Odisha Link
Bridging the Missing Links in Odisha
Daily Archives

March 13, 2023

ୟୁସିସିଆଇଏଲ୍‌ ପକ୍ଷରୁ ମହିମା ମିଶ୍ରଙ୍କୁ…

ଓଏଲ୍‌ ବ୍ୟୁରୋ: ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ପକ୍ଷରୁ ଓଏସ୍‌ଏଲର ପ୍ରତିଷ୍ଠାତା ଶ୍ରୀ ମହିମା ମିଶ୍ରଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର (ଲାଇଫ୍ ଟାଇମ୍ ଆଚିଭମେଂଟ୍ ଆୱାର୍ଡ-୨୦୨୩)ପ୍ରଦାନ କରାଯାଇଛି। ପାରାଦୀପରେ ବିଜୁ କନ୍‌ଭେନ୍‌ସନ୍ ହଲ୍‌ରେ ଏହି ପୁରସ୍କାରରେ ସମ୍ମାନିତ…

ମାଟ୍ରିକ ପରୀକ୍ଷା: ଚିହ୍ନଟ ହେବେ…

ଓଏଲ୍‌ ବ୍ୟୁରୋ : ମାର୍ଚ୍ଚ ୧୦ ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ପ୍ରଥମ ଦିନରେ ଓଡ଼ିଆ ଭାଷା ପରୀକ୍ଷା ସରିଥିବା ବେଳେ ଷୋମବାର ଇଂରାଜୀ ପରୀକ୍ଷା ଶେଷ ହୋଇଛି। ସବୁଠୁ ବଡ଼ କଥା ହେଲା ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ୧୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବାବେଳେ ଆଜି…

ହାତୀ ମୃତ୍ୟୁ ଘଟଣା : ବିଦ୍ୟୁତ ବିତରଣ…

ଓଏଲ୍‌ ବ୍ୟୁରୋ : ହାତୀ ମୃତ୍ୟୁ ହେବା ଏବଂ ହାତୀ ଦ୍ୱାରା ଲୋକଙ୍କ କ୍ଷତି ହେବାର ଅନେକ ଘଟଣା ସାମ୍ନାକୁ ଆସୁଛି। ତେବେ ହାତୀଙ୍କ ସୁରକ୍ଷାକୁ ନଜରରେ ରଖି ହାଇକୋର୍ଟ ନିର୍ଦେଶ ଦେଇଥିବା ଜଣା ପଡିଛି। ହାତୀ ମୃତ୍ୟୁକୁ ନେଇ ୫ବିଦ୍ୟୁତ ବିତରଣ କଂପାନୀକୁ ହାଇକୋର୍ଟ ନୋଟିସ ଦେଇଛନ୍ତି। ହାତୀ ମୃତ୍ୟୁ ରୋକିବାକୁ…

୩୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର କଫ୍‌…

ଓଏଲ୍‌ ବ୍ୟୁରୋ : ବଲାଙ୍ଗିର ପୁଲିସକୁ ମିଳିଛି ସଫଳତା। କୋଲକାତା କମ୍ପାନୀର ୨ ଲକ୍ଷ ଟଙ୍କା ଫ୍ରିଜ୍‌ କଲା ପୁଲିସ। ୧୨ ହଜାର ୯୬୦ ବୋତଲ କଫ ସିରିପ ଜବତ କରିଛି ପୁଲିସ। ଜବତ ହୋଇଥିବା କଫ୍‌ ସିରପ୍‌ର ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା। କଫ୍‌ ସିରପ୍‌ ସହିତ ଗୋଟିଏ ଏସ୍‌ୟୁଭି, ୨ଟି ପିକଅପ୍‌, ଗୋଟିଏ ଭ୍ୟାନ୍,…

ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି-ଘଡ଼ଘଡ଼ି…

ଓଏଲ୍‌ ବ୍ୟୁରୋ : ରାଜ୍ୟରେ ଶେଷ ହୋଇଛି ଶୀତର ପ୍ରକୋପ। ବିଭିନ୍ନ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇଥିବାବେଳେ କିଛି ଜିଲ୍ଲାରେ ବର୍ଷା ପବନ ହେବାର ସମ୍ଭାବନା ଥିବାର ସୂଚନା ମିଳିଛି। ଓଡ଼ିଶାରେ ଆଉ ଏକ ପଶ୍ଚିମାଝଡ଼ ଆସୁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୧୫ ତାରିଖରୁ ରାଜ୍ୟର…

‘ମୃତ୍ୟୁ ପୂର୍ବ ଦିନ ବାପା ଫୋନକରି…

ଓଏଲ୍‌ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡକୁ ଇତି ମଧ୍ୟରେ ଦେଢ଼ ମାସ ପୁରି ସାରିଛି। ଏହି ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ଗିରଫ ହୋଇ ଜେଲରେ ଦିନ କାଟୁଛି। ହେଲେ ଏପର୍ଯ୍ୟନ୍ତ ନବ ଦାସଙ୍କ ହତ୍ୟା ପଛର କାରଣ କ’ଣ ତାହା ଏଯାଏଁ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ…

୨ୟ ଥର ପାଇଁ ବିଶ୍ବ ଟେଷ୍ଟ…

ଓଏଲ୍‌ ବ୍ୟୁରୋ: ଅହମ୍ମଦାବାଦରେ ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ ମ୍ୟାଚ ଶେଷ ନହେଉଣୁ ଭାରତୀୟ କ୍ରିକେଟ ଦଳ ପାଇଁ ଭଲ ଖବର। ୨ୟ ଥର ପାଇଁ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଳରେ ପ୍ରବେଶ କରିଛି ଭାରତ। ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ଶେଷ ବଲରେ ଶ୍ରୀଲଙ୍କାକୁ ହରାଇ…

ପ୍ରଚଣ୍ଡ ଶବ୍ଦରେ ଥରିଲା ରାଜ୍ୟର ୩…

ଓଏଲ୍‌ ବ୍ୟୁରୋ: ପ୍ରଚଣ୍ଡ ଶବ୍ଦ କଲା ଆତଙ୍କିତ। ଭୟରେ ଥରିଲେ ଲୋକେ। ବଡ ବୋମା ବିସ୍ଫୋରଣ ହେଲା ଭଳି ପ୍ରଚଣ୍ଡ ଶବ୍ଦରେ ଥରିଲା ସମଗ୍ର ଅଞ୍ଚଳ। ଭଦ୍ରକ ଜିଲ୍ଲାରେ ପୁଣି ଶୁଭିଲା ପ୍ରଚଣ୍ଡ ଶବ୍ଦ। ଏହି ଶବ୍ଦ ଭଦ୍ରକ ସହର, ଧାମନଗର ଏବଂ ବାସୁଦେବପୁରରେ ଶୁଭିଥିବାବେଳେ ଏହାର କାରଣ ସ୍ପଷ୍ଟ ହୋଇନାହିଁ ।…

ମାଟ୍ରିକ ପରୀକ୍ଷା: ନିୟମ ଉଲ୍ଲଘଂନ…

ଓଏଲ୍‌ ବ୍ୟୁରୋ : ଆଜି ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ। ପରୀକ୍ଷାର ପ୍ରଥମ ଦିନ ଶେଷ ପରେ ଭାଇରାଲ ହୋଇଥିଲା ଏକ ଭିଡିଓ ଏବଂ ଅଡିଓ। ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା। ତେବେ ଏହି ମାଟ୍ରିକ ଓ ଏସଓଏସ ପରୀକ୍ଷା ଅନିୟମିତତାକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପରୀକ୍ଷା…

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମହୁମାଛି…

ଓଏଲ୍‌ ବ୍ୟୁରୋ : ଆଜି ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ। ଏକ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷାର୍ଥୀ ଆଜି ମହୁମାଛି ଆକ୍ରମଣର ଶିକାର ହୋଇଥିବା ଜଣା ପଡିଛି। ତେବେ କେନ୍ଦୁଝର ଜିଲ୍ଲା ତେଲକୋଇ ହରିଚନ୍ଦନପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ମହୁମାଛି ଆତଙ୍କ ହୋଇଥିବା ଜଣା ପଡିଛି। ମହୁମାଛି ଆକ୍ରମଣର…