ ଭାରତକୁ ହରାଇଥିଲା। ତେବେ ୪ର୍ଥ ଟେଷ୍ଟ…

କଂଗ୍ରେସର ରାଜଭବନ ଘେରାଉ ସମୟରେ ପୁଲିସ…

ଓଏଲ୍‌ ବ୍ୟୁରୋ: ଅଦାନୀ ଲିଙ୍କ ଅଭିଯୋଗକୁ ରାଜଭବନ ସାମ୍ନାରେ କଂଗ୍ରେସର ଅଭିନବ ପ୍ରତିବାଦ। ସିଲିଣ୍ଡର ଉପରେ ଗୋବର ଘଷି ରଖି କଂଗ୍ରେସ କର୍ମୀମାନେ ରାଜଭବନ ଘେରାଉ କରିଥିଲେ। ଘେରାଉ ସମୟରେ ପୁଲିସ ପ୍ରତିବାଦ କରିଥିଲା। ପୁଲିସ ପ୍ରତିବାଦ କରିବାରୁ କଂଗ୍ରେସ କର୍ମୀ ଏବଂ ପୁଲିସ ମଧ୍ୟରେ ଧସ୍ତାଧସ୍ତି…